ଜାତୀୟ

ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ

ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଏବେ ପଶ୍ଚିମବଙ୍ଗ ପୁରୁଲିଆ ବଳରାମପୁର ଅଞ୍ଚଳରେ ଥିବା ଭାଙ୍ଗିଡି ଗ୍ରାମରେ…

ଚାଇନାରୁ ଫେରିଥିବା ଛାତ୍ରଙ୍କ ଅନୁଭୂତି ଶୁଣିଲେ ମୋଦି

ନୂଆଦିଲ୍ଲୀ,୨୮।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାର ଉହାନରୁ ଫେରିଥିବା ଜଣେ ଛାତ୍ରଙ୍କ ସହ ଟେଲିଫୋନ୍‌ ଯୋଗେ କଥା ହୋଇଥିବା ଜଣାପଡିଛି। ଉକ୍ତ ଛାତ୍ର ଜଣଙ୍କ ହେଲେ ଜମ୍ମୁ-କଶ୍ମୀର କାସକୁଟ ବନିହାଲର ନିଜାମୁର ରେହେମାନ। ସେ ଚାଇନାର ଉହାନ ସହରରେ ରହୁଥିବା ବେଳେ…

କରୋନା ସହିତ ଲଢ଼େଇ କରିବା ଲାଗି ଭାରତୀୟଙ୍କ ଶରୀରରେ ରହିଛି ବିରଳ ଆର୍‌ଏନ୍‌ଏ: ସର୍ଭେ

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ହାହାକାର ସୃଷ୍ଟି ହୋଇଛି। ଏଥି ପାଇଁ ଔଷଧ ପ୍ରସ୍ତୁତି ପାଇଁ ପୃଥିବୀର ବିକାଶିତ ରାଷ୍ଟ୍ରର ବୈଜ୍ଞାନିକମାନେ ଦିନରାତି ପ୍ରୟାସ ଜାରି ରଖିଛନ୍ତି। ତେବେ ଏହାର ମୁକାବିଲା ପାଇଁ ଭାରତୀୟଙ୍କ ଶରୀରରେ ଏକ ପ୍ରକାର…

ଦିଲ୍ଲୀକୁ ଫେରିଲା ୮୦ ଦଶକର ନିର୍ମଳ ଆକାଶ

ନୂଆଦିଲ୍ଲୀ, ୨୮ା୩- କିଛି ଦିନ ପୂର୍ବରୁ ବିପଦଜନକ ଅବସ୍ଥାକୁ ଆସିଯାଇଥିବା ଦିଲ୍ଲୀର ବାୟୁମଣ୍ଡଳ ଏବେ ସ୍ବଚ୍ଛ ହେବାରେ ଲାଗିଛି । ଦୀର୍ଘ ବର୍ଷ ପରେ ନିର୍ମଳ ଆକାଶ ଦେଖିବାକୁ ପାଇଛନ୍ତି ଦିଲ୍ଲୀବାସୀ। ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ, ବିଭିନ୍ନ ଶିଳ୍ପ, କଳକାରଖାନା…

ଲକ୍‌ଡାଉନ୍‌ ସମୟରେ ଫସଲ ଅମଳ କରିପାରିବେ ଚାଷୀ: କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ୍‌ ଯୋଗୁ ସାରା ଦେଶରେ ୨୧ ଦିନ ଯାଏଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ ଚାଷୀ ଫସଲ କାର୍ଯ୍ୟ ମଧ୍ୟ କରିପାରୁ ନାହାନ୍ତି। ଏଥିଯୋଗୁ ଫସଲ ନଷ୍ଟ…

ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର ଟୁଇଟର୍‌ରେ କିଛି ନା କିଛି ଶେୟାର କରୁଥିବା ଦେଖାଯାଇଛି। ଏହି ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ରିଷି…

କରୋନା ଭାଇରସ ଭଳି ହେଲମେଟ୍‌ ପିନ୍ଧି ସଚେତନତା ସୃଷ୍ଟି କଲେ ପୋଲିସ

ଚେନ୍ନାଇ,୨୮।୩: କରୋନା ଭାଇରସ ସଂକ୍ରମଣ ସମୟରେ ଘରେ ରହିବା କେତେ ଜରୁରୀ ତାହା ଏପର୍ଯ୍ୟନ୍ତ ଅଧିକାଂଶ ଲୋକେ ବୁଝି ପାରି ନ ଥିବା କୁହାଯାଏ। ସବୁ ରାଜ୍ୟରେ ପୋଲିସ ବାହାରକୁ ବାହାରୁଥିବା ଲୋକଙ୍କୁ ଏ ସମ୍ପର୍କରେ ବୁଝାଉଥିବା ବେଳେ ଅନେକ ଲୋକ…

ଫେଲ୍‌ ମାରିବ ପ୍ରଧାନମନ୍ତ୍ରୀଙ୍କ ଲକ୍‌ଡାଉନ୍‌: ନୀତୀଶ

ପାଟନା,୨୮।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଫେଲ୍‌ ମାରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲକ୍‌ଡାଉନ୍‌। ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏବେ ଶ୍ରମିକମାନେ ବିଭିନ୍ନ ରାଜ୍ୟରୁ ଘରମୁହାଁ ହୋଇଛନ୍ତି। ବିଶେଷ କରି…

ଲକ୍‌ ଡାଉନ୍‌ରେ ରାଜସ୍ଥାନ ଶୂନଶାନ୍‌: ଜୟପୁର ସହରରେ ପଶିଲେ ହରିଣ ପଲ

ଜୟପୁର,୨୮।୩: ସାରା ପୃଥିବୀ କରୋନା ଆତଙ୍କରେ ରହିଛି। ଏପରି ସ୍ଥଳେ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ୍‌ ଡାଉନ୍‌ ଜାରି କରାଯାଇଛି। ଫଳରେ ସମଗ୍ର ଦେଶର ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି। ଏଭଳି ସ୍ଥିତି ରାଜସ୍ଥାନରେ ମଧ୍ୟ ଦେଖିବାକୁ ମିଳିଛି। ଜୟପୁର…

କରୋନା ଭାଇରସ୍‌: ଭଡାଟିଆଙ୍କୁ ଭଡା ମାଗିଲେ ଜେଲ୍‌ ଯିବେ ଘର ମାଲିକ

ନଏଡା,୨୮।୩: ସାରା ଦେଶରେ କରୋନା ଯୋଗୁ ଲକ୍‌ଡାଉନ୍‌ ରହିଛି। ଏଥିଯୋଗୁ ଲୋକମାନେ ବାହାରକୁ ବାହାରି ପାରୁ ନ ଥିବା ବେଳେ କେତେକ ନିଜର ଜୀବିକା ମଧ୍ୟ ହରାଇସାରିଲେଣି। ଇତିମଧ୍ୟରେ ତ୍ତରପ୍ରଦେଶର ନଏଡାରେ ରହୁଥିବା ଭଡାଟିଆଙ୍କ ପାଇଁ ଜିଲାପାଳ ଏକ ବଡ଼ ନିଷ୍ପତ୍ତି…

କେରଳରେ ପ୍ରଥମ ମୁଣ୍ଡ ନେଲା କରୋନା

କୋଚି,୨୮।୩: କେରଳରେ କରୋନା ଭାଇରସ୍‌ ସଂକ୍ରମଣରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଶନିବାର କୋଚିର ଏକ ହସ୍ପିଟାଲରେ ଜଣେ ୬୯ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି। କେରଳରେ ଏହା ପ୍ରଥମ ମୃତ୍ୟୁ ଘଟଣା ହୋଇଥିବା…

ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। କେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?