ଜାତୀୟ

ନେପାଳ ସୀମା ଦେଇ ଉତ୍ତର ପ୍ରଦେଶ ଆସୁଛନ୍ତି ଆତଙ୍କବାଦୀ

ଲକ୍ଷ୍ନୌ,୨୦।୧୦: ଆଗାମୀ ଦୀପାବଳିରେ ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରି ନେପାଳ ସୀମା ଦେଇ ଆତଙ୍କବାଦୀ ଉତ୍ତର ପ୍ରଦେଶରେ ପ୍ରବେଶ କରୁଥିବା ଅନୁମାନ କରାଯାଉଛି। ଏହାକୁ ନଜରରେ ରଖି ଶୁକ୍ରବାର କାନପୁର ଏଡିଜି ପ୍ରେମ ପ୍ରକାଶ ପୋଲିସ...

ଭାଇରାଲ ହେଉଛି ଭାଜପା ନେତାଙ୍କ ବିବାଦୀୟ ବୟାନ

ହରିୟାଣା,୨୦।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏହା ପୂର୍ବରୁ ଜଣେ ଭାଜପା ନେତାଙ୍କ ବିବାଦୀୟ ବୟାନ ଭାଇରାଲ ହେବାରେ ଲାଗିଛି। ବଖଶିଶ ସିଂ ଭିର୍କ ନାକ ଏହି ଭାଜପା ନେତା ଜଣଙ୍କ...

ଜମ୍ମୁ-କଶ୍ମୀରରୁ ଟ୍ରାନ୍ସଫର୍‌ ହେବେ ଲଦାଖ ବାସିନ୍ଦା ୩୮୦ ପୋଲିସ

ନୂଆଦିଲ୍ଲୀ,୨୦।୧୦: ଜମ୍ମୁ-କଶ୍ମୀରରେ ମୁତୟନ ଥିବା ୩୮୦ ପୋଲିସଙ୍କୁ ଲଦାଖକୁ ଟ୍ରାନ୍ସଫର କରାଯିବ। ସେମାନେ ଲଦାଖର ବାସିନ୍ଦା। ଲଦାଖରେ ବିଭିନ୍ନ ଅଞ୍ଚଳ ସମ୍ପର୍କରେ ଭଲଭାବେ ସେମାନେ ପରିଚିତ ଥିବାରୁ ସୁରକ୍ଷା କାର୍ଯ୍ୟ ସୁଦୃଢ଼ ହୋଇପାରିବ। ସୂଚନାଯୋଗ୍ୟ, ଏନେଇ ୩୮୫ ପୋଲିସଙ୍କ ଟ୍ରାନ୍ସଫର...

୩ ଜଣ ଯାତ୍ରୀଙ୍କୁ ନେଇ ୧୫ ଶହ ୮୧ କିମି ଯାତ୍ରା କଲା ଟ୍ରେନ୍‌

ଫିରୋଜପୁର,୨୦।୧୦: ପାର୍ବଣ ଋତୁରେ ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ ସ୍ପେଶାଲ ଟ୍ରେନ୍‌ ଯାତ୍ରା କରିଥାଏ। ଚଳିତ ପାର୍ବଣ ଋତୁରେ ପଞ୍ଜାବର ଫିରୋଜପୁରରୁ ବିହାରର ଦରଭଙ୍ଗା ପର୍ଯ୍ୟନ୍ତ ସ୍ପେଶାଲ ଟ୍ରେନ୍‌ ଆରମ୍ଭ ହୋଇଛି। ଶୁକ୍ରବାର ଟ୍ରେନ୍‌ଟି ଯାତ୍ରା...

ଖାଦ୍ୟଶସ୍ୟ ବ୍ୟାଙ୍କ: ଗରିବ ଲୋକଙ୍କୁ ଉଧାରରେ ଦେଉଛି ଡାଲି ଚାଉଳ

ପ୍ରୟାଗରାଜ୍‌,୨୦।୧୦: ଉତ୍ତରପ୍ରଦେଶ ପ୍ରୟାଗରାଜ୍‌ ଜିଲାରେ ଗରିବଙ୍କୁ ସହାୟତା ପାଇଁ ଖାଦ୍ୟଶସ୍ୟ ବ୍ୟାଙ୍କ ସ୍ଥାପନ କରାଯାଇଛି। ଏହାର ୭୦ଟି ଶାଖା ଜିଲାରେ କାର୍ଯ୍ୟକରୁଛି। କୌଣସି କାମ ଧନ୍ଦା ନ ମିଳିଲେ ଗରିବ ଲୋକେ ଖାଇବାକୁ ହଇରାଣ ହୋଇଥାନ୍ତି। ତେବେ ଏହି ବ୍ୟାଙ୍କ...

ପରୀକ୍ଷାରେ ବହି ଦେଖି କପି କରି ବି ୭୦ ଶିକ୍ଷକ ହେଲେ ଫେଲ୍‌

ଭୋପାଳ,୨୦।୧୦: ମଧ୍ୟପ୍ରଦେଶରେ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପରୀକ୍ଷାରେ ବହି ଦେଖି କପି କରି ମଧ୍ୟ ୭୦ ସରକାରୀ ସ୍କୁଲ୍‌ ଶିକ୍ଷକ ଫେଲ୍‌ ହୋଇଛନ୍ତି। ପୂର୍ବରୁ ପ୍ରଥମଥର ହୋଇଥିବା ଏହି ପରୀକ୍ଷାରେ ଫେଲ୍‌ ହୋଇଥିବା ୧୪ ଶହ ଜଣ ଶିକ୍ଷକଙ୍କୁ...

ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର

ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି। ଏହି ସମୟରେ କମଲେଶଙ୍କ ସ୍ତ୍ରୀ କିରଣ ତିଓ୍ବାରୀ ହତ୍ୟାକାରୀଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି...

ସପ୍‌ନାଙ୍କୁ ନେଇ ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୦।୧୦: ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ହରିୟାଣାର ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କୁ ନେଇ ଏବେ ଭାଜପା ଚିନ୍ତାରେ ପଡିଯାଇଛି। ମଙ୍ଗଳବାର ହରିୟାଣା ବିଧାନସଭାର ନିର୍ବାଚନ ଥିବାବେଳେ ସପ୍‌ନା ଶନିବାର ଅନ୍ୟଜଣେ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଥିଲେ। ଯାହା...

ବିଳମ୍ବ ହେଲା ତେଜସ୍‌ ଏକ୍ସପ୍ରେସ୍‌: ପରିଚାରିକା ଦେଲେ ଯାତ୍ରୀଙ୍କୁ ଉପହାର

ଲକ୍ଷ୍ନୌ,୨୦।୧୦: ଲକ୍ଷ୍ନୌରୁ ଦିଲ୍ଲୀ ଆସୁଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବରେ ଷ୍ଟେଶନ୍‌ରେ ପହଞ୍ଚିଛି। ଯାତ୍ରୀଙ୍କ ଅସୁବିଧା ପାଇଁ ଟ୍ରେନ୍‌ ପରିଚାରିକା ବିଳମ୍ବ ପାଇଁ ଦୁଃଖିତ ଲେଖାଥିବା ବିସ୍କୁଟ ପ୍ୟାକେଟ୍‌ ଯାତ୍ରୀଙ୍କୁ ଦେଇଛନ୍ତି। ଏହା ସହିତ ସମସ୍ତ ଯାତ୍ରୀଙ୍କୁ ୨୫୦ ଟଙ୍କା ଫେରସ୍ତ...

ଡାହାଣୀ ଭୟରେ ପ୍ରସୂତିଙ୍କ ମୃତଦେହ ଉଠାଇଲେନି ପୁରୁଷ: ଶ୍ମଶାନକୁ ବୋହି ନେଲେ ମହିଳା

କାଙ୍କେର,୨୦।୧୦: ଅନ୍ଧବିଶ୍ୱାସ ଯୋଗୁ ଛତିଶଗଡ଼ରେ ଜଣେ ପ୍ରସୂତିଙ୍କ ମୃତ ଦେହ ଉଠାଇବାକୁ ପୁରୁଷ ଆସିଲେନି। ପ୍ରସୂତିଙ୍କ ମୃତଦେହ ଉଠାଇଲେ ଭୂତ ହଇରାଣ କରିବାର ଆଶଙ୍କାଥିବାରୁ ପୁରୁଷ ଏଭଳି କରିଛନ୍ତି। ତେବେ ପ୍ରସୂତିଙ୍କ ମୃତଦେହକୁ ସ୍ଥାନୀୟ ମହିଳାମାନେ ସଂସ୍କାର ପାଇଁ ଶ୍ମଶାନକୁ...

ମୋଦିଙ୍କ ସହ ସେଲ୍‌ଫି ନେବାକୁ ବ୍ୟଗ୍ର ବଲିଉଡ୍‌ ଷ୍ଟାର

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ମୋଦିଙ୍କର ବିଶ୍ୱରେ ଅନେକ ପ୍ରଶଂସକ ରହିଛନ୍ତି। ଟୁଇଟରରେ ସବୁଠାରୁ ଅଧିକ ଫଲୋ କରୁଥିବା ଭାରତୀୟ ଭାବେ ମୋଦିଙ୍କ ନାଁ ରହିଛି ଆଗରେ। ତେବେ ଶନିବାର ମୋଦିଙ୍କ ବାସ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ର କେତେଜଣ ସେଲିବ୍ରିଟି...

ପିଓକେରେ ଭାରତୀୟ ସେନାର ମିନି ସର୍ଜିକାଲ ଷ୍ଟ୍ରାଇକ୍‌: ଧ୍ୱଂସ ହେଲା ଆତଙ୍କବାଦୀ ଶିବିର

ଶ୍ରୀନଗର,୨୦।୧୦: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରବିବାର ଭାରତୀୟ ସେନା ପକ୍ଷରୁ ମିନି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରାଯାଇଛି। ଜମ୍ମୁ-କଶ୍ମୀର କୁପଓ୍ବାରାର ତଙ୍ଗଧାର୍‌ ପାକିସ୍ତାନ ଆର୍ମି ଦ୍ୱାରା ଅନୁପ୍ରବେଶ ଉଦ୍ୟମ ହେଉଥିଲା ବେଳେ ଏହାକୁ ଭାରତୀୟ ସେନା ପକ୍ଷରୁ ବିରୋଧ କରାଯାଇଥିଲା। ପାକିସ୍ତାନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri