କରୋନା ସହିତ ଲଢ଼େଇ ପାଇଁ ଭାରତର ପ୍ରସ୍ତୁତି: ପାଖରେ ରହିଛି ଶହେ କୋଟି ମାସ୍କ୍-ଦେଢ଼କୋଟି ପିପିଇ କିଟ୍
ନୂଆଦିଲ୍ଲୀ ,୭।୪: କରୋନା ସହିତ ଲମ୍ବା ଲଢ଼େଇ ଲାଗି ଭାରତ ପ୍ରସ୍ତୁତ ହେବାରେ ଲାଗିଛି। ଦେଶରେ ଏବେ ଶହେକୋଟି ପାଖାପାଖି ଏନ୍-୯୫ ମାସ୍କ୍ ଥିବା ବେଳେ ଦେଢ଼କୋଟିରୁ ଅଧିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍ ମହଜୁଦ୍ ରହିଛି। ଏସବୁକୁ ନର୍ସ ଏବଂ…
ଦିଲ୍ଲୀରୁ ଆସିଲା ଖୁସି ଖବର: କରୋନାକୁ ହରାଇଲେ ୮୨ବର୍ଷୀୟ ବ୍ୟକ୍ତି
ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଦିଲ୍ଲୀରେ ଏପର୍ଯ୍ୟନ୍ତ କରୋନାରେ ୫୦୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିରେ ତବଲିଘ ଜମାତର ୩୩୦ ମାମଲା ଥିବା ଜଣାପଡ଼ିଛି। ଇତିମଧ୍ୟରେ ଦିଲ୍ଲୀରୁ ଏକ ଖୁସିଖବର ଆସିଛି।…
ଲକ୍ଡାଉନ୍ ହଟିବା ପରେ ବି ରହିବ କଟକଣା !
ନୂଆଦିଲ୍ଲୀ,୭।୪: ଦେଶରେ କରୋନା ସଂକ୍ରମଣକୁ ରୋକିବାକୁ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଥିଲା। ଏବେ ଏହା ପୂରଣ ହେବାକୁ ଆଉ ମାତ୍ର ୭ ଦିନ ବାକି ଥିବା ବେଳେ ଲକ୍ଡାଉନ୍ ଖୋଲିବାକୁ ନେଇ ଉପୁଜୁଛି ସଂଶୟ। ଶୁଣିବାକୁ ମିଳିଛି କି ଲକ୍ଡାଉନ୍ର…
ମୁମ୍ବାଇର ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାଫ୍ କରୋନା ପଜିଟିଭ୍
ମୁମ୍ବାଇ,୭।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣରେ ଅତ୍ୟଧିକ ପ୍ରଭାବିତ ହୋଇଛି ମୁମ୍ବାଇ। କରୋନା କବଳରୁ ଏବେ ମୁମ୍ବାଇର ହସ୍ପିଟାଲ ମଧ୍ୟ ବର୍ତ୍ତି ପାରିନାହିଁ। ମୁମ୍ବାଇର ପ୍ରସିଦ୍ଧ ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାପ୍ କରୋନା ପଜିଟିଭ୍ ହୋଇଥିବା ସୂଚନା…
ସତର୍କ ନ ହେଲେ କିଛି ଅଞ୍ଚଳରେ କରୋନା ପହଞ୍ଚିବ ଥାର୍ଡ ଷ୍ଟେଜରେ !
ନୂଆଦିଲ୍ଲୀ,୭।୪: ଡରାଉଛି କରୋନା। ଏହାର ସଂକ୍ରମଣ ଆଗରେ ଆମେରିକା ଭଳି ଦେଶ ହାର ମାନିଥିବା ବେଳେ ଭାରତ ଏହାଠାରୁ ଦୂରେଇ ରହିବାକୁ ସବୁ ପ୍ରକାର ପ୍ରୟାସ ଜାରି ରଖିଛି। ହେଲେ କିଛି ଅଞ୍ଚଳରେ ଏହା କ୍ରମାଗତ ଭାବେ ବଢି ଚାଲିଥିବା ବେଳେ…
୨୪ ଘଣ୍ଟାରେ କରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୭।୪: ଦିନକୁ ଦିନ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୩୫୪ ନୂଆ ରୋଗୀଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ୪,୪୨୧ରେ ପହଞ୍ଚିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ…
ତେଲଙ୍ଗାନାରେ ପୁଣି ୧୪ ଦିନ ବଢ଼ିବ ଲକ୍ଡାଉନ୍
ହାଇଦ୍ରାବାଦ,୭।୪: ଭାରତରେ ଲକ୍ଡାଉନ୍ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ହେଲେ ତେଲଙ୍ଗାନାରେ ଲକ୍ଡାଉନ୍ ଏପ୍ରିଲ ୧୪ ପରେ ପୁଣି ୨ ସପ୍ତାହ ବୃଦ୍ଧି କରାଯିବ ବୋଲି…
ଗୁଗଲ ଦେଖାଉଛି ଆଶ୍ରୟସ୍ଥଳ
ନୂଆଦିଲ୍ଲୀ, ୭ା୪: କୋଭିଡ୍-୧୯ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ୍ ଘୋଷଣା କରାଯାଇଥିବାବେଳେ ଦାଦନ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବହୁଗୁଣିତ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁଗଲ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଏକ ଅଭିନବ ପନ୍ଥା ବାହାର କରିଛି। ଭାରତର ୩୦ ସହରରେ…
୨.୯ ନିୟୁତ ଡଲାର ପଠାଇଲେ ଟ୍ରମ୍ପ୍
ନୂଆଦିଲ୍ଲୀ,୭ା୪(ଆଇଏଏନ୍ଏସ୍) : ମହାମାରୀ କରୋନା ବିରୋଧରେ ଭାରତର ଲଢ଼େଇକୁ ଜୋର୍ଦାର କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୋମବାର ୨.୯ ନିୟୁତ ଡଲାର ସହାୟତା ରାଶି ପଠାଇଛନ୍ତି। ଏହାସହ ଆମେରିକାକୁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ଯୋଗାଣ ପାଇଁ ଅନୁରୋଧ କରିଛନ୍ତି। ନୂଆଦିଲ୍ଲୀସ୍ଥିତ…
ଲଢ଼ିବାକୁ ହେବ ଲମ୍ବା ଯୁଦ୍ଧ
ନୂଆଦିଲ୍ଲୀ, ୭ା୪(ପି.ଟି.): କରୋନା ଭୂତାଣୁ ମହାମାରୀ ବିରୋଧରେ ଆମକୁ ଏକ ଦୀର୍ଘ ଯୁଦ୍ଧ ଲଢ଼ିବାକୁ ପଡିବ। ଏଥିପାଇଁ କ୍ଳାନ୍ତ ଅନୁଭବ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଭାରତ ଏହି ଲଢ଼େଇରେ ନିଶ୍ଚୟ ଜିତିବ ବୋଲି ସେ…
କନିକାଙ୍କ ପରେ ବଲିଉଡ୍ର ଆଉ ଜଣେ କରୋନା ପଜିଟିଭ୍
ମୁମ୍ବାଇ,୬।୪: ସାରା ଦେଶରେ କରୋନା ଭାଇରସ୍ ସଂକ୍ରମଣ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ବଲିଉଡ୍ ଗାୟିକା କନିକା କପୁର ସୁସ୍ଥ ହୋଇ ଘରକୁ ଫେରିବା ପରେ ବଲିଉଡ୍ ଇଣ୍ଡଷ୍ଟ୍ରିର ଆଉ…
ପିଏମ୍ କେୟାର୍ସ ଫଣ୍ଡକୁ ୧୧ ଲକ୍ଷ ଟଙ୍କା ଦେଲା ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ
ଅଯୋଧ୍ୟା,୬ ।୪: କରୋନା ଭାଇସର ସହ ଲଢିବାକୁ ସମସ୍ତେ ଯେମିତି ପ୍ରସ୍ତୁତ ହେଉଛନ୍ତି । ଏ କ୍ଷେତ୍ରରେ ଏବେ ସହାୟତାର ହାତ ବଢାଇଛି ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ । କରୋନା ମୁକାବିଲା ପାଇଁ ଏହି ଟ୍ରଷ୍ଟ ସୋମବାର…
Archives


