ଜାତୀୟ

୮ଘଣ୍ଟାରେ ୧୮ କିଲୋମିଟର କାନ୍ଧରେ ବୋହି ପ୍ରସୂତିଙ୍କୁ ହସ୍ପିଟାଲ ନେଲେ ପରିବାରଲୋକେ

କୁଲୁ,୧୭।୨: ସବୁ ରାଜ୍ୟରେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ପ୍ରାୟ ସମୟରେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। ବହୁଥର ପ୍ରସୂତିଙ୍କୁ କାନ୍ଧରେ କିମ୍ବା ଭାରରେ ବୋହି ହସ୍ପିଟାଲକୁ ନିଆଯାଉଥିବା ଖବର ସାମ୍ନାକୁ ଆସୁଛି…

ଅତ୍ୟଧିକ ଖୁସି ନୁହେଁ ଆଶା ଦେବୀ

ନୂଆଦିଲ୍ଲୀ,୧୭।୨: ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହାକୁ ନେଇ ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି ସେ ଖୁସି ଅଛନ୍ତି ସତ ହେଲେ ଏହାକୁ ନେଇ ଅତ୍ୟନ୍ତ ଖୁସି…

ଦିଲ୍ଲୀ କ୍ୟାବିନେଟର ବିଭାଗ ବଣ୍ଟନ: ୩ମନ୍ତ୍ରୀଙ୍କ ବଦଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀରେ ତୃତୀୟଥର ସରକାର ଗଠନ କରିବା ପରେ ଆମ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ସୋମବାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସମେତ ୫ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଦିଲ୍ଲୀ ସଚିବାଳୟରେ…

ନିର୍ଭୟା ମାମଲା: ମାର୍ଚ୍ଚ ୩ ସକାଳ ୬ଟାରେ ଫାଶୀ ଖୁଣ୍ଟରେ ଝୁଲିବେ ୪ ଦୋଷୀ

ନୂଆଦିଲ୍ଲୀ,୧୭।୨: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ଏହି ଡେଥ୍‌ ଓ୍ବାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଫାଶୀ…

ଆଇଟିବିପି ଶିବିରରେ ଥିବା ଚାଇନା ଫେରନ୍ତା ଭାରତୀୟଙ୍କୁ ଭେଟିଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୭।୨: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଚାଇନାର ଉହାନ ସହରରୁ ପ୍ରଥମ ବ୍ୟାଚରେ ଫେରିଥିବା ଭାରତୀୟଙ୍କୁ ଭେଟିଛନ୍ତି। ଏମାନେ ସମସ୍ତେ ଇଣ୍ଡୋ-ତିବତାନ ବର୍ଡର ପୋଲିସ(ଆଇଟିବିପି)ଯବାନଙ୍କ ଦ୍ୱାରା ଚାଓ୍ବଲାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ରହିଥିଲେ। ସେଠାରେ ସେମାନଙ୍କର କରୋନା ଭାଇରସ…

ଦିନେ କୁତବ ମିନାରରୁ ଡେଇଁବାକୁ କହୁଥିବା ମାରାଣ୍ଡି ଏବେ ଭାଜପାରେ ଝାଡୁ ଲଗାଇବାକୁ ପ୍ରସ୍ତୁତ

ରାଞ୍ଚି,୧୭।୨: ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ମୁଖ୍ୟ ବାବୁଲାଲ୍‌ ମାରାଣ୍ଡି ଭାଜପାକୁ ପୁଣି ଫେରି ଆସିଛନ୍ତି। ୨୦୦୬ରେ ଭାଜପା ଛାଡ଼ିଥିବାବେଳେ ସେ ଦେଇଥିବା ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କହିଥିଲେ ଯେ, କୁତବ ମିନାରରୁ ଡେଇଁ ଆତ୍ମହତ୍ୟା କରିବାକୁ…

ମନୁ ଜୋଶେଫଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୧୭।୨: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ନିର୍ସିଂ ଅଫିସର ମନୁ ଜୋଶେଫଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିଲେଖି ଧଦ୍ୟବାଦ ଦେଇଛନ୍ତି। ଏହାସହ ତାଙ୍କର ସମସ୍ତ ଟିମ୍‌ ମେମ୍ବରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ମନୁ ଜୋଶେଫ ଓ ତାଙ୍କ ଟିମ୍‌ ଚାଇନାର ଉହାନ…

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ କରାଯାଇଥାଏ। ହେଲେ ନିକଟରେ ଜଣେ ଦମ୍ପତ୍ତି କାର୍ଯ୍ୟବ୍ୟସ୍ତତା ଓ ସମୟ ଅଭାବରୁ ନିଜ କାର୍ଯ୍ୟାଳୟରେ…

୧୪ ବର୍ଷ ପରେ ବାବୁଲାଲଙ୍କ ଘର ବାହୁଡ଼ା: ଭାଜପାରେ ଜେଭିଏମ୍‌ର ବିଲୟ

ରାଞ୍ଚି,୧୭।୨: ଝାଡ଼ଖଣ୍ଡର ପ୍ରଥମ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ଦୀର୍ଘ ୧୪ ବର୍ଷ ପରେ ପୁଣି ଘର ବାହୁଡ଼ିଛନ୍ତି। ୨୦୦୬ରେ ସେ ଭାଜପାଠାରୁ ଅଲଗା ହୋଇ ନୂଆ ରାଜନୈତିକ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେଭିଏମ୍‌) ଗଠନ କରିଥିଲେ। ୨୮ ମାସ ରାଜ୍ୟରେ ମୁଖ୍ୟମନ୍ତ୍ରୀ…

ଧରା ପଡ଼ିଲା ଲୁଚାଛପାରେ ପାକିସ୍ତାନ ଯାଉଥିବା ଚାଇନା ଜାହାଜ: ରହିିଛି ଆଣବିକ କ୍ଷେପଣାସ୍ତ୍ର ନିର୍ମାଣ ସାମଗ୍ରୀ

କାଣ୍ଡଲା,୧୭।୨: ପାକିସ୍ତାନକୁ ଲୁଚାଛପାରେ ଯାଉଥିବା ଏକ ଚାଇନା ଜାହାଜକୁ ଭାରତୀୟ କଷ୍ଟମ ବିଭାଗ ପକ୍ଷରୁ ଜବତ କରାଯାଇଛି। ଏଥିରେ ଆଣବିକ କ୍ଷେପଣାସ୍ତ୍ର ନିର୍ମାଣରେ ବ୍ୟବହାର କରାଯାଉଥିବା ସାମଗ୍ରୀ ରହିଥିବା କୁହାଯାଉଛି। ଗୁଜରାଟର କାଣ୍ଡଲା ବନ୍ଦର ନିକଟରୁ ଏହି ଜାହାଜକୁ ଜବତ କରାଯାଇଛି।…

ଭାଜପାର କବର ଖୋଜା ଅଭିଯାନ: ୭ ଜଣିଆ କମିଟି ୩ ମାସରେ ଖୋଜିବେ ଦାରାଶିକୋହଙ୍କ କବର

ନୂଆଦିଲ୍ଲୀ,୧୭।୨: ଭାଜପା ପକ୍ଷରୁ ଏବେ କବର ଖୋଜା ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନିର୍ଦ୍ଦେଶରେ ଶାହାଜାହାନଙ୍କ ବଡ଼ ପୁଅ ଦାରାଶିକୋହଙ୍କ କବର ଖୋଜିବା ପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି । ୩ ମାସ…

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି ଚର୍ଚ୍ଚିତ ଘଟଣାକୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଫିଲ୍ମ ନିର୍ମାଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri