ଜାତୀୟ

୨୦୨୧ରେ ହେବ ଚମତ୍କାର

ଚେନ୍ନାଇ,୨୨-୧୧:୨୦୨୧ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ବେଳେ ରାଜ୍ୟ ରାଜନୀତିରେ ଚମତ୍କାର ହେବ ବୋଲି ଗୁରୁବାର ସୁପରଷ୍ଟାର ରଜନୀକାନ୍ତ ଦୋହରାଇଛନ୍ତି। ଜାତି, ସମ୍ପ୍ରଦାୟ ଓ ଆଧ୍ୟାମତ୍ିକ ରାଜନୀତି କେବେ କାମ କରିବନାହିଁ ବୋଲି ମନ୍ତ୍ରୀ ଡି. ଜୟକୁମାର ମନ୍ତବ୍ୟ ଦେଇଥିବାବେଳେ ଏହାକୁ...

ସ୍ବଦେଶ ଫେରିଲେ ୧୪୫ ଭାରତୀୟ: ହାତଗୋଡ଼ ବାନ୍ଧି ପଠାଇଲା ଆମେରିକା

ନୂଆଦିଲ୍ଲୀ,୨୨-୧୧:ଅନେକ ବର୍ଷ ଧରି ବେଆଇନ ଭାବେ ଆମେରିକାରେ ରହୁଥିବା ୧୪୫ ଭାରତୀୟଙ୍କୁ ଟ୍ରମ୍ପ୍‌ ପ୍ରଶାସନ ସ୍ବଦେଶକୁ ପଠାଇଦେଇଛି। ପ୍ରତ୍ୟର୍ପଣ ପରେ ସେମାନେ ଗୁରୁବାର ସକାଳେ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚତ୍ଛନ୍ତି। ଏହା ସେମାନଙ୍କ ପରିବାର ପାଇଁ ଆଶ୍ୱସ୍ତି...

ଆଗାଥାଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ,୨୨-୧୧:ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୁରା ଏମ୍‌ପି ଆଗାଥା ସଙ୍ଗ୍‌ମା ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଲୋକ ସଭାର ପୂର୍ବତନ ବାଚସ୍ପତି ସ୍ବର୍ଗତ ପି.ଏ. ସଙ୍ଗ୍‌ମାଙ୍କ ଝିଅ ତଥା ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ୍‌ ସଙ୍ଗ୍‌ମାଙ୍କ ଭଉଣୀ ଆଗାଥା ପାଟ୍ରିକ୍‌ ରୋଙ୍ଗମା...

୨୧ ବର୍ଷରେ ବିଚାରପତି

ଜୟପୁର,୨୨-୧୧:ରାଜସ୍ଥାନ ରାଜଧାନୀ ଜୟପୁରର ମାନସରୋବର ବାସିନ୍ଦା ୨୧ ବର୍ଷୀୟ ମୟଙ୍କ ପ୍ରତାପ ସିଂ ଦେଶର ସର୍ବକନିଷ୍ଠ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ପ୍ରଥମ ଉଦ୍ୟମରେ ହିଁ ରାଜସ୍ଥାନ ଜୁଡିସିଆଲ୍‌ ସର୍ଭିସ (ଆର୍‌ଜେଏସ୍‌)ରେ ଉତ୍ତୀର୍ଣ୍ଣ ହୋଇ ଇତିହାସ ରଚିଛନ୍ତି।...

ଇଲେକ୍ଟୋରାଲ ବଣ୍ଡ୍‌କୁ ନେଇ ପାର୍ଲାମେଣ୍ଟ କମ୍ପିଲା

ନୂଆଦିଲ୍ଲୀ,୨୨-୧୧(ପି.ଟି.):କେତେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ)ର ଘରୋଇକରଣ ଏବଂ ଇଲେକ୍ଟୋରାଲ ବଣ୍ଡ୍‌କୁ ବିରୋଧ କରି ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ଗୁରୁବାର ପ୍ରବଳ ହୋ-ହଲ୍ଲା କରିଥିଲେ। ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଲୋକ ସଭାରେ କକ୍ଷତ୍ୟାଗ କରିଥିବାବେଳେ...

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ କ୍ୟାପ୍ସିକମ୍‌

ସାଧାରଣତଃ କ୍ୟାପ୍ସିକମକୁ ଚିଲି ତରକାରୀ କିମ୍ବା ସାଲାଡରେ ବ୍ୟବହାର କରାଯାଏ। କ୍ୟାପ୍ସିକମ କେବଳ ଖାଦ୍ୟର ସ୍ବାଦ ବଢ଼ାଇ ନ ଥାଏ, ଏହା ଶରୀର ପାଇଁ ବହୁ ଉପକାରୀ ମଧ୍ୟ। ବଜାରରେ ଲାଲ, ସବୁଜ ଓ ହଳଦିଆ ରଙ୍ଗର କ୍ୟାପ୍ସିକମ ବିକ୍ରି...

ସରକାର ଗଠନ ପାଇଁ ଅଣ୍ଟାଭିଡ଼ା: ଶୁକ୍ରବାର ଶିବସେନା-ଏନ୍‌ସିପି-କଂଗ୍ରେସ ବୈଠକ

ମୁମ୍ବାଇ,୨୧।୧୧: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଶିବସେନା, ଏନ୍‌ସିପି ଏବଂ କଂଗ୍ରେସ। ଏନେଇ ଶୁକ୍ରବାର ଏହି ତିନି ଦଳଙ୍କ ମଧ୍ୟରେ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୦ଟା ୩୦ରେ ମାତୋଶ୍ରୀରେ ସମସ୍ତ ବିଧାୟକ ବୈଠକରେ ଯୋଗଦେବେ।...

ଆର୍ଥିକ ସଙ୍କଟକୁ ନେଇ ମୋଦିଙ୍କୁ ଟାର୍ଗେଟ କଲେ ମମତା

ନୂଆଦିଲ୍ଲୀ,୨୧।୧୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିନିବେଶକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ବିନିବେଶ କୌଣସି ସମାଧାନ ନୁହେଁ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରାମର୍ଶ ଦେବା ଛଳରେ କହିଛନ୍ତି ଏଥିପାଇଁ ମୋଦି...

ସରକାରୀ ବାସଭବନ ଛାଡିଲେ ଗୋଗୋଇ

ନୂଆଦିଲ୍ଲୀ,୨୧।୧୧: ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିଥିଲେ। ସରକାରୀ ବାସଭବନରେ ରହିବା ପାଇଁ ତାଙ୍କୁ ଏକ ମାସ ଅନୁମତି ଥିଲେ ମଧ୍ୟ ସେ ଏହାକୁ ଛାଡ଼ି ଦେଇଛନ୍ତି। ଏବେ ସେ ୫...

କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣ ଘୁଞ୍ଚିଲା: ନଭେମ୍ବର ୨୭କୁ ଅପେକ୍ଷା

ଶ୍ରୀହରିକୋଟା,୨୧।୧୧: କାଟ୍ରୋସାଟ୍‌-୩ର ଉତ୍‌କ୍ଷେପଣକୁ କେତେକ କାରଣରୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହା ନଭେମ୍ବର ୨୭ରେ କରାଯିବ। ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୯ଟା ୨୮ରେ ଏହାର ଉତ୍‌କ୍ଷେପଣ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ନଭେମ୍ବର...

୨୦୧୯ରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି: ସୋଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୧।୧୧: ଜମ୍ମୁ-କଶ୍ମୀର ଲକ୍‌ଡ଼ାଉନ୍‌ ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ଜାରି ରହିଛି। ଏସମ୍ପର୍କରେ ସୋଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ଯେ, ୨୦୧୯ରେ ଜମ୍ମୁ-କଶ୍ମୀରରେ ୩୬୫ ଆତଙ୍କବାଦୀଙ୍କ ଏନ୍‌କାଉଣ୍ଟର ହୋଇଛି। ପରିସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ କେତେକ କଟକଣା ଜାରି କରିବାର...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର କୋଲକାତା ସହରରେ। ଏକ ଘରୋଇ ସଂସ୍ଥାର ଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri