ଜାତୀୟ

ହଠାତ୍‌ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍‌: ଆଉ ତା’ପରେ..

ଜୟପୁର,୨୮।୧୦: ରାଜସ୍ଥାନର ଜୟପୁରରେ ଆଉ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ ହଠାତ୍‌ ନିଆଁ ଲାଗିଗଲା। ହାଇ-ଟେନସନ ତାର ଛୁଇଁବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୧୨…

୩୦ ହଜାର କର୍ମଚାରୀଙ୍କୁ ବାହାର କରିବ ଆମାଜନ, ମ୍ୟାନେଜରଙ୍କୁ ଦିଆଯାଉଛି ଟ୍ରେନିଂ

ନୂଆଦିଲ୍ଲୀ,୨୮।୧୦: ଇ-କମର୍ସ କମ୍ପାନୀ ଆମାଜନ ବଡ଼ ଧରଣର ଛଟେଇ ଯୋଜନା କରୁଛି। ଖର୍ଚ୍ଚ ହ୍ରାସ କରିବା ପାଇଁ ଆମାଜନ ୩୦ ହଜାରରୁ ଅଧିକ ଲୋକଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। କୋଭିଡ-୧୯ ମହାମାରୀ ସମୟରେ ସର୍ବାଧିକ ଚାହିଦା ଯୋଗୁ କମ୍ପାନୀ ଅଧିକ…

ନିର୍ବାଚନ ପୂର୍ବରୁ ଫସିଗଲେ ପ୍ରଶାନ୍ତ କିଶୋର, ଏମିତି ସତ୍ୟ ଆସିଲା ସାମ୍ନାକୁ ସମସ୍ତେ ଚକିତ

ପାଟନା,୨୮।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ନଭେମ୍ବର ୬ରେ ହେବାକୁ ଯାଉଛି। କିନ୍ତୁ, ଏହି ଭୋଟ ପୂର୍ବରୁ ମଧ୍ୟ, ଜନ ସୁରାଗର ମୁଖ୍ୟ ଏବଂ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଗମ୍ଭୀର ସମସ୍ୟାରେ ପଡ଼ିଥିବା ଜଣାପଡ଼ିଛି। ନିର୍ବାଚନ…

ଆନ୍ଧ୍ର ମୁହାଁ ବାତ୍ୟା, ଓଡ଼ିଶାରେ ରେଡ ଆଲର୍ଟ, ଟ୍ରାଭେଲ ଆଡଭାଇଜରୀ ଜାରି, ଏତିକି ରାଜ୍ୟ ହେବେ ପ୍ରଭାବିତ

ନୂଆଦିଲ୍ଲୀ,୨୮।୧୦: ମଙ୍ଗଳବାର ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରିବା ସହିତ ଘୂର୍ଣ୍ଣିଝଡ଼ ମୋନ୍ଥା ମଛଲିପଟନମ ଏବଂ କଳିଙ୍ଗପଟନମ ମଧ୍ୟରେ କାକିନାଡା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଦକ୍ଷିଣ-ପଶ୍ଚିମ…

ଅରୁଣାଚଳ ନିକଟରେ ଚାଇନାର ୩୬ ଯୁଦ୍ଧବିମାନ ସେଲ୍ଟର

ନୂଆଦିଲ୍ଲୀ,୨୮ା୧୦: ଅରୁଣାଚଳରେ ଥିବା ଭାରତ-ଚାଇନା ସୀମା ମାକ୍‌ମୋହନ ଲାଇନଠାରୁ ଉତ୍ତରରେ ପ୍ରାୟ ୪୦ କିଲୋମିଟର ଦୂରରେ ଚାଇନା ଯୁଦ୍ଧବିମାନ ରଖିବା ପାଇଁ ୩୬ଟି ଶକ୍ତିଶାଳୀ ଏୟାରକ୍ରାଫ୍ଟ ସେଲ୍ଟର ନିର୍ମାଣ ସମ୍ପୂର୍ଣ୍ଣ କରିଛି। ଏହି ଘଟଣା ଜଣାପଡ଼ିବା ପରେ ଭାରତର ଚିନ୍ତା ବଢ଼ିଯାଇଛି।…

ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍‌ଆଇଆର୍‌

ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ…

ଦିଲ୍ଲୀରେ ମହିଳା ଡାକ୍ତରଙ୍କୁ ବଳାତ୍କାର

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଜଣେ ବ୍ୟକ୍ତି ସେନା ଅଫିସର ପରିଚୟ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆରବ ନାମକ ଯୁବକଙ୍କ ଘର ଦିଲ୍ଲୀର ଛତରପୁରରେ ଓ ସେ ଡେଲିଭରି ବୟ ଭାବେ କାର୍ଯ୍ୟ…

ଗର୍ଭବତୀ ହୋଇ ୧୪୫ କି.ଗ୍ରା. ଉଠାଇ ବ୍ରୋଞ୍ଜ ଜିତିଲେ ଦିଲ୍ଲୀ ପୋଲିସ କନଷ୍ଟେବଳ

ନୂଆଦିଲ୍ଲୀ,୨୭।୧୦: ସାତ ମାସର ଗର୍ଭବତୀ ହୋଇ ଦିଲ୍ଲୀ ପୋଲିସ କନଷ୍ଟେବଳ ସୋନିକା ଯାଦବ ଆନ୍ଧ୍ରପ୍ରଦେଶରେ ଅନୁଷ୍ଠିତ ଅଲ୍ ଇଣ୍ଡିଆ ପୁଲିସ୍ ଓ୍ୱେଟଲିଫ୍ଟିଂ କ୍ଲଷ୍ଟର ୨୦୨୫-୨୬ରେ ୧୪୫ କି.ଗ୍ରା. ଡେଡଲିଫ୍ଟ କରି କାନ୍ସ୍ୟ ପଦକ ଜିତିଛନ୍ତି। ସେ ସ୍କ୍ୱାଟ୍‌ରେ ୧୨୫ କି.ଗ୍ରା. ଓ…

ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୧୨ ରାଜ୍ୟରେ ହେବ SIR

ନୂଆଦିଲ୍ଲୀ,୨୭।୧୦: ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ…

ଭଉଣୀମାନଙ୍କ ଅଶ୍ଳୀଳ AI ଫଟୋ ଦେଖାଇ ବ୍ଲାକମେଲ, ଆତ୍ମହତ୍ୟା କଲେ ଭାଇ

ନୂଆଦିଲ୍ଲୀ,୨୭।୧୦: ହରିୟାଣାର ଫରିଦାବାଦ୍‌ର ବସେଲୱା କଲୋନୀରେ ଜଣେ ୧୯ ବର୍ଷୀୟ କଲେଜ ଛାତ୍ର ରାହୁଲ ଭାରତୀ ତାଙ୍କ ତିନି ଭଉଣୀଙ୍କ ଏଆଇ-ଜେନେରେଟେଡ୍ ଅଶ୍ଳୀଳ ଫଟୋ ଓ ଭିଡିଓ ବ୍ଲାକମେଲ ଦେଖି ସହି ନ ପାରି ଆତ୍ମହତ୍ୟା କରିଛନ୍ତି। ଅଭିଯୁକ୍ତମାନେ ଡିଏଭି କଲେଜର…

ଏକ୍ସ-ବୟପ୍ରେଣ୍ଡଙ୍କ ସହ ମିଶି ଲିଭ-ଇନ ପାର୍ଟନରଙ୍କୁ ହତ୍ୟା କଲେ ଗର୍ଲଫ୍ରେଣ୍ଡ: ଗୋଟିଏ ଭୁଲ୍‌ରୁ ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ,୨୭।୧୦: ଦିଲ୍ଲୀର ତିମାରପୁର ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଅକ୍ଟୋବର ୬ରେ ଗାନ୍ଧୀ ବିହାର ଅଞ୍ଚଳର ଏକ ଫ୍ଲାଟରେ ଜଣେ ଯୁବକଙ୍କ ପୋଡ଼ିଯାଇଥିବା ମୃତଦେହ ମିଳିଥିଲା। ପ୍ରାରମ୍ଭରେ ପୋଲିସ ଏହି ମାମଲାକୁ ଏକ ଦୁର୍ଘଟଣା…

ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୭।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି.ଆର. ଗଭାଇ ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ପ୍ରସ୍ତାବ ଦେଇଛନ୍ତି। ସିଜେଆଇ ଗଭାଇ ନଭେମ୍ବର ୨୩ ତାରିଖରେ ତାଙ୍କ ପଦବୀରୁ ଅବସର ନେଉଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?