ଜାତୀୟ

ମତଦାନକୁ ବିରୋଧ: ବିସ୍ଫୋରଣରେ ପୋଲ ଉଡ଼ାଇଲେ ମାଓବାଦୀ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ୬ଟି ଜିଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୩ଟି ଆସନ ଲାଗି ମତଦାନ ଜାରି ରହିଛି। ତେବେ ମତଦାନକୁ ବିରୋଧ କରି ମାଓବାଦୀମାନେ ଗୁମଲା ଜିଲାରେ ବିସ୍ଫୋରଣ କରିଛନ୍ତି। ସ୍ଥାନୀୟ ବିଷ୍ଣୁପୁର ବିଧାନସଭା ଅଞ୍ଚଳରେ...

ଉପମୁଖ୍ୟମନ୍ତ୍ରୀ ପଦ ମାଗିଲା କଂଗ୍ରେସ

ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ରାଜନୀତି ପୁଣି ଚର୍ଚ୍ଚାରେ। ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପରେ ଶନିବାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କହିଛନ୍ତି। ଇତିମଧ୍ୟରେ କିନ୍ତୁ କଂଗ୍ରେସ ପୁଣି ଥରେ ଅଡୁଆ ସୃଷ୍ଟି କରିଥିବା ଆଲୋଚନା ହେଲାଣି।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପ୍ରର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ପ୍ରଥମ ପ୍ରର୍ଯ୍ୟାୟରେ ୩୭ ଲକ୍ଷ ୮୩ ହଜାର ୫୫ ଭୋଟର ୧୮୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଏହି ପ୍ରର୍ଯ୍ୟାୟରେ ୬ଟି ଜିଲାର...

ଶ୍ରୀଲଙ୍କାକୁ ୪୫୦ ନିୟୁତ ଡଲାର ଋଣ ଦେବ ଭାରତ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ଶ୍ରୀଲଙ୍କାରେ ଆତଙ୍କବାଦ ଦମନ ଲାଗି ୫୦ ନିୟୁତ ଡଲାର ସମେତ ୪୫୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟାବାୟା...

ଇଲେକ୍ଟୋରାଲ ବଣ୍ଡ୍‌ ଉପରେ ରହିତାଦେଶ ଲାଗି ଆବେଦନ

ନୂଆଦିଲ୍ଲୀ,୩୦ା୧୧(ଆଇଏଏନ୍‌ଏସ୍‌): ଇଲେକ୍ଟୋରାଲ ବଣ୍ଡ୍‌ ଯୋଜନା ଉପରେ ରହିତାଦେଶ ଲାଗି ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏଡିଆର୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏହି ଆବେଦନ କରିଛନ୍ତି। ୨୦୧୮ ଜାନୁୟାରୀ ୨ରେ...

ସିଜେଆଇ, ୩ ବରିଷ୍ଠତମ ବିଚାରପତିଙ୍କୁ ପିଆଇଏଲ୍‌ ଦାୟିତ୍ୱ : ନୂଆ ରୋଷ୍ଟର୍‌ ଜାରି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୧୧(ପି.ଟି.): ସୁପ୍ରିମକୋର୍ଟ ଏକ ନୂଆ ରୋଷ୍ଟର୍‌ ଜାରି କରିଛନ୍ତି। ଏଣିକି ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ଗୁଡ଼ିକର ଶୁଣାଣି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ସହ ଅନ୍ୟ ୩ ବରିଷ୍ଠତମ ବିଚାରପତି କରିବେ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସୁପ୍ରିମକୋର୍ଟ ବିଚାରପତିମାନଙ୍କ...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ଲାଗି ଅନୁଭବଙ୍କ ଦାବି

ନୂଆଦିଲ୍ଲୀ,୩୦ା୧୧: କେନ୍ଦ୍ରାପଡାକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ବିଜେଡି ଏମ୍‌ପି ଅନୁଭବ ମହାନ୍ତି ଶୁକ୍ରବାର ଦାବି କରିଛନ୍ତି। ଏହାଦ୍ୱାରା ଉକ୍ତ ଅଞ୍ଚଳକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସହ ଯୁବତୀଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଛନ୍ତି।...

ମଧ୍ୟାହ୍ନଭୋଜନରେ ୮୧ ପିଲାଙ୍କୁ ଲିଟରେ କ୍ଷୀର

ସୋନଭଦ୍ର,୩୦ା୧୧(ପି.ଟି.): ଉତ୍ତରପ୍ରଦେଶର ଚୋପାନ ବ୍ଲକ ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ୮୧ ଛାତ୍ରୀଛାତ୍ରଙ୍କକୁ ୧ ଲିଟର କ୍ଷୀର ବଣ୍ଟାଯାଉଥିବା ଜଣାପଡ଼ିବା ପରେ ସ୍କୁଲର ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ୧ ଲିଟର କ୍ଷୀରେ ବାଲତିଏ ଗରମ ପାଣି ମିଶାଯାଇ ପିଲାଙ୍କୁ...

ହୃଦଘାତ ଆଶଙ୍କା କମ କରେ କଞ୍ଚା କଦଳୀ

କଞ୍ଚା କଦଳୀରେ ଭରପୂର ମାତ୍ରାରେ ଭିଟାମିନ ଏବଂ ଖଣିଜ ଲବଣ ଥାଏ। ଯାହା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ପ୍ରତିଦିନ ଖାଦ୍ୟରେ କଞ୍ଚା କଦଳୀ ପ୍ରୟୋଗ କରିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟା ସମସ୍ୟା ଦୂର ହୁଏ। କଞ୍ଚା...

କାମ ନ କଲେ ଲୋକେ କହିବେ ବାଲାସାହେବଙ୍କ ଅଯୋଗ୍ୟ ସନ୍ତାନ: ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ସେ ତୁରନ୍ତ ତାଙ୍କ କାର୍ଯ୍ୟକୁ ନେଇ ତତ୍ପର ହୋଇ ଉଠିଛନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରି ସାରିଛନ୍ତି। ସେ କହିଛନ୍ତି...

ପ୍ରଥମ ଦିନରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ଡାକିଲେ ଉଦ୍ଧବ

ମୁମ୍ବାଇ,୨୯।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶିବସେନା ନେତା ଉଦ୍ଧବ ଠାକରେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଛନ୍ତି। ଆଉ ଏହା ପରେପରେ ସେ ତୁରନ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେଇଛନ୍ତି। ଏହି ବୈଠକରେ ସେ ବିକାଶ ମୂଳକ କାର୍ଯ୍ୟକୁ...

୯ଘଣ୍ଟା ଶୋଇବାକୁ ଏହି କମ୍ପାନୀ ଦେଉଛି ଲକ୍ଷେ ଟଙ୍କା ଦରମା

ବେଙ୍ଗାଲୁରୁ: କର୍ମଚାରୀଙ୍କ କାର୍ଯ୍ୟରେ ଖୁସି ହୋଇ କମ୍ପାନୀ କର୍ତ୍ତୃପକ୍ଷ ଦରମା ବଢ଼ାଇବା ସହ ଇନ୍‌ସେଟିଭ୍‌ ଦେଉଥିବା କଥା ବହୁ ଥର ଶୁଣିଥିବେ ବା ଜାଣିଥିବେ। ହେଲେ କେବେ ଶୁଣିଛନ୍ତି କି, ଶୋଇବା ପାଇଁ କର୍ମଚାରୀଙ୍କୁ ଦିଆଯାଉଛି ଲକ୍ଷେ ଟଙ୍କା। କିନ୍ତୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri