ଫଡ୍ନବିସ ନିଜକୁ କହୁଥିଲେ ସମୁଦ୍ର: ଏବେ ଠିକଣା ବଦଳିଲା; ରହିବେ ସାଗରରେ
ମୁମ୍ବାଇ,୨।୧୨: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କ ଠିକଣା ଏବେ ବଦଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ସରକାରୀ ବାସ ଭବନ ଛାଡିବା ପରେ ଏବେ ତାଙ୍କୁ ମୁମ୍ବାଇର ସାଗର ଅଞ୍ଚଳରେ ବାସ ଭବନ ଯୋଗାଇ ଦିଆଯିବ। ଫଡ୍ନବିସ ବିଧାନସଭାରେ ବିରୋଧୀ...
ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍ଲାଇନ୍: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ
ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍ଲାଇନ୍ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ ଭାଜପା ଶାସିତ ୯ ରାଜ୍ୟ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।...
ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଗରିବଙ୍କ ପେଟରେ ଲାତ ମାରୁଛି ଭାଜପା: ପ୍ରିୟଙ୍କା
ନୂଆଦିଲ୍ଲୀ,୨।୧୨: ଟେଲିକମ୍ କମ୍ପାନୀଗୁଡ଼ିକ ଇଣ୍ଟରନେଟ୍ ତଥା କଲ୍ ରେଟ୍ ବଢ଼ାଇଛନ୍ତି। ଏହାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧନୀ ଶିଳ୍ପପତିଙ୍କୁ ସନ୍ତୁଷ୍ଟ କରିବା ଲାଗି ଭାଜପା ସରକାର ଗରିବଙ୍କ ପେଟରେ...
ଡାକ୍ତରଙ୍କ ଧର୍ମଘଟ: କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍କୁ ନୋଟିସ୍ ଜାରି କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨।୧୨: ଦେଶରେ ଜାରି ରହିଥିବା ଡାକ୍ତରଙ୍କ ଧର୍ମଘଟ ନେଇ ସୁପ୍ରିମ୍କୋର୍ଟ କେନ୍ଦ୍ର ସରକାର ଏବଂ ମେଡ଼ିକାଲ କାଉନସିଲ୍କୁ ନୋଟିସ୍ ଜାରି କରିଛନ୍ତି। ଧର୍ମଘଟ ବିରୋଧରେ ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିର୍ଦ୍ଦେଶ ଦେଇଛନ୍ତି।...
ମୋଦି ସରକାରଙ୍କ ପାଇଁ ଦିଲ୍ଲୀରେ ବଢିଲା ପିଆଜ ଦାମ୍: ମନିଷ
ନୂଆଦିଲ୍ଲୀ,୨।୧୨: ଦେଶର ଅଧିକାଂଶ ଭାଗରେ ପିଆଜ୍ ଦାମ୍ ଏବେ କିଲୋ ପିଛା ଶହେ ଟଙ୍କା ଛୁଇଁଲାଣି। ଏହାକୁ ନେଇ ରାଜନୀତିବି ହେଲାଣି ସରଗରମ। ସାଧାରଣ ଖାଉଟି ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ...
୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି
ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୁଇଡେନର ରାଜଦମ୍ପତିଙ୍କୁ ଭେଟି ଭବ୍ୟ ସ୍ବାଗତ ଜଣାଇଛନ୍ତି। ରାଜା ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ କମ୍ପିଲା ଗୃହ
ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂ ନିର୍ଭୟା ଗଣ ବଳାତ୍କାର କଥା ମଧ୍ୟ ଉଠାଇଛନ୍ତି। ସେ...
ମୋଦି-ଶାହ ଅନୁପ୍ରବେଶକାରୀ କହିଲେ ଅଧିର ରଞ୍ଜନ: ଲୋକସଭାରେ ହଟ୍ଟଗୋଳ
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ସେମାନେ ଗୁଜରାଟରୁ ଦିଲ୍ଲୀରେ ଅନୁପ୍ରବେଶ କରିଛନ୍ତି। ଏବେ ଦେଶସାରା ଏନ୍ଆର୍ସି ଲାଗୁ କରିବା ଲାଗି ସେମାନେ...
ପ୍ରିୟଙ୍କା ଗାନ୍ଧୀଙ୍କୁ ଭୁଲିଗଲେ କଂଗ୍ରେସ ନେତା: କହିଲେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ
ନୂଆଦିଲ୍ଲୀ,୨।୧୨: ଏବେ ସୋସିଆଲ ମିିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେତେଜଣ କଂଗ୍ରେସ କର୍ମୀ ଓ ନେତାଙ୍କୁ ଦେଖିବାକୁ ମିଳିଛି। ଏଥିରେ କିନ୍ତୁ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ବୋଲି କୁହାଯାଉଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ...
ନିୟନ୍ତ୍ରଣ ରେଖାରେ ଭାରତୀୟ ସେନା ପକ୍ଷରୁ କଡ଼ା ଜବାବ: ୬ ପାକିସ୍ତାନୀ ଫରଓ୍ବାର୍ଡ ପୋଷ୍ଟ ଧ୍ୱଂସ
ଶ୍ରୀନଗର,୨।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୩ ଦିନ ଧରି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟରୁ ଭାରତୀୟ ପୋଷ୍ଟଗୁଡ଼ିକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ ଜାରି ରହିଥିଲା। ତେବେ ଭାରତୀୟ ସେନା ପକ୍ଷରୁ ଶାହପୁର...
ବୁଲେଟ୍ ଟ୍ରେନ୍ ପରିଯୋଜନାର ସମୀକ୍ଷା କରିବେ ଉଦ୍ଧବ ସରକାର
ମୁମ୍ବାଇ,୨।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରେ ବସିବା ପରେ ଉଦ୍ଧବ ଠାକରେ ବୁଲେଟ୍ ଟ୍ରେନ୍ ପରିଯୋଜନା ସହ ମହାରାଷ୍ଟ୍ରର ଅନ୍ୟ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି। ବୁଲେଟ୍ ଟ୍ରେନ୍ ପରିଯୋଜନାକୁ କୃଷକ ଓ ଅନୁସୂଚିତ ଜନଜାତି...
ତାମିଲନାଡୁରେ ପ୍ରବଳ ବର୍ଷା: କାନ୍ଥ ଭୂଷୁଡି ୧୫ ମୃତ
ମେଟୁପାଲୟମ୍,୨।୧୨: ତାମିଲନାଡୁରେ ରବିବାର ପ୍ରବଳ ବର୍ଷା ହୋଇଛି। ଏହା ଫଳରେ ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହେବା ସହ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସୋମବାର ସକାଳେ ଏହି ବର୍ଷା ଫଳରେ ମେଟୁପାଲୟମ୍ର ନାଦୁର କନ୍ନାପନ ଲେଆଉଟ୍ଠାରେ ଏକ କାନ୍ଥ ଭୂଷୁଡି...
Archives


