ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍ କରାଇଲେ
ବାହରିଚ୍,୧୮।୪: ଉତ୍ତରପ୍ରଦେଶର ବାହରିଚ୍ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍ କରାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଶୁକ୍ରବାର ଏକ…
‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’
କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ ପାକିସ୍ତାନ’ କରିବାକୁ ପ୍ରସ୍ତୁତି କରୁଥିବା ଆଚାର୍ଯ୍ୟ କହିଛନ୍ତି। ତେବେ ପଶ୍ଚିମବଙ୍ଗର ପରିସ୍ଥିତି ଦିନକୁ ଦିନ…
UPI ଉପରେ ଲାଗିବନି GST, ଡିଜିଟାଲ ପେମେଣ୍ଟ ଉପରେ ଟିକସ ନାହିଁ ବୋଲି ସ୍ପଷ୍ଟ କଲା କେନ୍ଦ୍ର
ନୂଆଦିଲ୍ଲୀ,୧୮।୪: UPI ଉପରେ ଲାଗିବନି GST। କେନ୍ଦ୍ର ସରକାର ୨୦୦୦ ଟଙ୍କାରୁ ଅଧିକ ମୂଲ୍ୟର UPI କାରବାର ଉପରେ GST ଲାଗୁ କରିବାକୁ ଯୋଜନା କରୁଥିବା ନେଇ ସୋସିଆଲ ମିଡିଆରେ ରିପୋର୍ଟ ପ୍ରକାଶ ପାଉଥିଲା। ଏହାକୁ ନେଇ ଭାରତୀୟ ଅର୍ଥ ମନ୍ତ୍ରଣାଳୟ…
ଶସ୍ତାରେ ମିଳୁଛି ଭଡା ଘର, 1 BHK ଫ୍ଲାଟ ପାଇଁ ଦେବାକୁ ପଡିବ…
ନୂଆଦିଲ୍ଲୀ,୧୮।୪: ଭାରତର ବିଭିନ୍ନ ସହରରେ ଘର ଭଡାର ମୂଲ୍ୟ ଦିନକୁ ଦିନ ବଢୁଛି। ତେବେ କେତେକ ଛୋଟ ଓ ମଧ୍ୟମ ସହରରେ ଭଡା ମୂଲ୍ୟ ଏବେ ବି ସହଜ ରହିଛି। ଭାରତରେ ଦିନକୁ ଦିନ ଜୀବନଧାରଣ ଖର୍ଚ୍ଚ ବୃଦ୍ଧି ପାଉଥିବା ବେଳେ…
Starlink: ଷ୍ଟାରଲିଙ୍କ୍ ଆସିବା ପରେ ଭାରତକୁ କ’ଣ ମିଳିବ ଫାଇଦା, କେବେ ମିଳିବ ଭାରତୀୟଙ୍କୁ ସୁବିଧା
ନୂଆଦିଲ୍ଲୀ,୧୮।୪:ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସେବା ଭାରତ ଆସିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଷ୍ଟାରଲିଙ୍କ ଭାରତୀୟ ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ସହିତ ହାତ ମିଳାଇଛି। ସାଟେଲାଇଟ ମାଧ୍ୟମରେ ଇଣ୍ଟରନେଟ ସେବା ପ୍ରଦାନ କରୁଥିବା ଷ୍ଟାରଲିଙ୍କ ବିଷୟରେ ଲୋକଙ୍କ ମନରେ ଅନେକ…
ଓଡ଼ିଶାରେ ପିକେ ମିଶ୍ର-ଶକ୍ତିକାନ୍ତ ଦାସ: ଜାଣନ୍ତି କି ମୋଦିଙ୍କ ଉପ ସଚିବ ମାସକୁ ପାଆନ୍ତି ୨ଲକ୍ଷରୁ ଅଧିକ ଦରମା?
ନୂଆଦିଲ୍ଲୀ,୧୮।୫: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଦେଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ଦାୟିତ୍ୱ କେବଳ ପ୍ରଶାସନିକ ନୁହେଁ ବରଂ ଜାତୀୟ ନୀତିଗୁଡ଼ିକର କାର୍ଯ୍ୟାନ୍ବିତ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ ଗୁରୁବାର…
ସମ୍ବଭ ଜୈନ କିଏ? ଯାହାଙ୍କ ହାତ ଧରିଲେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅ ହର୍ଷିତା କେଜ୍ରିଓ୍ବାଲ ନିଜ ଆଇଆଇଟି ବ୍ୟାଚମେଟ୍ ସମ୍ବଭ ଜେନାଙ୍କୁ ବିବାହ କରିଛନ୍ତି। ଦିଲ୍ଲୀର କପୁରଥଲା ହାଉସରେ ଏହି ବିବାହ ହୋଇଥିଲା, ଯେଉଁଠାରେ ଦୁଇ…
ବିବାହ ବନ୍ଧନରେ ଆବଦ୍ଧ ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା, ୨୦ ଏପ୍ରିଲରେ ରିସେପ୍ସନ
ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟି(ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲଙ୍କ ଘରେ ବାଜିଛି ସାହାନାଇ। ଝିଅ ହର୍ଷିତା କେଜ୍ରିିୱାଲ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସମ୍ଭବ ଜୈନଙ୍କ ହାତ ଧରିଛନ୍ତି ସେ। ଏହି ହାଇପ୍ରୋଫାଇଲ୍…
ପରିବାର କିମ୍ବା ସାଙ୍ଗସାଥୀ ଛାଡିବାକୁ ଆଉ ଯାଇପାରିବେନି ରେଲଓ୍ବେ ଷ୍ଟେଶନ, ଭାରତୀୟ ରେଲଓ୍ବେର ବଡ଼ ନିଷ୍ପତ୍ତି!
ମୁମ୍ବାଇ,୧୮।୪: ମୁମ୍ବାଇର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପଶ୍ଚିମ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି। ଚର୍ଚଗେଟ, ମରିନ ଲାଇନ୍ସ ସମେତ ଚାରୋଟି ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ଏହି ନିଷ୍ପତ୍ତି…
Tahawwur Rana: ପ୍ରଥମେ ମାଗିଲେ ପେନ-ପେପର-କୁରାନ, ଏବେ ଡିମାଣ୍ଡ କରୁଛନ୍ତି ନନଭେଜ…
ନୂଆଦିଲ୍ଲୀ,୧୮।୪: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହଉର ରାଣାକୁ NIA ନିରନ୍ତର ପଚରାଉଚରା କରୁଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତହଉର ରାଣା ତାଙ୍କ ପରିବାର ବିଷୟରେ ଚିନ୍ତିତ। ୨୬/୧୧ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ଏବେ ତାଙ୍କ ପରିବାର ସହିତ…
Gold In Odisha: ଆସିଲା ବଡ଼ ଅପଡେଟ୍, ଅକ୍ଷୟ ତୃତୀୟାରେ ଓଡ଼ିଶାରେ କମିବ ନା ଲକ୍ଷେ ଛୁଇଁବ ସୁନା!
ନୂଆଦିଲ୍ଲୀ,୧୮।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ୩୦ ଏପ୍ରିଲରେ ପାଳନ କରାଯିବ। ଲୋକମାନେ ଏହି ଦିନ ସୁନା କିଣିବାକୁ ବହୁତ ଶୁଭ ବୋଲି ଭାବନ୍ତି। କିନ୍ତୁ ଅନେକ ଦିନ ଧରି ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି। ଏପରି ପରିସ୍ଥିତିରେ, ପ୍ରଶ୍ନ ଉଠୁଛି…
New Toll System: ମେ’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ? ବନ୍ଦ ହୋଇଯିବ କି FASTag ସିଷ୍ଟମ, ଜାଣନ୍ତୁ ଏହାର ଉତ୍ତର
ନୂଆଦିଲ୍ଲୀ,୧୮।୪: ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ। ଏହି ସିଷ୍ଟମ ପୂର୍ବରୁ ଥିବା FASTag-ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ। ଆଜିକାଲି ଏପରି ଅନେକ ଖବର ଦ୍ରୁତ ଗତିରେ ପ୍ରସାରିତ ହେଉଛି। ଏ ସମ୍ପର୍କରେ ସରକାରଙ୍କ…
Archives


