ଜାତୀୟ

ନିର୍ବାଚନ ପ୍ରଚାର ସମୟରେ ମାଛ ଧରିବାକୁ ପୋଖରୀକୁ ଡେଇଁପଡିଲେ ରାହୁଲ ଗାନ୍ଧୀ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨।୧୧: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ…

ସବୁଠୁ ଓଜନ ସାଟେଲାଇଟ୍‌ ଲଞ୍ଚ୍‌ କରିବ ଇସ୍ରୋ

ଶ୍ରୀହରିକୋଟା,୧ା୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍‌ ମହକାଶ କେନ୍ଦ୍ରରୁ ସିଏମ୍‌ଏସ୍‌-୦୩ ଯୋଗାଯୋଗ ଉପଗ୍ରହକୁ କକ୍ଷପଥକୁ ଛଡ଼ାଯିବ। ଏହି ସାଟେଲାଇଟ୍‌ର ଓଜନ ୪,୪୧୦ କିଲୋଗ୍ରାମ ଯାହାକି ଭାରତ ମାଟିରୁ ଉତ୍‌କ୍ଷେପଣ ହୋଇ ଏକ ଭୂ-ସମକାଳିକ…

ବିମାନରେ ମାନବ ବୋମା ଆତଙ୍କ: ଆଉ ତା’ପରେ…

ହାଇଦ୍ରାବାଦ,୧ା୧୧: ଜେଦାହରୁ ହାଇଦ୍ରାବାଦ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବମାନରେ ମାନବ ବୋମା ରହିଥିବା ଧମକପୂର୍ଣ୍ଣ ଇମେଲ୍‌ ଶନିବାର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ମିଳିବା ପରେ ଉକ୍ତ ବିମାନକୁ ମୁମ୍ବାଇ ନିଆଯାଇ ସୁରକ୍ଷିତ ଅବତରଣ କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଭିଯୋଗ…

ସାବଧାନ ବଜାରରେ ମିଳିଲାଣି ନକଲି ଆଳୁ! ଏମିତି ଚିହ୍ନନ୍ତୁ

ଗୋରଖପୁର,୧।୧୧: ଉତ୍ତରପ୍ରଦେଶ ଗୋରଖପୁରର ମହେୱା ମଣ୍ଡିରେ ରଙ୍ଗୀନ ଆଳୁ ଜବତ କରାଯାଇଛି। ନମୁନା ରିପୋର୍ଟରୁ ଜଣାପଡିଛି ଯେ ଆଳୁଗୁଡ଼ିକୁ ରଙ୍ଗ, ମାଟି ଏବଂ ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ହେଉଥିବା ରାସାୟନିକ ପଦାର୍ଥ ଆଇରନ ଅକ୍ସାଇଡ ସହିତ ରଙ୍ଗ କରାଯାଇଥିଲା। ଖାଦ୍ୟରେ ଏହି…

ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଦଳାଚକଟା ମାମଲାରେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ଘୋଷଣା ହେଲା ଅନୁକମ୍ପା ରାଶି

ଶ୍ରୀକାକୁଲମ,୧।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ଶନିବାର ଦଳାଚକଟା ଘଟି ୯ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମନ୍ଦିର ପରିସରରେ…

ସ୍କୁଲରେ ୨୨ ଛାତ୍ରୀଙ୍କୁ ଯୌନ ନିର୍ଯାତନା: ଡିଜିଟାଲ ପ୍ରମାଣ ପରେ ପ୍ରିନ୍ସପାଲଙ୍କ ସମେତ ୩ ଗିରଫ

ଇଟାନଗର,୧ା୧୧: ଅରୁଣାଚଳ ପ୍ରଦେଶର ପୂର୍ବ ସିଆଙ୍ଗର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ୨୨ ଜଣ ଛାତ୍ରୀଙ୍କ ସହ ଯୌନ ନିର୍ଯାତନା ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି। ସ୍କୁଲ ପ୍ରିନ୍ସପାଲ, ଓ୍ବାଡେନଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ସ୍କୁଲକୁ…

ମନ୍ଦିରରେ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ, ଦଳାଚକଟାରେ ଚାଲିଗଲା ୯ ଜୀବନ

ଅମରାବତୀ,୧ା୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଦଳାଚକଟା ହେବାରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ରୀକାକୁଲମ୍‌ ଜିଲା କାସିବୁଗା ସହରରେ ଥିବା ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ଭିତରେ ଏକାଦଶୀ ପର୍ବ ପାଇଁ ପ୍ରବଳ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି। ରିପୋର୍ଟ ଅନୁଯାୟୀ, କାର୍ତ୍ତିକ…

ଝିଅ ବିବାହ ଟ୍ରେଣ୍ଡ୍‌ରେ ବାପା: QR କୋଡ୍‌ ଧରି ବୁଲିଲେ, ଭାଇରାଲ୍‌ ହେଉଛି Video

ଥିରୁଭାନନ୍ତପୁରମ୍‌,୧।୧୧: କେରଳର ଏକ ବିବାହ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହା ମହଙ୍ଗା ସ୍ଥାନ କିମ୍ବା ପୋଷାକ ନୁହେଁ ବରଂ କନ୍ୟା ପିତାଙ୍କ ଅନନ୍ୟ ଧାରଣା ପାଇଁ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାପା ତାଙ୍କ ସାର୍ଟରେ ଏକ…

ବ୍ରାଜିଲରେ ବାଦୁଡ଼ିଠାରୁ କୋଭିଡ୍‌ ଭଳି ଭୂତାଣୁ ଚିହ୍ନଟ

ନୂଆଦିଲ୍ଲୀ,୧ା୧୧: ବ୍ରାଜିଲରେ ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ବାଦୁଡ଼ିଠାରେ କୋଭିଡ୍‌-୧୯ ଭଳି ଭୂତାଣୁ ଚିହ୍ନଟ ହୋଇଛି। ଆମେରିକା, ଜାପାନ,ଅଷ୍ଟ୍ରେଲିଆ ଏବଂ ବେଲ୍‌ଜିୟମ୍‌ର ବୈଜ୍ଞାନିକମାନଙ୍କ ଏକ ଅନ୍ତର୍ଜାତୀୟ ଟିମ୍‌ ଏହି ନୂଆ ଭାଇରସ୍‌ ଚିହ୍ନଟ କରିଥିବାବେଳେ ଏହାକୁ ନେଇ ସମ୍ଭାବ୍ୟ ସଂକ୍ରମଣ ଓ ନୂଆ…

ଆଜିଠୁ ବଦଳିଯିବ ଏସବୁ ନିୟମ: ସାଧାରଣ ଲୋକଙ୍କ ପକେଟ୍‌ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୧: ନଭେମ୍ବର ୨୦୨୫ ଆରମ୍ଭ ହେବା ସହିତ, ଆଜିଠାରୁ ଅନେକ ନୂତନ ନିୟମ କାର୍ଯ୍ୟକାରୀ ହୋଇଛି। ଏହାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ସ୍ଥିତିକୁ ସିଧାସଳଖ ପ୍ରଭାବିତ କରିବ। ଆଧାର ଅପଡେଟ ଫି ଏବଂ ବ୍ୟାଙ୍କ ପଞ୍ଜିକରଣରେ ପରିବର୍ତ୍ତନ ଠାରୁ ଆରମ୍ଭ…

ମନ୍ତ୍ରୀ ହେଲେ ମହମ୍ମଦ ଆଝାରୁଦ୍ଦିନ, ପ୍ରଶ୍ନ ଉଠାଇଲା ଭାଜପା

ହାଇଦ୍ରାବାଦ,୩୧ା୧୦: ପୂର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍‌ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍‌ଙ୍କ…

ବାୟୁ ପ୍ରଦୂଷଣ ପାଇଁ ଦିଲ୍ଲୀର ୭୫% ପରିବାର ଭାଇରାଲ୍ ରୋଗରେ ପୀଡିତ, ସର୍ଭେରୁ ହେଲା ଖୁଲାସା

ନୂଆଦିଲ୍ଲୀ,୩୧।୧୦: ଦିଲ୍ଲୀ-ଏନସିଆରରେ ବିଷାକ୍ତ ବାୟୁ ପ୍ରଦୂଷଣ (Toxic Air Pollution) ଏବଂ ଋତୁକାଳୀନ ଭାଇରାଲ୍ ସଂକ୍ରମଣ ଏକ ବଡ଼ ଜନସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସାମ୍ପ୍ରଦାୟିକ ପ୍ଲାଟଫର୍ମ LocalCircles ଦ୍ୱାରା କରାଯାଇଥିବା ଏକ ନୂଆ ସର୍ଭେରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?