ଲକ୍ଷ୍ନୌ ସଦର ବଜାରରେ କଡ଼ା କାର୍ଯ୍ୟାନୁଷ୍ଠାନ: ହୋମ୍ କ୍ୱାରାଣ୍ଟାଇନ୍ରେ ୭ହଜାର ଲୋକ
ଲକ୍ଷ୍ନୌ,୧୬।୪: ଦେଶରେ କରୋନା ଭାଇରସ୍ ତୀବ୍ରଗତିରେ ବ୍ୟାପୁଥିବା ବେଳେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। କରୋନାକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ହେଲେ ଏହାକୁ କେତେକ ଲୋକ ମାନୁ ନାହାନ୍ତି।…
ବିଭୀଷଣଙ୍କୁ ଦେଖିଲେ କଂଗ୍ରେସ ସଦସ୍ୟଙ୍କୁ ମନେପଡୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ !
ନୂଆଦିଲ୍ଲୀ,୧୬।୪: ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏପରିସ୍ଥଳେ କୌଣସି ନୂଆ ଶୁଟିଂ ନ ହୋଇ ପାରିବାରୁ ରାମାନନ୍ଦ ସାଗରଙ୍କ ଦ୍ୱାରା ନିର୍ଦ୍ଦେଶିତ ରାମାୟଣର ପୁଣିଥରେ ପ୍ରସାରଣ କରାଯାଉଛି। ରାମାୟଣରେ ବିଭୀଷଣ ଚରିତ୍ରକୁ ଦେଖି କଂଗ୍ରେସ ସଦସ୍ୟଙ୍କର…
ଡାକ୍ତରଙ୍କ ଭଳି ଏବେ ହୋଟେଲରେ ରହିବେ ପୋଲିସ
ନୂଆଦିଲ୍ଲୀ,୧୬।୪: କରୋନା ବିରୋଧରେ ଲଢ଼େଇ ଜାରି ରଖିଥିବା ଯୋଦ୍ଧାଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପୂର୍ବରୁ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହୋଟେଲରେ…
ହଟ୍ସ୍ପଟ ଅଞ୍ଚଳରେ ନଜର ରଖିଥିବା ଡ୍ରୋନ୍ ନିଖୋଜ
ନଏଡା,୧୬।୪: ଉତ୍ତରପ୍ରଦେଶ ନୋଏଡାରେ କରୋନା ହଟ୍ସ୍ପଟ ଅଞ୍ଚଳକୁ ନଜର ରଖିଥିବା ପୋଲିସର ଏକ ଡ୍ରୋନ୍ ହଠାତ୍ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଏହି ଡ୍ରୋନ୍କୁ ଏକ ସୋସାଇଟି ଉପରେ ନଜର ରଖିବାକୁ ଲଗାଯାଇଥିଲା। ହେଲେ ୪ରୁ ୫ ଦିନ ହେବ ହଠାତ୍ ଡ୍ରୋନ୍…
ହଜାରେ ବର୍ଷରେ ଥରେ ବାଦୁଡିଠାରୁ ମଣିଷକୁ ବ୍ୟାପୁଛି କରୋନା !
ନୂଆଦିଲ୍ଲୀ,୧୬।୪: ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍ଆର୍)ର ଏକ ସୂଚନା ଅନୁଯାୟୀ, ଚାଇନାରେ କରାଯାଇଥିବା ଗବେଷଣାରୁ ଜଣାପଡିଛି କି କୋଭିଡ-୧୯ ମହାମାରୀର ମୂଳ କୁହାଯାଉଥିବା କରୋନା ଭାଇରସ ବାଦୁଡିଙ୍କଠାରେ ଦେଖାଯାଉଥିବା ଏକ ପ୍ରକାର ଭୂତାଣୁର ପରିବର୍ତ୍ତିତ ରୂପ। ଆଇସିଏମ୍ଆର୍ କହିଛି ଏହା…
ଦିଲ୍ଲୀରେ ଏସ୍ଆଇ ପରିବାର କରୋନା ସଂକ୍ରମିତ: ପୋଲିସ କଲୋନୀର ୩ ବ୍ଲକ ସିଲ୍
ନୂଆଦିଲ୍ଲୀ,୧୬।୪: ମହାମାରୀ କରୋନା ଭାଇରସ୍ ସାରା ଦେଶରେ କାୟା ବିସ୍ତାର କରି ଚାଲିଛି। କରୋନା ବିରୋଧରେ ଲଢ଼େଇରେ ଜାରି ରଖିଥିବା ଯୋଦ୍ଧା ଏଥିରୁ ବର୍ତ୍ତି ପାରୁ ନ ଥିବା ବେଳେ ସେମାନଙ୍କ ପରିବାର ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏହି କ୍ରମରେ…
କରୋନା ଭୂତାଣୁ ଚଟାଣରେ ବହୁ ଦିନ ରୁହେ ସକ୍ରିୟ: ଡିସ୍ଇନଫେକଟାଣ୍ଟ୍ ସ୍ପ୍ରେ କରିବାର ୧୦ ମିନିଟ୍ ପରେ ସଫା କରିବା ଆବଶ୍ୟକ !
ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ସାନିଟାଇଜ୍ କରିବା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ତେବେ ଘର ଚଟାଣରେ କରୋନା ଭୂତାଣୁ ବହୁ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ ବୋଲି ଗବେଷକ କହିଛନ୍ତି। ସେଥିଲାଗି ଉପଯୁକ୍ତ ଡିସ୍ଇନଫେକଟାଣ୍ଟ୍…
କରୋନାକୁ ଡର ନାହିଁ: ପ୍ଲେଗ ସମୟରେ ଡାକ୍ତର ନ ଥିଲେ ଏବେ ଡାକ୍ତର ଅଛନ୍ତି
ଲକ୍ଷ୍ନୌ,୧୬।୪: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଭୟଭୀତ ହୋଇଯାଇଥିବା ବେଳେ ଏବେ ଜଣେ ୧୨୦ ବର୍ଷର ବୃଦ୍ଧା ସମସ୍ତଙ୍କୁ ସାହାସ ଯୋଗାଇଛନ୍ତି। ଉତ୍ତରପ୍ରଦେଶ ବାନ୍ଦାର ଉତ୍ତରରେ ରହୁଥିବା ୧୨୦ ବର୍ଷ ବୟସ୍କା ବୃଦ୍ଧା ଜନିଆ ଦେବୀ କହିଛନ୍ତି ଦେଶରେ ଯେତେବେଳେ…
ଚାଇନା ପଠାଇଲା ସାଢ଼େ ୬ ଲକ୍ଷ ଟେଷ୍ଟ୍ କିଟ୍: ୧୫ ମିନିଟ୍ରେ ସଂକ୍ରମିତ ହେବେ ଚିହ୍ନଟ !
ନୂଆଦିଲ୍ଲୀ,୧୬।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ୍ ଜାରି ରହିଛି। କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ପାଇଁ ଏବେ କରାଯାଉଥିବା ପରୀକ୍ଷାରେ ହାରାହାରି ୫ ଘଣ୍ଟା ଲାଗୁଛି। ତେବେ ଶୀଘ୍ର ଚିହ୍ନଟ କରିବା ଲାଗି ଚାଇନା ଭାରତକୁ…
କରୋନା ସଂକ୍ରମିତ ପିଜା ଡେଲିଭରି ବୟଙ୍କ ପାଇଁ ୭୨ ଜଣ କ୍ୱାରାଣ୍ଟାଇନରେ
ନୂଆଦିଲ୍ଲୀ,୧୬।୪: ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହା ଦ୍ୱିତୀୟରୁ ତୃତୀୟ ଷ୍ଟେଜକୁ ଯିବାକୁ ଯେମିତି ଅନାଇ ରହିଛି। ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏଠାରେ ଜଣେ ପିଜା ଡେଲିଭରି ବୟ…
ନେପାଳ ସୀମାରେ ସଂକ୍ରମଣ ବଢ଼ାଇପାରେ ପାକ୍
ନୂଆଦିଲ୍ଲୀ, ୧୬।୪: ଭାରତ-ନେପାଳରେ ସୀମାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର କରିପାରେ ବୋଲି ଭାଜପା ଏମ୍ପି ବିଜୟ ଦୁବେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହି କୁଷିନଗର ଏମ୍ପିଙ୍କ କହିବା ଅନୁଯାୟୀ, ନେପାଳ ସୀମା ତାଙ୍କ ଜିଲାକୁ ଲାଗି…
୨୦ ପରେ କ’ଣ କରିବାକୁ ମିଳିବ ଅନୁମତି
ନୂଆଦିଲ୍ଲୀ,୧୬ା୪: ଲକ୍ଡାଉନ ସତ୍ତ୍ୱେ ନିର୍ଦ୍ଦିଷ୍ଟ ଅଞ୍ଚଳରେ କୃଷକ ଓ ଦିନ ମଜୁରିଆମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରେ କେଉଁସବୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ଓ କ’ଣ କରିବାକୁ ବାରଣ କରାଯାଇଛି, ତା’ର ଏକ ତାଲିକା କେନ୍ଦ୍ର ସରକାର…
Archives


