କର୍ନାଟକରେ ୩ କଶ୍ମୀରୀ ଛାତ୍ର ଗିରଫ
ବେଙ୍ଗାଲୁରୁ,୧୬ା୨: କର୍ନାଟକରେ ୩ କଶ୍ମୀରୀ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଛି। ସେମାନେ ପାକିସ୍ତାନ ସପକ୍ଷରେ ସ୍ଲୋଗାନମାନ ଦେଉଥିଲେ। ହୁବାଲ୍ଲି ପୋଲିସ ସେମାନଙ୍କୁ ଗିରଫ କରିବା ସହ ଦେଶଦ୍ରୋହ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ୩ ଛାତ୍ର କେଏଲ୍ଇ ଟେକ୍ନୋଲୋଜିକାଲ...
ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ
ଭୋପାଳ,୧୬ା୨(ପି.ଟି.): ମଧ୍ୟପ୍ରଦେଶ କଂଗ୍ରେସରେ ଫାଟ ସ୍ପଷ୍ଟ ହୋଇଛି। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ମଧ୍ୟରେ ରହିଥିବା ବିରୋଧଭାସ ପୁଣିଥରେ ସାମନାକୁ ଆସିଛି। କମଳନାଥଙ୍କ ନେତୃତ୍ୱକୁ ନେଇ ସିନ୍ଧିଆ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନିର୍ବାଚନ ବେଳେ ଦଳ...
ଟ୍ରମ୍ପ୍ଙ୍କ ୩ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୧୦୦ କୋଟି
ନୂଆଦିଲ୍ଲୀ,୧୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆସନ୍ତା ୨୪ରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ହାଇପ୍ରୋଫାଇଲ ଗସ୍ତ ପାଇଁ ସରକାର ବିପୁଳ ଅର୍ଥ ବ୍ୟୟ କରୁଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ୨୪ରେ ଟ୍ରମ୍ପ୍ ଅହମଦାବାଦ ଗସ୍ତରେ ଯାଇ ସେଠାରେ...
ଟ୍ରମ୍ପ୍ଙ୍କ ଅହମଦାବାଦ ଗସ୍ତ ସମୟରେ ସୁରକ୍ଷାରେ ନିୟୋଜିତ ହେବେ ୧୦ ହଜାର ପୋଲିସ
ଅହମଦାବାଦ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ପାଇ ଆସନ୍ତା ୨୪-୨୫ ତାରିଖରେ ଭାରତ ଗସ୍ତ କରୁଛନ୍ତି। ଏହି ସମୟରେ ସେ ଦିଲ୍ଲୀ ବ୍ୟତୀତ ଗୁଜରାଟର ଅହମଦାବାଦ ଗସ୍ତ...
ଥରୁରଙ୍କ ଉପରେ ଲାଗିଲା ଜରିମାନା
ନୂଆଦିଲ୍ଲୀ,୧୫।୨: ଦିଲ୍ଲୀର ଏକ କୋର୍ଟ ଶନିବାର କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ଉପରେ ୫ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି। ଏହି କଂଗ୍ରେସ ଏମ୍ପି ଏକ ମାନହାନୀ ମାମଲାରେ କୋର୍ଟରେ ହାଜର ନ ହେବାରୁ ତାଙ୍କ ଉପରେ ଏହି...
ପ୍ରିୟଙ୍କା ଯିବେ ରାଜ୍ୟ ସଭା !
ନୂଆଦିଲ୍ଲୀ,୧୫।୨: କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଛତିଶଗଡ଼ରୁ ରାଜ୍ୟ ସଭା ଆସିବା ନେଇ ଏବେ ଚର୍ଚ୍ଚା ହେଉଛି। ଆସନ୍ତା ଏପ୍ରିଲ୍ରେ ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶର କେତେକ ରାଜ୍ୟ ସଭା ଆସନ ଖାଲି ହେଉଛି। ମୋତିଲାଲ...
ଅମରନାଥ ଯାତ୍ରା ପାଇଁ ଏପ୍ରିଲରୁ ଆରମ୍ଭ ହେବ ଅନ୍ଲାଇନ୍ ରେଜିଷ୍ଟ୍ରେଶନ୍
ଶ୍ରୀନଗର,୧୫।୨: ଅମରନାଥ ଯାତ୍ରାର ଶୁଭାରମ୍ଭ ଜୁନ୍ ୨୩ରେ ହେବ। ଏହି ଯାତ୍ରା ଜୁନ୍ ୨୩ରୁ ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ଶୁଭ ଦିନକୁ ଦେଖି ଏହି ତାରିଖ ଘୋଷଣା କରାଯାଇଛି। ୪୨ ଦିନ ଧରି ଚାଲିବାକୁ ଥିବା...
ଦେଶରୁ କୁପୋଷଣ ହଟାଇବା ପାଇଁ ସିଏସ୍ଆଇଆର୍ ବୈଜ୍ଞାନିକ କାର୍ଯ୍ୟ କରିବା ଆବଶ୍ୟକ: ମୋଦି
ନୂଆଦିଲ୍ଲୀ,୧୫।୨: ଦେଶରୁ କୁପୋଷଣ ହଟାଇବା ପାଇଁ ବୈଜ୍ଞାନିକମାନେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ସିଏସ୍ଆଇଆର୍ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି କହିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଲାଗି ବୈଜ୍ଞାନିକମାନେ...
ଗିରିରାଜଙ୍କୁ ନୋଟିସ୍ ଜାରି କଲେ ନଡ୍ଡା
ନୂଆଦିଲ୍ଲୀ,୧୫।୨: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂଙ୍କୁ ନୋଟିସ୍ ଜାରି କରିଛନ୍ତି। ଗିରିରାଜଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏଭଳି କରାଯାଇଛି। ଗିରିରାଜ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବାବେଳେ ସମ୍ପ୍ରତି ଉତ୍ତରପ୍ରଦେଶର ସହାରଣନପୁରରେ...
କେଜରିଓ୍ବାଲ ଆୟୋଜନ କଲେ ରାତ୍ରଭୋଜନ
ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଶନିବାର ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ ଏକ ରାତ୍ରଭୋଜନର ଆୟୋଜନ କରିଛନ୍ତି। କ୍ୟାବିନେଟ ମନ୍ତ୍ରୀ ପାଇଁ ଯେଉଁମାନେ ସମ୍ଭାବ୍ୟ ତାଲିକାରେ ରହିଛନ୍ତି...
ଆନ୍ନାଙ୍କୁ ଭୁଲିଗଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୫।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତରେ ବିଜୟ ହାସଲ କରିବା ପରେ ଏବେ ଆମ୍ ଅଦମୀ ପାର୍ଟି (ଏଏପି) ସରକାର ଗଠନ କରିବାକୁ ଯାଉଛି। ରବିବାର ଦିଲ୍ଲୀର ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଏଏପି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ...
୧୪ ବର୍ଷ ଜେଲରେ କାଟିଥିବା ବ୍ୟକ୍ତି ଏବେ ଏମ୍ବିବିଏସ୍
କାଲାବୁରାଗି,୧୫।୨: କର୍ନାଟକ କାଲାବୁରାଗି ଅଫଜଲପୁରାର ସୁଭାଷ ପାଟିଲ(୪୦) ନାମକ ଜଣେ ବ୍ୟକ୍ତିି ଜେଲରେ ୧୪ ବର୍ଷ ରହିବା ପରେ ବି ନିଜ ସ୍ବପ୍ନକୁ ସାକାର କରିପାରିଛନ୍ତି। ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ସୁଭାଷ ଜେଲରୁ ଫେରିବା ପରେ...
Archives


