Pahalgam Attack: ଆକ୍ରମଣବେଳେ ଜାମା ମସଜିଦରେ ଚାଲିଥିଲା ଏମିତି, ସେଦିନ ନମାଜ ପାଠ ସାରି ମୁସଲମାନମାନେ କହିଥିଲେ…
ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିବା ପରେ ସମଗ୍ର ଭାରତରେ ଦୁଃଖ ଓ କ୍ଷୋଭର ବାତାବରଣ ଦେଖାଦେଇଛି। ଏହି ଘଟଣାକୁ ନେଇ ଭାରତୀୟ ମୁସଲମାନ…
ଭାରତ-ପାକିସ୍ତାନ ଭିତରେ ଯୁଦ୍ଧ! AIର ଭୟଙ୍କର ଆକଳନ
ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାରୁ ଭାରତରେ ପାକିସ୍ତାନ ବିରୋଧରେ କ୍ଷୋଭ…
ଷ୍ଟାଲିନ୍ଙ୍କ କ୍ୟାବିନେଟ୍ରୁ ବିଦା ହେଲେ ୨ ମନ୍ତ୍ରୀ
ଚେନ୍ନାଇ,୨୭ା୪: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ଙ୍କ କ୍ୟାବିନେଟ୍ରୁ ୨ ବରିଷ୍ଠ ମନ୍ତ୍ରୀଙ୍କୁ ବିଦା କରାଯାଇଛି। ସେନ୍ଥିଲ ବାଲାଜୀ ଏବଂ କେ. ପୋନ୍ମୁଡ଼ି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାଜଭବନ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟପାଳ ଆର୍.ଏନ୍. ରବି ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିଛନ୍ତି।…
Pakistan: ଭାରତ ପାଇଁ ୨୩ବର୍ଷ ଗୁପ୍ତଚର କରିଥିଲେ ପାକିସ୍ତାନର ଏହି ଟପ୍ କମାଣ୍ଡର, ଶେଷ ବେଳକୁ…
ନୂଆଦିଲ୍ଲୀ,୨୭।୪: ଯବାନମାନେ ନିଜକୁ ଆଉ ନିଜ ପରିବାରକୁ ଭୁଲି ଦେଶ ପାଇଁ ଜୀବନ ଦିଅନ୍ତି। କିନ୍ତୁ ଏପରି କିଛିଜଣ ଯବାନ ଅଛନ୍ତି ଯେଉଁମାନେ ଶତ୍ରୁଦେଶରେ ଧରାପଡ଼ିବା ପରେ, ସେମାନଙ୍କ ଦେଶର ସରକାର ସେମାନଙ୍କୁ ଚିହ୍ନିବାକୁ ମନା କରିଦିଏ। କିନ୍ତୁ ତଥାପି ଏହି…
Pakistan: ଦିଲ୍ଲୀରେ ହଲଚଲ: ଯେକୌଣସି ମୂହୁର୍ତ୍ତରେ ହେବ ଆକ୍ସନ
ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ଏହାର ପ୍ରତିକ୍ରିୟା ସ୍ବରୂପ ଏକ ଉଚ୍ଚସ୍ତରୀୟ…
ଡେଡଲାଇନ୍ ଶେଷ, ଏବେ ପାକିସ୍ତାନ ଉପରେ ହେବ ଡାଇରେକ୍ଟ ଆଟାକ୍!
ନୂଆଦିଲ୍ଲୀ, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ କିଛି ଶ୍ରେଣୀର ସ୍ବଳ୍ପକାଳୀନ ଭିସା ବାତିଲ କରି ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।…
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ CAITର ବଡ଼ ନିଷ୍ପତ୍ତି: ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ, ଇ-କମର୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି
ଭୁବନେଶ୍ୱର, ୨୭।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ, ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ପାକିସ୍ତାନ ସହ ସମସ୍ତ ବାଣିଜ୍ୟ ସମ୍ପର୍କ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାସହ, ଇ-କମର୍ସ କମ୍ପାନୀଗୁଡ଼ିକର ଅନିୟମିତ କାର୍ଯ୍ୟକଳାପ ଉପରେ…
ଓଡ଼ିଶା ଛାଡିବେ ପାକିସ୍ତାନୀ ନାଗରିକ: ଯେଉଁମାନେ ଛାଡିବେନି ଭାରତ, ସେମାନଙ୍କ ସହ କ’ଣ କରିବେ ଭାରତ ସରକାର?
ନୂଆଦିଲ୍ଲୀ,୨୭।୪: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ହୋଇଥିବା ବିଭତ୍ସ ହତ୍ୟାରେ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି। କାରଣ ହତ୍ୟା ସାଧାରଣ ନାଗରିକ ଯେଉଁମାନେ ପର୍ଯ୍ୟଟକଭାବେ ଛୁଟି କଟାଇବାକୁ ଯାଇଥିଲେ, ସେମାନଙ୍କୁ ହତ୍ୟା କରାଯାଇଛି। ଏହାପରେ ଭାରତ ସରକାର ଭାରତରେ ଥିବା…
ପହଲଗାମ ଆକ୍ରମଣକୁ ନେଇ ଭବିଷ୍ୟବାଣୀ କରିଦେଇଥିଲେ ବାବା ଭେଙ୍ଗା, ଏବେ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ କହିଲେ ବଡ଼କଥା
Baba Vanga Prediction ପହଲଗାମ ଆକ୍ରମଣ ପରେ ଦେଶ ଏବଂ ବିଶ୍ୱରେ ଆତଙ୍କର ବାତାବରଣ ରହିଛି। ଘାଟିରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେଉଁ ମୃତ୍ୟୁର ତାଣ୍ଡବ କରିଛନ୍ତି ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ପାକିସ୍ତାନର…
ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ରେ ‘Sachet App, ଜାଣନ୍ତୁ ଏହା କ’ଣ, କାହିଁକି ହୋଇଛି ଆରମ୍ଭ
ନୂଆଦିଲ୍ଲୀ,୨୭ା୪: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୧୨୧ତମ ମନ୍ କି ବାତ୍ରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ସଚେତ ଆପ୍, ଏକ CAP ଆଧାରିତ ସମନ୍ବିତ ସତର୍କତା ପ୍ରଣାଳୀ ବିଷୟରେ କହିଛନ୍ତି। ଏହି ସିଷ୍ଟମ ସମଗ୍ର…
ପହଲଗାମ ଆକ୍ରମଣ: ତଦନ୍ତକୁ ତୀବ୍ର କଲା NIA, ପ୍ରତ୍ୟକ୍ଷଦର୍ଶୀଙ୍କୁ ମିନିଟ୍ ବାଏ ମିନିଟ୍ ପଚରାଉଚରା
ନୂଆଦିଲ୍ଲୀ,୨୭ା୪: ଆତଙ୍କବାଦୀ ଆକ୍ରମଣ ପରେ ଏପ୍ରିଲ ୨୩ ତାରିଖରୁ ପହଲଗାମରେ ଡେରା ପକାଇ ବସିଛନ୍ତି ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ଅଧିକାରୀ। ରବିବାର ଏନଆଇଏ ବିଦ୍ଧିବଦ୍ଧ ଭାବେ ଏହି ଘଟଣାର ତଦନ୍ତ ଭାର ନିଜ ହାତକୁ ନେବା ପରେ ତଦନ୍ତ ତୀବ୍ର କରିଛି।…
‘ପହଲଗାମ ଆତଙ୍କବାଦୀ ଆକ୍ରମଣ ଦେଶକୁ ଦୁଃଖ ଦେଇଛି, କଡା ଜବାବ ଦିଆଯିବ’: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୭ା୪: ‘ମନ୍ କି ବାତ’ର ୧୨୧ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, “ଆଜି ମୁଁ ଆପଣଙ୍କ ସହ ମନର କଥା କହୁଛି, ମୋ ହୃଦୟରେ ଗଭୀର ବେଦନା ରହିଛି। ୨୨ ଏପ୍ରିଲରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତ୍ୟେକ ଭାରତୀୟଙ୍କ…
Archives


