ରାତିରେ ସ୍ବାମୀଙ୍କୁ ମୋବାଇଲ୍ ଦେଖିବାକୁ ମନାକଲେ ସ୍ତ୍ରୀ: ଆଉ ତା’ପରେ ଏମିତି କିଛି ଘଟିଗଲା ଜାଣିଲେ ଗୋଡ଼ତଳୁ ଖସିଯିବ ମାଟି
ଭୋପାଳ,୨।୭: ମଧ୍ୟପ୍ରଦେଶର ରେୱା ଜିଲାର ମାଙ୍ଗାୱାନ ଥାନା ଅଞ୍ଚଳର ସଥିନି ଗାଁରେ ଜଣେ ମହିଳାଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ମହିଳାଙ୍କ ସ୍ବାମୀ ଏହି ଘଟଣା ଘଟାଇଥିଲେ। ମୃତକ ସ୍ବାମୀଙ୍କୁ ରାତିରେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରିଥିଲେ।…
ଇଞ୍ଜିନ ଫେଲିୟୋର ନା ଯାନ୍ତ୍ରୀକ ତ୍ରୁଟି? ଯାଞ୍ଚରେ ଜଣାପଡ଼ିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଅସଲ କାରଣ, ଜାଣନ୍ତୁ ସତ୍ୟ
ନୂଆଦିଲ୍ଲୀ,୨।୭: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି, କିନ୍ତୁ ଏହାର କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ୨୪୨ ଜଣଙ୍କ ମଧ୍ୟରୁ କେବଳ ଜଣେ ଦୁର୍ଘଟଣାରୁ ବଞ୍ଚି ଯାଇଛନ୍ତି, ଅନ୍ୟ ସମସ୍ତେ ମୃତ୍ୟୁବରଣ କରିଛନ୍ତି। ଏବେ…
ଏହି ଜିଲାରେ ୪୦ ଦିନରେ ୨୩ ହୃଦ୍ଘାତ ମୃତ୍ୟୁ: କୋଭିଡ୍ ଟିକାର ସମ୍ପର୍କକୁ ନେଇ ତଦନ୍ତ ଜାରି
ବେଙ୍ଗାଲୁରୁ,୨ା୭:କର୍ନାଟକର ହାସନ ଜିଲାରେ ୪୦ ଦିନରେ ହୃଦ୍ଘାତରେ ୨୩ ଜଣଙ୍କର ଅଚାନକ ମୃତ୍ୟୁ ଘଟିଲାଣି। ଯୁବବର୍ଗଙ୍କ ମଧ୍ୟରେ ହୃଦ୍ଘାତ ମୃତ୍ୟୁ ବଢ଼ିବାକୁ ନେଇ ରାଜ୍ୟବ୍ୟାପୀ ଚିନ୍ତାବ୍ୟକ୍ତ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜୟଦେବ ଇନ୍ଷ୍ଟିଚ୍ୟୁଟ୍ ଅଫ୍…
ମୋ ସ୍ତ୍ରୀ ଜଣେ ପାକିସ୍ତାନୀ ଗୁପ୍ତଚର… ବିଜନେସ୍ମ୍ୟାନ୍ ଆଣିଲେ ସାଂଘାତିକ ଅଭିଯୋଗ
ଲକ୍ଷ୍ନୌ,୨।୭: ଉତ୍ତର ପ୍ରଦେଶର ନୋଏଡାର ଜଣେ ବ୍ୟବସାୟୀ ତାଙ୍କ ନିଜ ସ୍ତ୍ରୀଙ୍କୁ ପାକିସ୍ତାନୀ ଗୁପ୍ତଚର ବୋଲି ଅଭିଯୋଗ କରିଥିଲେ। ବ୍ୟବସାୟୀ କହିଛନ୍ତି, ତାଙ୍କ ସ୍ତ୍ରୀ ଅନେକ ଥର ପାକିସ୍ତାନ ଏବଂ ଚାଇନା ଯାଇଛନ୍ତି। ତାଙ୍କ ବିବାହର ମାତ୍ର ତିନି ମାସ ପରେ…
ତୁମ କଥା ବହୁତ ମନେପଡ଼ୁଛି, ମୋତେ ନେବାକୁ ଆସ: ସ୍ବାମୀଙ୍କୁ ଫୋନ୍ରେ ଏମିତି କହି ବୟଫ୍ରେଣ୍ଡ୍ ସହ…
ଭୋପାଳ,୨।୭: ମଧ୍ୟପ୍ରଦେଶର ଶିବପୁରୀ ଜିଲାର କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ ମେଡିକାଲ କଲେଜରୁ ଅପହରଣର ମିଥ୍ୟା କାହାଣୀ ରଚନା କରିଥିବା ପ୍ରୀତି ଶିକ୍ଷିତ ନୁହେଁ, କିନ୍ତୁ ତାଙ୍କ ମନ ବହୁତ ଚତୁର। ସେ ତାଙ୍କ ପ୍ରେମିକଙ୍କ ସହିତ ପଳାଇଯିବାର କିଛି ମିନିଟ…
QUADରେ ପାକିସ୍ତାନର ପର୍ଦ୍ଦାଫାସ! କାନ୍ଦିବେ ଶେହବାଜ-ମୁନିର
ନୂଆଦିଲ୍ଲୀ,୨।୭: ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ କ୍ୱାଡ ଗ୍ରୁପର ବୈଦେଶିକ ମନ୍ତ୍ରୀମାନେ ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ…
ତିନି ଥର ବିଫଳ ପରେ ମଧ୍ୟ ହାର ନ ମାନି IAS ହେଲେ ନେହା ବ୍ୟାଦୱାଲ: ମୋବାଇଲ ସହ ‘ବ୍ରେକଅପ୍’ ଦେଲା ସଫଳତା
ରାୟପୁର/ଅହମଦାବାଦ,୧।୭: ନେହା ବ୍ୟାଦୱାଲ, ୨୫ ବର୍ଷୀୟ ଜଣେ ଆଇଏଏସ୍ ଅଫିସର, ଯିଏ ବର୍ତ୍ତମାନ ଗୁଜରାଟରେ କାର୍ଯ୍ୟରତ ଅଛନ୍ତି, ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଅକ୍ଳାନ୍ତ ପରିଶ୍ରମ ବଳରେ ସଫଳତାର ଶୀର୍ଷକୁ ଅଭିଯାନ କରିଛନ୍ତି। ତିନି ଥର ବିଫଳତା ସତ୍ତ୍ୱେ ସେ ହାର…
ଏବେ ଚାକିରି ପାଇବା ମାତ୍ରେ ସରକାର ଦେବେ ୧୫୦୦୦ ଟଙ୍କାର ଭେଟି! ଜାଣନ୍ତୁ କେମିତି ମିଳିବ ଲାଭ
ନୂଆଦିଲ୍ଲୀ,୧।୭: ଦେଶର ଯୁବପିଢୀ ଏବଂ ମଧ୍ୟବିତ୍ତ ବର୍ଗ ପାଇଁ ଏକ ବଡ଼ ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର, ୧ ଜୁଲାଇ, ୨୦୨୫ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ, ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ (ELI) ଯୋଜନାକୁ ସବୁଜ ସଙ୍କେତ…
ଆରମ୍ଭ ହେଲା RailOne ଆପ୍: IRCTC ଟିକେଟ୍ ବୁକ୍ କରିବା, ଟ୍ରେନ୍ ସ୍ଥିତି ଯାଞ୍ଚ କରିବା, PNR ନମ୍ବର ଟ୍ରାକ୍ କରିବା ହେଲା ସୁବିଧା
ନୂଆଦିଲ୍ଲୀ,୧।୭: ଭାରତୀୟ ରେଳବାଇ ପ୍ରଯୁକ୍ତି ଓ ଯାତ୍ରୀ ସୁବିଧାରେ ଏକ ବଡ଼ ପାଦ ଆଗକୁ ରଖି ମଙ୍ଗଳବାର ନୂଆ ‘ରେଲ୍ଓ୍ଵାନ୍’(RailOne) ଆପ୍ ଲଞ୍ଚ କରିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ ସେଣ୍ଟର ଫର୍ ରେଳୱେ ଇନଫର୍ମେସନ ସିଷ୍ଟମ୍ସ (CRIS)ର ୪୦ତମ…
ଜଳବାୟୁ ପରିବର୍ତ୍ତନ ପାଇଁ ବିପଦରେ ଅଧିକାଂଶ ବିଶ୍ୱ ଐତିହ୍ୟ ସ୍ଥଳ: ଜାତିସଂଘ
ନୂଆଦିଲ୍ଲୀ,୧।୭: ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ (UNESCO) ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି। ଏହି…
ପୁଣି ବଡ଼ ଦୁର୍ଘଟଣା! ଟେକଅଫ୍ର କିଛି ସମୟ ପରେ ୯୦୦ଫୁଟ୍ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ…
ନୂଆଦିଲ୍ଲୀ,୧।୭: ଜୁନ ୧୨ରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଦୁର୍ଘଟଣାର ପ୍ରାୟ ୨ ଦିନ ପରେ, ଆଉ ଏକ ବିମାନ ଦୁର୍ଘଟଣା ହେବାକୁ ଯାଉଥିଲା, କିନ୍ତୁ ପାଇଲଟଙ୍କ ସତର୍କତା ଯୋଗୁଁ, ଦୁର୍ଘଟଣା ପୂର୍ବରୁ ବିମାନକୁ ନିୟନ୍ତ୍ରଣ କରାଯାଇଥିଲା। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଫ୍ଲାଇଟ…
ମାଲିକ କହୁଛନ୍ତି ୭୦ ଘଣ୍ଟା କାମ କରନ୍ତୁ ଭାରତୀୟ, ସେପଟେ ନିଜ କମ୍ପାନୀ କହୁଛି ଓଭରଟାଇମକୁ ନା..
ବେଙ୍ଗାଲୁରୁ, ୧।୭: ଭାରତୀୟ ଆଇଟି କମ୍ପାନୀ ଇନ୍ଫୋସିସ୍ ଏବେ କର୍ମଚାରୀଙ୍କୁ କାମ ଓ ଜୀବନର ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଉଛି। କମ୍ପାନୀ ଏକ ଅଭ୍ୟନ୍ତରୀଣ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଏଚ୍ଆର ଟିମ୍ କର୍ମଚାରୀଙ୍କ କାର୍ଯ୍ୟସମୟକୁ ଅନୁଧ୍ୟାନ କରୁଛି ଏବଂ…
Archives


