ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତକୁ AT4 କ୍ଷେପଣାସ୍ତ୍ରର ପଠାଇଲା ଏହି ସହଯୋଗୀ ଦେଶ
ନୂଆଦିଲ୍ଲୀ, ୨୯।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସ୍ୱୀଡେନର ପ୍ରତିରକ୍ଷା କମ୍ପାନୀ ସାବ ଇଣ୍ଡିଆ ଭାରତୀୟ ସଶସ୍ତ୍ର ବାହିନୀକୁ AT4 ଆଣ୍ଟି-ଆର୍ମର କ୍ଷେପଣାସ୍ତ୍ର ପ୍ରଣାଳୀର ସଫଳ ହସ୍ତାନ୍ତର କରିଥିବା ଘୋଷଣା କରିଛି। ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭାରତର…
Pakistan: ପାକିସ୍ତାନ ମୁଣ୍ଡରେ ପଡିଲା ଚଡକ, ଯୁଦ୍ଧ ପାଇଁ ବାହାରିଲେ ଏସବୁ ଦେଶ!
ଇସଲାମବାଦ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା, ପାକିସ୍ତାନକୁ ଆନ୍ତର୍ଜାତୀୟ ସ୍ତରରେ ଏକ ନୂଆ ବିବାଦରେ ଠେଲି ଦେଇଛି। ଭାରତ ଏହି…
ସରକାର ଦେଶ ବିରୋଧୀଙ୍କ ବିରୋଦ୍ଧରେ ସ୍ପାଏୱାୟାର ବ୍ୟବହାର ଭୁଲ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୯ା୪: ପେଗାସସ୍ ସ୍ପାଏୱାୟାର ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଯଦି ସରକାର ଦେଶ ବିରୋଧୀ ତତ୍ତ୍ୱଙ୍କ ବିରୁଦ୍ଧରେ ସ୍ପାଏୱାୟାର ବ୍ୟବହାର କରୁଛି, ତେବେ ଏଥିରେ କିଛି ଭୁଲ ନାହିଁ। ଏହା ସହିତ କୋର୍ଟ…
Pahalgam Attack: ପୁଣି ଭାଇରାଲ ହେଲା ଆକ୍ରମଣର ଛାତିଥରା ଭିଡିଓ, ଦେଖିଲେ ଥରି ଉଠିବେ…
ନୂଆଦିଲ୍ଲୀ,୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମ ଅଞ୍ଚଳରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଏକ ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ଜୀବନ ହରାଇଥିବା ଘଟଣା ସାରା ଦେଶରେ ଆଲୋଚନାର ବିଷୟ ହୋଇଛି। ଏହି ଘଟଣା ସମୟରେ ଜଣେ ପର୍ଯ୍ୟଟକଙ୍କ…
ମିଳିଗଲା ପାକିସ୍ତାନ ବିରୋଧରେ ଏକ ବଡ଼ ପ୍ରମାଣ: ଏବେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେବ ଭାରତ
ନୂଆଦିଲ୍ଲୀ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଅଲି ଭାଇ ଏବଂ ଆଦିଲ ହୁସେନ ଠୋକରଙ୍କ ସହିତ ହାସିମ ମୁସା ଓରଫ ସୁଲେମାନର…
ଅବୈଧ ବାଂଲାଦେଶୀଙ୍କ ଉପରେ ବଡ଼ ଆକ୍ସନ, ବସ୍ତିରେ ଚାଲିଲା ବୁଲଡୋଜର, ୮୦୦ ଗିରଫ
ଅହମଦାବାଦ,୨୯।୪: ପହଲଗାମ ଆକ୍ରମଣ ପରେ, ଅନେକ ରାଜ୍ୟର ପୋଲିସ ଅବୈଧ ଶରଣାର୍ଥୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ନିକଟରେ, ଗୁଜରାଟ ପୋଲିସ ସୁରଟ ଏବଂ ଅହମ୍ମଦାବାଦରୁ ୧୦୦୦ରୁ ଅଧିକ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଥିଲା। ସେହି ସମୟରେ, ଏବେ ପୋଲିସ…
ପିତା ପାକିସ୍ତାନୀ ମା’ ଭାରତୀୟ, ଏବେ ୯ ସନ୍ତାନ ଯିବେ କୁଆଡେ, ପୋଲିସ ମାଗିଲା…
ଭୋପାଳ,୨୯।୪: ପହଲଗାମ ଆକ୍ରମଣ ପରେ, ଭାରତ ସରକାର ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଏହି ସମୟରେ ମଧ୍ୟପ୍ରଦେଶରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏମପି ପୋଲିସ ୯ଜଣ ପିଲାଙ୍କୁ…
ମୋଦିଙ୍କୁ ଏମିତି ଅନୁରୋଧ କରି ଚିଠି ଲେଖିଲେ ଖାର୍ଗେ-ରାହୁଲ
ନୂଆଦିଲ୍ଲୀ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ସମଗ୍ର ଦେଶରେ ଆତଙ୍କର ବାତାବରଣ ରହିଛି। ଏହି ସମୟରେ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଆତଙ୍କବାଦୀ ଆକ୍ରମଣ ବିଷୟରେ…
‘ଦମ ଅଛି ତ ଏଠିକି ଆସ…,’ ପାକିସ୍ତାନ ମନ୍ତ୍ରୀଙ୍କ ବୟାନ ଉପରେ କଡ଼ା ଜବାବ ରଖିଲା ଭାଜପା
ନୂଆଦିଲ୍ଲୀ,୨୯।୪: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ କଠୋର ପଦକ୍ଷେପ ନେଇଛି। ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି। ଏହି ନିଷ୍ପତ୍ତିରେ ପାକିସ୍ତାନ ଅସନ୍ତୋଷ ପ୍ରକାଶ କରିଛି। ପାକିସ୍ତାନୀ ନେତା ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ…
ପାକିସ୍ତାନର ମୁଖା ଖୋଲିଲା ଭାରତ! କହିଲା ଆତଙ୍କବାଦକୁ ପାଳୁଥିବା ଦୁଷ୍ଟ ଦେଶ
ନୂଆଦିଲ୍ଲୀ,୨୯।୪: ଜାତିସଂଘରେ ଭାରତର ଉପ-ସ୍ଥାୟୀ ପ୍ରତିନିଧି (ଡିପିଆର) ଯୋଜନା ପଟେଲ ପାକିସ୍ତାନକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଥିଲେ ଯେ ପାକିସ୍ତାନ ଏକ ‘ଦୁଷ୍ଟ ଦେଶ’ ଯାହା ଆତଙ୍କବାଦକୁ ଆଶ୍ରୟ ଦିଏ ଏବଂ ସମଗ୍ର ଅଞ୍ଚଳରେ ଅଶାନ୍ତି ସୃଷ୍ଟି କରେ। ଯୋଜନା…
Pahalgam Attackକୁ ନେଇ ଆସିଲା ବଡ଼ ତଥ୍ୟ, ପାକିସ୍ତାନୀ ସେନା ସହ ରହିଛି ଆତଙ୍କବାଦୀଙ୍କ ସମ୍ପର୍କ
ନୂଆଦିଲ୍ଲୀ/ଇସଲାମାବାଦ,୨୯।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି। Pahalgam Attack ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ଖବର ଆସିଛି ଯେ ଆକ୍ରମଣରେ ସାମିଲ ଥିବା ଜଣେ…
ଭୋଜପୁରୀ ଗାୟିକାଙ୍କ ବିରୋଧରେ ଦେଶଦ୍ରୋହ ମାମଲା
ଲକ୍ଷ୍ମୌ, ୨୯।୪: ଭୋଜପୁରୀ ଗାୟିକା ନେହା ସିଂ ରାଠୋରଙ୍କ ବିରୋଧରେ ଲକ୍ଷ୍ମୌର ହଜ୍ରତଗଞ୍ଜ ଥାନାରେ ଦେଶଦ୍ରୋହ ସମେତ ବିଭିନ୍ନ ଧାରାରେ ଏଫ୍ଆଇଆର୍ ରୁଜୁ ହୋଇଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ନେହା ସୋସିଆଲ ମିଡିଆରେ ମୋଦି ସରକାରଙ୍କ ବିରୋଧରେ ଉତ୍ତେଜକ ପୋଷ୍ଟ କରିଥିଲେ।…
Archives


