ଜାତୀୟ

ଦିନେ ନକ୍ସଲଙ୍କ ଗଡ଼ ଥିଲା କାରେଗୁଟ୍ଟା: ବିଶାଳ ଅପରେଶନ ପରେ ଦଖଲ କଲେ ସୁରକ୍ଷା କର୍ମୀ

ଛତିଶଗଡ଼, ୩୦।୪: ଛତିଶଗଡ଼ର ଏହି ସ୍ଥାନଟି ଦିନେ ଥିଲା ନକ୍ସଲଙ୍କ ଗଡ଼। ଜାଗାଟିର ନାଁ କାରେଗୁଟ୍ଟା ପାହାଡ଼। କିଛିଦିନ ତଳେ ବିଜାପୁରରେ ଅନୁଷ୍ଠିତ ନକ୍ସଲ ବିରୋଧୀ ଅଭିଯାନ ପରେ ନକ୍ସଲଙ୍କୁ ତଡ଼ି ଏବେ ଏ ପାହାଡ଼ଟିକୁ ସୁରକ୍ଷା କର୍ମୀ ଦଖଲ କରିଛନ୍ତି।…

ଗଠନ ହେଲା ଉଚ୍ଚସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି କମିଟି: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମିଳିଲା ବଡ ଦାୟିତ୍ୱ

ନୂଆଦିଲ୍ଲୀ, ୩୦।୪: ଦେଶରେ ବିପର୍ଯ୍ୟୟ ପରିଚାଳନାକୁ ଅଧିକ ଦକ୍ଷ ଓ ଫଳପ୍ରଦ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟିର ଅଧ୍ୟକ୍ଷତା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରିବେ। ୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନର…

ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର: ୨୦୨୫ ଜନଗଣନାରେ ହେବ କାର୍ଯ୍ୟକାରୀ

ନୂଆଦିଲ୍ଲୀ, ୩୦।୪: କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ…

ଘାତକ ହେଲା ସେନା, ପାକିସ୍ତାନ ବିରୋଧରେ ବ୍ୟବହାର କରିବ Thousand Powder ବୋମା!

ନୂଆଦିଲ୍ଲୀ, ୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଭାରତ ପାକିସ୍ତାନ ବିରୋଧରେ ଏକ ବିନାଶକାରୀ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଥିବା ଜଣାପଡିଛି। ଯାହାର ନାମ ହେଉଛି ‘ଥାଉଜାଣ୍ଡ ପାଉଡର’।…

ପ୍ରଧାନମନ୍ତ୍ରୀଙ୍କ ରୁଷିଆ ଗସ୍ତ ବାତିଲ

ନୂଆଦିଲ୍ଲୀ,୩୦ା୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ ବାତିଲ କରାଯାଇଛି। ପ୍ରଧାନମନ୍ତ୍ରୀ ମେ’ ୯ରେ ରୁଷିଆର ବିଜୟ ଦିବସ ପରେଡ୍‌ରେ ଯୋଗଦେବାର ଥିଲା।…

ଭାରତ-ପାକିସ୍ତାନ ଯୁଦ୍ଧ ହେଲେ କେତେ ଖର୍ଚ୍ଚ କରିବ ଭାରତ? କାରଗିଲବେଳେ କରିଥିଲା ୧୦ହଜାର କୋଟି ଯାଏ ଖର୍ଚ୍ଚ!

ନୂଆଦିଲ୍ଲୀ,୩୦।୪: ଭାରତ ଓ ପାକିସ୍ତାନ ମଧ୍ୟରେ ଯଦି ଯୁଦ୍ଧ ହୁଏ, ତେବେ ଭାରତକୁ କେତେ ଖର୍ଚ୍ଚ ଉଠାବାକୁ ପଡିବ। ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଏହି ଯୁଦ୍ଧର ଖର୍ଚ୍ଚ ଉଭୟ ଦେଶ ପାଇଁ ବିପୁଳ ହେବ ଏବଂ ଏହାର ପ୍ରଭାବ ଅର୍ଥନୀତି,…

Pahalgam Mastermind: ଜଙ୍ଗଲରେ ଲୁଚିଛନ୍ତି ପହଲଗାମ ଆଟାକ୍‌ର ମାଷ୍ଟରମାଇଣ୍ଡ, ଘେରାବନ୍ଦୀ କରି ଆଟାକ୍‌ କରୁଛି ସେନା

ନୂଆଦିଲ୍ଲୀ,୩୦।୪: ଜମ୍ମୁ-କଶ୍ମୀରର ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହରାଇଥିବା ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ ଭାବେ ହାସିମ ମୂଷାଙ୍କୁ ଚିହ୍ନଟ କରାଯାଇଛି। ଏହି ଆତଙ୍କୀ ଆକ୍ରମଣ ପଛରେ ପାକିସ୍ତାନର ସମ୍ପୃକ୍ତିର ପ୍ରମାଣ ମିଳିଥିବା ବେଳେ…

India and Pakistan war: ପାକିସ୍ତାନ ପରମାଣୁ ଆଟାକ୍‌ କଲେ, ଓଡ଼ିଶା ଉପରେ ପଡିବ କି ବିପଦ? ବଡ଼ ଆକଳନ…

ନୂଆଦିଲ୍ଲୀ,୩୦।୪:ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧର ଆଶଙ୍କା ମଧ୍ୟରେ ଏକ ସାଂଘାତିକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟରେ କୁହାଯାଇଛି ଯେ ଯଦି ଭାରତ ପାକିସ୍ତାନ ଉପରେ ଆକ୍ରମଣ କରେ ତେବେ ଭାରତର କିଛି ସ୍ଥାନ ଅନ୍ୟମାନଙ୍କ ତୁଳନାରେ ଅଧିକ କ୍ଷତିଗ୍ରସ୍ତ ହୋଇପାରେ।…

Pahalgam Attackରେ ପାକିସ୍ତାନ ସହ ଏମାନଙ୍କର ଅଛି ବଡ଼ କନେକ୍ସନ, ଭାରତ ହାତରେ ଲାଗିଲା ସାଂଘାତିକ ପ୍ରମାଣ

ଶ୍ରୀନଗର, ୩୦।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଆକ୍ରମର ପଛରେ ଭାରତ ହାତରେ ସାଂଘାତିକ ପ୍ରମାଣ ଲାଗିଛି। ଏହା ପଛରେ ପାକିସ୍ତାନ ଆଧାରିତ…

ଭାରତରେ ଥିବା ପାକ୍‌ ନାଗରିକଙ୍କୁ ମିଳିଲା ଆଶ୍ୱସ୍ତି, କରିପାରିବେ ପୁନଃ ଭିଜା ଆବେଦନ

ନୂଆଦିଲ୍ଲୀ,୩୦ା୪: ଭାରତରେ ରହିଯାଇଥିବା ପାକ୍‌ ନାଗରିକଙ୍କ ପାଇଁ ଖୁସି ଖବର। ପାକ୍‌ ନାଗରିକମାନେ ମେ’ ୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିଜା ଆବେଦନ କରିପାରିବେ। ଯେଉଁଟା ଦୀର୍ଘକାଳୀନ ଭିଜା (LTV)କୁ ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲରେ ପାକ୍‌ ନାଗରିକମାନେ…

ଓ୍ବାର୍‌ରୁମ୍‌ରେ ମୋଦି, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ, ୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (CCS) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ବସିଛିି। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ…

CISCE ISC ICSE Board Result 2025: ପ୍ରକାଶ ପାଇଲା ICSE ଦଶମ- ISC ଦ୍ୱାଦଶ ଶ୍ରେଣୀ ଫଳାଫଳ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୩୦।୪:ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି। ଆଜି ବୋର୍ଡ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ଏବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri