ଜାତୀୟ

ଦିଲ୍ଲୀରେ ଲଗାଣ ବର୍ଷା: କାନ୍ଥ ପଡ଼ି ଗୋଟିଏ ପରିବାର ୪ ମୃତ

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ରାସ୍ତା ଜଳାର୍ଣ୍ଣବ ହୋଇଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳରେ ବର୍ଷା ପବନରେ ବହୁ ଗଛ ଉପୁଡ଼ି ପଡ଼ିଛି। ଦିଲ୍ଲୀର…

ରାତି ଅଧରେ ଉଡିଲା ଫାଇଟର ଜେଟ୍‌, ଛାନିଆ ହେଲା ପାକିସ୍ତାନ!

ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା (ଆଇଏଫଏଫ) ଉତ୍ତରପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ନିର୍ମିତ ୩.୫ କିଲୋମିଟର ଲମ୍ବା ରନଓ୍ବେରେ ଶୁକ୍ରବାର ଦିନ ଏକ ଐତିହାସିକ ପରୀକ୍ଷଣ କରିଛି। ଏହା ଭାରତର ପ୍ରଥମ ଏକ୍ସପ୍ରେସୱେ ହବାଇ ପଟ୍ଟି ଯାହା ଦିନ ଓ ରାତି ଉଭୟ ସମୟରେ…

ଏହି ଜିନିଷ ପାଇଁ ପାକିସ୍ତାନ ଉପରେ ଅଧିକରୁ ଅଧିକ ନିର୍ଭର କରେ ଭାରତ, ପାକିସ୍ତାନରେ ମାତ୍ର ୨-୩ ଟଙ୍କା ପ୍ରତି କିଲୋ, ହେଲେ ଭାରତରେ…

ନୂଆଦିଲ୍ଲୀ, ୨।୫: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁ ବର୍ଷ ଧରି ଉତ୍ତେଜନାପୂର୍ଣ୍ଣ ରହିଆସିଛି। ପାକିସ୍ତାନରେ ଆତଙ୍କବାଦର ବିରୋଧରେ ଭାରତ ସର୍ବଦା ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି। ନିକଟରେ ପହଲଗାମ ଆକ୍ରମଣ ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷ ଜୋର…

POKରେ ହାଇ ଆଲର୍ଟ: ସ୍କାନରରେ ଓଡ଼ିଶାର ୭ଜିଲା, କିଛି ବି ହୋଇପାରେ…

ଭୁବନେଶ୍ୱର, ୨।୫: ଭାରତ-ପାକ ଯୁଦ୍ଧ ଆଶଙ୍କା ବୁଛି । ଯେକୌଣସି ପରିସ୍ଥିତିରେ କିଛି ବି ହୋଇପାରେ । ଏହାରି ଭିତରେ ଓ ୭ଟି ସମ୍ବେଦନଶୀଳ ଅଞ୍ଚଳକୁ ଚିହ୍ନଟ କରିଛି ଗୁଇନ୍ଦା ବିଭାଗ । ଶତ୍ରୁର ନଜର ଏସବୁ ଅଞ୍ଚଳ ଉପରେ ପଡିଥିବା…

ଡାଲ ହ୍ରଦରେ ଓଲଟିଲା ବୋଟ୍‌, ପ୍ରବଳ ସ୍ରୋତ ମଝିରେ ସାହାଯ୍ୟ ପାଇଁ ଚିତ୍କାର କଲେ ଲୋକ

ଶ୍ରୀନଗର, ୨।୫: ଜମ୍ମୁ ଓ କଶ୍ମୀରର ପ୍ରସିଦ୍ଧ ଡାଲ ହ୍ରଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶୁକ୍ରବାର ହ୍ରଦରେ ଏକ ଶିକାରା (ନୌକା) , ଯେଉଁଥିରେ ପର୍ଯ୍ୟଟକମାନେ ଥିଲେ, ସେହି ଡଙ୍ଗାଟି ପ୍ରବଳ ପବନ ଯୋଗୁଁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ…

Long Term Visaକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ, ଅଡୁଆରେ ପଡ଼ିପାରନ୍ତି ପାକ ନାଗରିକ

ନୂଆଦିଲ୍ଲୀ,୨।୫: ପାକିସ୍ତାନୀ ନାଗରିକଙ୍କ ପାଇଁ Long Term Visa ନୀତି ସମ୍ପର୍କରେ, ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ନିଷ୍ପତ୍ତି ନିଆଯାଇଛି ଯେ ସମସ୍ତ ପାକିସ୍ତାନୀ ନାଗରିକ ଯେଉଁମାନେ ଦୀର୍ଘକାଳୀନ ଭିଜା ଅର୍ଥାତ LTV ଧାରଣ କରିଛନ୍ତି ଏବଂ ଯେଉଁମାନେ ଭାରତୀୟ…

ବିଳିବିଳୋଉଛି ପାକିସ୍ତାନ: ଭାରତର ଓ୍ବେବ୍‌ସାଇଟ୍‌କୁ ପାକ୍‌ ହ୍ୟାକରଙ୍କ ଟାର୍ଗେଟ, ଜବାବ ଦେଉଛି ଗୁଇନ୍ଦା….

ନୂଆଦିଲ୍ଲୀ,୨।୫: ପାକିସ୍ତାନ ସମର୍ଥିତ ହ୍ୟାକର ଗ୍ରୁପ୍‌ଗୁଡ଼ିକ ପୁଣି ଥରେ ଭାରତ ବିରୁଦ୍ଧରେ ଏକ ସାଇବର ମୋର୍ଚ୍ଚା ଖୋଲିବାକୁ ବିଫଳ ପ୍ରୟାସରେ ଲିପ୍ତ ଅଛନ୍ତି। ଗୁଇନ୍ଦା ସଂସ୍ଥାଗୁଡ଼ିକରୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନରୁ କାର୍ଯ୍ୟ କରୁଥିବା ““Cyber Group HOAX1337” ” ଏବଂ…

ଭାରତକୁ ଆମେରିକା ଦେଲା ଏମିତି ହତିଆର, ଧ୍ୱସଂ ହୋଇଯିବ ଇସଲାମବାଦ, ଚିନ୍ତାରେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆମେରିକା ଭାରତକୁ ୧୩୧ ନିୟୁତ ଡଲାର ମୂଲ୍ୟର ସାମରିକ ସାମଗ୍ରୀ ଓ ଲଜିଷ୍ଟିକ ସମର୍ଥନ…

2000 Rupees Update: ଦୁଇ ହଜାର ଟଙ୍କିଆ ନୋଟ୍‌କୁ ନେଇ RBIର ବଡ଼ ଅପ୍‌ଡେଟ୍‌, ଏବେ ବି କରିପାରିବେ ଏହି କାମ

ନୂଆଦିଲ୍ଲୀ,୨।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର ଦୁଇ ବର୍ଷ ପରେ ମଧ୍ୟ ୬,୨୬୬ କୋଟି ଟଙ୍କାର ନୋଟ ହସ୍ତଗତ କରିପାରି ନାହିଁ। ଏହି ସୂଚନା RBI ତଥ୍ୟରୁ ପ୍ରାପ୍ତ ହୋଇଛି। ୨୦୦୦ ଟଙ୍କାର ନୋଟ…

ଖୁସି ଖବର ଦେଲେ ମୋହନ ସରକାର, ଚାଷୀଙ୍କୁ ମିଳିବ…

ଭୋପାଳ,୨ା୫: ଦେଶର ପ୍ରାଣକେନ୍ଦ୍ର ମଧ୍ୟପ୍ରଦେଶ ଯାହା କୃଷିଭିତ୍ତିକ ଅର୍ଥନୀତି ପାଇଁ ଜଣାଶୁଣା, ଏବେ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ନବସୃଜନ ଏବଂ ପ୍ରଗତିର ଏକ ନୂତନ ଗାଥା ଲେଖିବାକୁ ଯାଉଛନ୍ତି। ମେ’ ୩ରେ ମନ୍ଦସୌରରେ ଅନୁଷ୍ଠିତ ହେବାକୁ…

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଉପରେ ସବୁଠାରୁ ବଡ଼ ଷ୍ଟ୍ରାଇକ୍‌ କଲେ ମୋଦି, ପାକ୍‌ରେ ହଲଚଲ

ନୂଆଦିଲ୍ଲୀ, ୨।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରିଛନ୍ତି। ତେବେ ପହଲଗାମ ଆକ୍ରମଣକୁ ନେଇ ଭାରତରେ ଅସେନ୍ତାଷ ଜୋର ଧରିଛି। ଶେହବାଜଙ୍କ…

Caste Census: ୨୦୧୧ର ଜାତି ଜନଗଣନା କାହିଁକି ଆଜି ଯାଏ ପ୍ରକାଶ କରାଯାଇ ନାହିଁ? ଜାଣନ୍ତୁ ବଡ଼ କାରଣ

ନୂଆଦିଲ୍ଲୀ,୨।୫: ବହୁ ଦିନ ଧରି ଜାତି ଜନଗଣନା ପାଇଁ ଦାବି ହୋଇଆସୁଛି, କିନ୍ତୁ ଏବେ କେନ୍ଦ୍ର ସରକାର କହିଛନ୍ତି ଯେ 2025 ମସିହାରେ ହେବାକୁ ଥିବା ଜନଗଣନାରେ ଜାତି ଜନଗଣନା କରାଯିବ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ 2011 ମସିହାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri