ସୁହାସ ଶେଟ୍ଟୀଙ୍କ ହତ୍ୟାକାଣ୍ଡକୁ ନେଇ ଆକ୍ସନ ମୋଡରେ ପୋଲିସ
ବେଙ୍ଗାଲୁରୁ,୩।୫: ପୂର୍ବତନ ବଜରଙ୍ଗ ଦଳର କର୍ମୀ ଏବଂ ହିନ୍ଦୁ କର୍ମୀ ସୁହାସ ଶେଟ୍ଟୀଙ୍କ ଦୁଃଖଦ ମୃତ୍ୟୁ ସମଗ୍ର କର୍ନାଟକକୁ ଦୋହଲାଇ ଦେଇଛି। ରାସ୍ତା ମଝିରେ କେତେଜଣ ଲୋକ ଖଣ୍ଡା ଏବଂ ବାଡ଼ିରେ ସୁହାସଙ୍କୁ ଆକ୍ରମଣ କରିଥିଲେ। ସୁହାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ…
ମିସାଇଲ ଛାଡିବା ପରେ, ମୋଦି କହିଦେଲେ ସାଂଘାତିକ କଥା
ନୂଆଦିଲ୍ଲୀ, ୩।୫: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି। ଏହି ଆକ୍ରମଣରେ ୨୬ ଜଣ ନିରୀହ ଲୋକ, ଯେଉଁମାନେ ଅଧିକାଂଶ ପର୍ଯ୍ୟଟକ…
Caste Census: ମୋଦିଙ୍କୁ ଚିଠି ଲେଖିଲେ ତେଜସ୍ବୀ ଯାଦବ, ଜାତି ଜନଗଣନାକୁ ନେଇ କଲେ ଏମିତି ଦାବି
ପାଟନା,୩।୫: କେନ୍ଦ୍ର ସରକାରଙ୍କ ଦ୍ୱାରା ସାରା ଦେଶରେ ଜାତିଗତ ଜନଗଣନା କରିବା ନିଷ୍ପତ୍ତି ପରେ, ବିହାରର ରାଜନୀତି ଶୀର୍ଷରେ ପହଞ୍ଚିଛି। ବିରୋଧୀ ଏବଂ ଶାସକ ଦଳର ସମସ୍ତ ଆକ୍ରମଣ ଏବଂ ପ୍ରତିଆକ୍ରମଣ ପରେ, ଏବେ ବିହାର ବିଧାନସଭାର ବିରୋଧୀ ଦଳ ନେତା…
ପାକିସ୍ତାନ-ଚାଇନାର ସିକ୍ରେଟ ଡିଲ ଦେଖି ଭାରତ ପଡ଼ିଲାଣି ଚିନ୍ତାରେ! ରୁଷିଆ S-400 ମିଶାଇଲ ସିଷ୍ଟମର ଡାଟା ଶେୟାର କରିବ ଡ୍ରାଗନ?
ନୂଆଦିଲ୍ଲୀ,୩।୫: ଭାରତର ସୁରକ୍ଷା ରଣନୀତିରେ S-400 କ୍ଷେପଣାସ୍ତ୍ର ପ୍ରଣାଳୀକୁ ଏକ ନିର୍ଣ୍ଣାୟକ ଅସ୍ତ୍ର ଭାବରେ ଦେଖାଯାଏ। ରୁଷିଆରୁ କିଣାଯାଇଥିବା ଏହି ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା ପ୍ଲାଟଫର୍ମକୁ ଭାରତ ବିଶେଷ ଭାବରେ ଚାଇନା ଏବଂ ପାକିସ୍ତାନର ସମ୍ଭାବ୍ୟ ଆକାଶ ମାର୍ଗର ଆକ୍ରମଣକୁ ରୋକିବା ପାଇଁ…
CBSEର ବଡ଼ ନିଷ୍ପତ୍ତି! ଏବେ ପ୍ରଥମ ମିଳିବ ଉତ୍ତର ଖାତା, ତା’ପରେ ରିଭାଲ୍ୟୁଏଶନ!
ନୂଆଦିଲ୍ଲୀ,୩।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSEଦ୍ୱାରା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଫଳାଫଳ ଖୁବ ଶୀଘ୍ର ଘୋଷଣା କରାଯିବ। ଲକ୍ଷ ଲକ୍ଷ ଛାତ୍ରୀଛାତ୍ର ଫଳାଫଳ ପାଇଁ ଅପେକ୍ଷା କରିଛନ୍ତି। ଏହି ଛାତ୍ରମାନଙ୍କ ଅପେକ୍ଷାର ଅନ୍ତ ଯେକୌଣସି ସମୟରେ ହୋଇପାରେ।…
ସୁଇସାଇଡ ବମ ଧରି ପାକିସ୍ତାନ ବାହାରିଲେଣି କର୍ନାଟକ ମନ୍ତ୍ରୀ! ମୋଦିଙ୍କୁ କଲେ ଏମିତି ଅପିଲ, ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୩।୫: ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ସମଗ୍ର ଦେଶରେ ଆତଙ୍କବାଦୀଙ୍କ ବିରୋଧରେ କ୍ରୋଧ ରହିଛି ଏବଂ ସମସ୍ତେ ସରକାରଙ୍କ ନିକଟରେ ଦାବି କରୁଛନ୍ତି ଯେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହି ସମୟରେ,…
ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ସାଙ୍ଗ: ୩ ଦିନ ଗୋଟିଏ ଘରେ ବନ୍ଦ ରଖି…
ଭୋପାଳ,୩ା୫:ମଧ୍ୟପ୍ରଦେଶର ମାଣ୍ଡଲାରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ୩ ଦିନ ଗୋଟିଏ ଘରେ ବନ୍ଦ ରଖି ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଘର ଜବଲପୁର ହୋଇଥିବାବେଳେ ୬ ମାସ ପୂର୍ବରୁ ମାଣ୍ଡଲା ଅଞ୍ଚଳର ରାଜନ ନାମକ ଜଣେ ଅଭିଯୁକ୍ତଙ୍କ…
ଗଣମାଧ୍ୟମ ସ୍ବାଧୀନତା: ୧୫୧ତମ ସ୍ଥାନରେ ଭାରତ
ନୂଆଦିଲ୍ଲୀ,୩ା୫: ବୈଶ୍ୱିକ ଗଣମାଧ୍ୟମ ସ୍ବାଧୀନତା ୨୦୨୫ରେ ସର୍ବକାଳୀନ ନିମ୍ନ ସ୍ତରରେ ପହଞ୍ଚତ୍ଥିବା ରିପୋର୍ଟର୍ସ ଓ୍ବିଦାଉଟ୍ ବର୍ଡର୍ସ (ଆର୍ଏସ୍ଏଫ୍) ପକ୍ଷରୁ ଶୁକ୍ରବାର ପ୍ରକାଶିତ ବାର୍ଷିକ ର଼୍ୟାଙ୍କିଙ୍ଗ୍ ରିପୋର୍ଟରେ କୁହାଯାଇଛି। ଇଣ୍ଟରନ୍ୟାଶନାଲ ପ୍ରେସ୍ ଫ୍ରିଡମ୍ ଡେ’ର ଦିନକ ପୂର୍ବରୁ ଫ୍ରାନ୍ସର ଅଣଲାଭଦାୟକ ସଂଗଠନ ପକ୍ଷରୁ…
ପାକ୍ରେ ଆତଙ୍କ, ପିଓକେରେ ଅନିଶ୍ଚିତତା: ସୁରକ୍ଷା ପାଇଁ ବଙ୍କର ପ୍ରସ୍ତୁତ
ନୂଆଦିଲ୍ଲୀ/ଶ୍ରୀନଗର/ ଇସ୍ଲାମାବାଦ,୩ା୫:ଏପ୍ରିଲ ୨୨ରେ ଜମ୍ମୁ-କଶ୍ମୀରର ପହଲଗାମ୍ସ୍ଥିତ ପର୍ଯ୍ୟଟନସ୍ଥଳ ବୈସରନ୍ରେ ଆତଙ୍କବାଦୀମାନେ ୨୬ ହିନ୍ଦୁଙ୍କୁ ଗୁଳିକରି ହତ୍ୟାକରିବା ପରେ ଭାରତ ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରି ପଡ଼ୋଶୀ ଦେଶ ବିରୋଧରେ ଅନେକ ପଦକ୍ଷେପ ନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ…
ଭାରତର ବଡ଼ ଆକ୍ସନ: ପାକିସ୍ତାନ ସୂଚନା ମନ୍ତ୍ରୀଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ୟାନ୍
ଶ୍ରୀନଗର/ଇସଲାମାବାଦ୍,୩।୫: ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ରହିଛି। ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍ କରାଯାଇଛି। ଏକ୍ସ ପ୍ରୋଫାଇଲଲ୍ରୁ ତରାରଙ୍କ ଫଟୋ…
ମନ୍ଦିରରେ ଦଳାଚକଟା: ଚାଲିଗଲା ୭ ଭକ୍ତଙ୍କ ଜୀବନ, ୩୦ ଆହତ
ନୂଆଦିଲ୍ଲୀ,୨।୫: ଗୋଆର ଶିରଗାଓଁରେ ଆୟୋଜିତ ଶ୍ରୀ ଲୈରାଇ ‘ଯାତ୍ରା’ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା। ଏଠାକାର ଲୈରାଇ ମନ୍ଦିରରେ ଦଳାଚକଟା ହେବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି…
ବୋମା ପଡ଼ିଲେ ଶବ୍ଦ ହୁଏ, ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ଦିଅ: ଚନ୍ନିଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି
ଶ୍ରୀନଗର,୩/୫:ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସମସ୍ତଙ୍କ ନଜର ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରହିଛି। ଏହି ପରିପ୍ରେକ୍ଷୀରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ସାଂସଦ ଚରଣଜିତ ସିଂ ଚନ୍ନି କେନ୍ଦ୍ର ସରକାରଙ୍କଠାରୁ ୨୦୧୬ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି।…
Archives


