ବଢ଼ୁଛି କରୋନା କଷଣ
ନୂଆଦିଲ୍ଲୀ, ୧୦।୫: ଦେଶରେ ଭୟଙ୍କର ସ୍ଥିତିରେ କରୋନା। ଶନିବାର ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨, ୫୪୭କୁ ବୃଦ୍ଧି ପାଇଥିବା ବେଳେ ୨,୦୯୨ ଜଣଙ୍କ ମୃତ୍ୟୁ ଘଟିଛି। ୨୪ ଘଣ୍ଟାରେ ୧୦୬ ଜୀବନ ଯାଇଥିବା ବେଳେ ଆକ୍ରାନ୍ତ ହୋଇଛନ୍ତି...
ୟୁପିରେ ସ୍ଥଗିତ ହେବ ୩୫ ଶ୍ରମ ଆଇନ
ନୂଆଦିଲ୍ଲୀ,୧୦।୫: କୋଭିଡ୍-୧୯ ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଅର୍ଥନୀତିକୁ ସଜାଡିବା ଲାଗି ଜରୁରୀ ପୁଞ୍ଜି ଆକର୍ଷଣ କରିବା ଲକ୍ଷ୍ୟରେ ୩୮ ଶ୍ରମ ଆଇନ ମଧ୍ୟରୁ ୩୫ଟିକୁ ୩ ବର୍ଷ...
୧୦ ଦିନରେ ଡିସ୍ଚାର୍ଜ ହେବେ ଆକ୍ରାନ୍ତ
ନୂଆଦିଲ୍ଲୀ,୧୦।୫(ପି.ଟି.): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରୋଗୀଙ୍କ ଡିସ୍ଚାର୍ଜ ନୀତିରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ ନିୟମ ଅନୁଯାୟୀ ଗୁରୁତର ଅସୁସ୍ଥ କିମ୍ବା ଅନ୍ୟାନ୍ୟ ରୋଗ ଥିବା କରୋନା ଆକ୍ରାନ୍ତଙ୍କୁ ହସ୍ପିଟାଲ ଡିସ୍ଚାର୍ଜ କରିବା...
ଆଜିଠାରୁ ସିବିଏସ୍ଇ ଦଶମ, ଦ୍ୱାଦଶ ଶ୍ରେଣୀ ଖାତାଦେଖା
ନୂଆଦିଲ୍ଲୀ,୧୦।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାଦେଖା ରବିବାରଠାରୁ ଆରମ୍ଭ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଥିପାଇଁ ଦେଇଥିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। କୋଭିଡ୍-୧୯ ଜନିତ ଲକ୍ଡାଉନ...
୧୦ରୁ ସିବିଏସ୍ଇ ଦଶମ, ଦ୍ୱାଦଶ ଶ୍ରେଣୀ ଖାତାଦେଖା
ନୂଆଦିଲ୍ଲୀ,୯ା୫-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତାଦେଖା ରବିବାରଠାରୁ ଆରମ୍ଭ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଥିପାଇଁ ଦେଇଥିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁମୋଦନ କରିଛି। କୋଭିଡ୍-୧୯ ଜନିତ ଲକ୍ଡାଉନ ଯୋଗୁ...
ମଦ କିଣିବାକୁ ଦୁଇ ଦିନରେ ଦିଲ୍ଲୀ ସରକାର ଦେଇଛନ୍ତି ୪ ଲକ୍ଷରୁ ଊର୍ଦ୍ଧ୍ୱ ଇ-ଟୋକନ
ନୂଆଦିଲ୍ଲୀ,୯।୫: କରୋନା ଭାଇରସକୁ ନେଇ ଦେଶରେ ମେ’ ୪ ତାରିଖରୁ ଲକ୍ଡାଉନ ୩.୦ ଜାରି କରାଯାଇଛି। ମେ’ ୧୭ ପର୍ଯ୍ୟନ୍ତ ଏହା ଲାଗୁ କରାଯିବାକୁ ଥିବା ବେଳେ ଏହି ସମୟରେ ନିୟମରେ କିଛିଟା କୋହଳ କରାଯାଇଛି। ସରକାର ମଦ ବିକ୍ରିପାଇଁ...
ସୁସ୍ଥ ଅଛନ୍ତି ଶାହା
ନୂଆଦିଲ୍ଲୀ,୯।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୁସ୍ଥ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ସେ ଏକ ବିବୃତ୍ତି ଜାରି କରି ସୁସ୍ଥ ଥିବା ଦର୍ଶାଇଛନ୍ତି। ସେ କହିଛନ୍ତି କିଛିଦିନ ହେବ କିଛି ଲୋକ ସୋସିଆଲ ମିଡିଆରେ ମୁଁ ଅସୁସ୍ଥ...
ସରକାରଙ୍କ ସୁରକ୍ଷା ତାଗିଦ୍ ସତ୍ତ୍ୱେ ୧୩ କୋଟିରୁ ଅଧିକ ଭାରତୀୟ ଡାଉନଲୋଡ୍ କରିଛନ୍ତି ଜୁମ୍ ଆପ୍
ନୂଆଦିଲ୍ଲୀ,୯।୫: ଭାରତ ସରକାରଙ୍କ ସୁରକ୍ଷା ତାଗିଦ୍ ସତ୍ତ୍ୱେ ୧୩ କୋଟି ୧୦ ଲକ୍ଷ ଭାରତୀୟ ଜୁମ୍ ଆପ୍ ଡାଉନ୍ଲୋଡ୍ କରିଛନ୍ତି। ଏହି ଆପ୍ ଡାଉନଲୋଡ଼୍ ନ କରିବାକୁ ସରକାର ପରାମର୍ଶ ଦେଇଥିଲେ। ତେବେ ଲକ୍ଡାଉନ୍ ସମୟରେ ଏପ୍ରିଲ୍ ମାସରେ ଭାରତରେ...
ଭେଣ୍ଟିଲେଟରରେ ଅଜିତ୍ ଯୋଗୀ
ରାୟପୁର,୯।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦ୍ଘାତ ଯୋଗୁ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ରାୟପୁରର ଶ୍ରୀ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୭୪ ବର୍ଷ...
କରୋନା ସଂକ୍ରମଣ ପାଇଁ ଦାୟୀ ଚାଇନା: ସୁପ୍ରିମ୍କୋର୍ଟରେ ୬୦ ହଜାର କୋଟି ଡଲାରର କ୍ଷତିପୂରଣ ମାମଲା
ନୂଆଦିଲ୍ଲୀ,୯।୫: ପୃଥିବୀରେ କରୋନା ସଂକ୍ରମଣ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଉହାନ୍ର ଏକ ଲ୍ୟାବ୍ରୁ ଏହା ଲିକ୍ ହୋଇଥିବା କୁହାଯାଉଛି। ଇିତମଧ୍ୟରେ ଆମେରିକା, ବ୍ରିଟେନ୍, ଜର୍ମାନୀ ଆଦି ଦେଶ କରୋନା ସଂକ୍ରମଣ ଲାଗି ଚାଇନାକୁ ଦାୟୀ କରିଛନ୍ତି। ଏବେ ଭାରତରେ...
କରୋନା ଚିକିତ୍ସା ନିୟମରେ ପରିବର୍ତ୍ତନ
ନୂଆଦିଲ୍ଲୀ,୯।୫: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେବା ପାଇଁ ଯେଉଁସବୁ ନିୟମ ରହିଥିଲା ସେଥିରେ କିଛିଟା ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହାକୁ ନେଇ ନୂଆ...
ତ୍ରିପୁରାର ୧୧୬ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୦୨ ବିଏସ୍ଏଫ୍ କର୍ମଚାରୀ
ଅଗରତାଲା,୯।୫: ତ୍ରିପୁରାରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୦୨ ଜଣ ବିଏସ୍ଏଫ୍ କର୍ମଚାରୀ ରହିଛନ୍ତି। ୮୬ ବାଟାଲିୟନ୍ର ଯବାନଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା।...
Archives


