ଫଙ୍ଗପାଳ କେବଳ ଫସଲ ନୁହେଁ ମଣିଷ ପାଇଁ ମଧ୍ୟ କ୍ଷତିକାରକ !
ନୂଆଦିଲ୍ଲୀ,୨୯।୫: ପାକିସ୍ତାନରେ ଏକର ଏକର ଫସଲ ନଷ୍ଟ କରୁଥିବା ପଙ୍ଗପାଳ ଦଳ ଏବେ ଭାରତରେ କାୟା ବିସ୍ତାର କରିବାକୁ ଯାଉଛନ୍ତି। ଏବେସୁଦ୍ଧା ଏହା ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ପଞ୍ଜାବ ଓ ଉତ୍ତର ପ୍ରଦେଶରେ ଶହ ଶହ ହେକ୍ଟର ଚାଷ ଜମିରେ...
ଜୁନ୍ ପହିଲାରୁ ପୂର୍ବଭଳି କାର୍ଯ୍ୟ କରିବ ସମସ୍ତ ସରକାରୀ କାର୍ଯ୍ୟାଳୟ
ଡେରାଡୁନ,୨୯।୫: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହି ଅବଧି ଆଗକୁ ବଢିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଉତ୍ତରାଖଣ୍ଡରେ ଜୁନ୍ ପହିଲାରୁ...
ଏମ୍ସର ୨୦୬ କରୋନା ଯୋଦ୍ଧାଙ୍କ ରିପୋର୍ଟ ଆସିଛି ପଜିଟିଭ
ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଥିବା ବେଳେ ଦେଶରେ ମଧ୍ୟ ଏହାର ସ୍ଥିତି ବେଳକୁ ବେଳ ଅଣାୟତ ହେବାକୁ ଯାଉଛି। ବିଶେଷକରି ଆଗଧାଡିର କରୋନା ଯୋଦ୍ଧାମାନେ ଏଥିରେ ସଂକ୍ରମିତ ହେବା ଫଳରେ ଚିନ୍ତା ବଢିବାରେ ଲାଗିଛି।...
ଜୁନ୍ ପହିଲାରୁ ଖୋଲିବ ମନ୍ଦିର, ମସ୍ଜିଦ, ଗୁରୁଦ୍ୱାର: ମମତା
କୋଲକାତା,୨୯।୫: ଦେଶରେ କରୋନା ସଂକ୍ରମଣକୁ ଦେଖି ମାର୍ଚ୍ଚ ମାସଠାରୁ ଲାଗୁ କରାଯାଇଥିଲା ଲକ୍ଡାଉନ ନିୟମ। ଏହି ସମୟରେ ସମସ୍ତ ଧର୍ମୀୟ ଅନୁଷ୍ଠାନକୁ ମଧ୍ୟ ଯିବାକୁ ବାରଣ କରାଯାଇଥିଲା। ତେବେ ଲକ୍ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଥିବା ବେଳେ...
୩,୮୪୦ ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍: ଯାତ୍ରା କରିଛନ୍ତି ୫୨ ଲକ୍ଷରୁ ଅଧିକ ଶ୍ରମିକ
ନୂଆଦିଲ୍ଲୀ,୨୯।୫: ରେଲଓ୍ବେ ବୋର୍ଡର ଅଧ୍ୟକ୍ଷ ବିନୋଦ କୁମାର ଯାଦବ ଶୁକ୍ରବାର ସୂଚନା ଦେଇଛନ୍ତି, ଗତ ପ୍ରାୟ ୧ ସପ୍ତାହ ହେବ ପ୍ରତିଦିନ ପାଖାପାଖି ୩ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଛି ‘ଶ୍ରମିକ ସ୍ପେଶାଲ’ ଟ୍ରେନ୍। ଏହା...
ପରଲୋକରେ ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ
ରାୟପୁର,୨୯।୫: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଶୁକ୍ରବାର ପରଲୋକ ଘଟିଛି। ସେ ୨୦ ଦିନ ହେବ ହୃଦଘାତରେ ପୀଡିତ ହୋଇ ରାୟପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ପୁଅ ଅମିତ...
ଗୋପାଳଗଞ୍ଜ ଟ୍ରିପଲ୍ ମର୍ଡର : ତେଜସ୍ବୀଙ୍କ ଘର ଆଗରେ ବିଧାୟକ, କର୍ମୀଙ୍କ ଭିଡ
ପାଟନା,୨୯।୫: ଗୋପାଳଗଞ୍ଜ ଟ୍ରିପଲ୍ ମର୍ଡରକୁ ନେଇ ବିହାର ରାଜନୀତି ସରଗରମ ହୋଇପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଅଡି ବସିଛି ବିରୋଧୀ ଦଳ ଆରଜେଡି। ବିହାରର ପାଟନା ଠାରେ ଥିବା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଘର...
ଦିଲ୍ଲୀର ଏଲ୍ଜି କାର୍ଯ୍ୟାଳୟରେ ୪ ଜଣଙ୍କୁ କରୋନା
ନୂଆଦିଲ୍ଲୀ,୨୯।୫: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶୁକ୍ରବାର ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କ କାର୍ଯ୍ୟାଳୟରେ ୪ ଜଣ କର୍ମଚାରୀଙ୍କୁ କରୋନା ହୋଇଥିବାର ସୂଚନା ମିଳିଛି। ଏହି ୪ ଜଣଙ୍କ ମଧ୍ୟରେ...
ବଢିବ କି ଲକ୍ଡାଉନ୍… ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅମିତ ଶାହ
ନୂଆଦିଲ୍ଲୀ,୨୯।୫: କରୋନା ଯୋଗୁ ଦେଶରେ ଲାଗୁ କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ମେ ୩୧ରେ ଶେଷ ହେବ। ଆଗକୁ ଏହା ବୃଦ୍ଧି କରାଯିବ କି ନାହିଁ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏ ବିଷୟରେ ଆଲୋଚନା କରିବା ପାଇଁ...
ଲକ୍ଡାଉନ୍ ୪.୦: ମାତ୍ର ୧୨ ଦିନରେ ୭୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ, ୧୭୦୦ ମୃତ
ନୂଆଦିଲ୍ଲୀ,୨୦।୫: କରୋନା ସଙ୍କଟ ଯୋଗୁ ଦେଶରେ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଦୁଇ ଦିନ ମଧ୍ୟରେ ଶେଷ ହେବ। ଲକଡାଉନ ୪.୦ର ମାତ୍ର ୧୨ ଦିନ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହି ସମୟ...
ପଶ୍ଚିମବଙ୍ଗ କ୍ୟାବିନେଟ୍ ମନ୍ତ୍ରୀ, ସ୍ତ୍ରୀଙ୍କୁ କରୋନା
କୋଲକତା,୨୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ପଶ୍ଚିମବଙ୍ଗରେ କରୋନା ସ୍ଥିତ ଜଟିଳ ହୋଇପଡିଛି। ପଶ୍ଚିମବଙ୍ଗ ସରକାରର କ୍ୟାବିନେଟ୍ ମନ୍ତ୍ରୀ ସୁଜିତ୍ ବୋଷ ଏବଂ ତାଙ୍କ ସ୍ତ୍ରୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି...
୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍
ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ ୧୭୫ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇଛି। ସର୍ବାଧିକ କରୋନା ସଂକ୍ରମିତ...
Archives


