Operation Sindoor: ଫେଲ୍ ମାରିଲା ଚାଇନା ମାଲ! ଫାଇଟର ଜେଟ JF-17 କୁ ଉଡାଇଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୭।୫: କଶ୍ମୀରରେ ଭାରତୀୟ ଏୟାର ଡିଫେନ୍ସ ଦ୍ୱାରା ଖସାଇ ଦିଆଯାଇଥିବା ପାକିସ୍ତାନୀ ଯୁଦ୍ଧ ବିମାନଟି ଏକ ପାକିସ୍ତାନୀ (ଚାଇନିଜ JF-17) ଯୁଦ୍ଧ ବିମାନ। ସୂଚନାଯୋଗ୍ୟ, ଚାଇନିଜ F-17 ଥଣ୍ଡର୍ ହେଉଛି ଏକ ହାଲୁକା, ଏକକ ଇଞ୍ଜିନ ବିଶିଷ୍ଟ ମଲ୍ଟି ରୋଲ ଫାଇଟର…
Operation Sindoor: କିଏ ସେହି ମୋଦିଙ୍କ ‘ହନୁମାନ’ ଯିଏ ଜଳାଇଦେଲେ ଆତଙ୍କବାଦୀଙ୍କ ଲଙ୍କା, କିଏ ଦେଲେ ‘ଅପରେଶନ ସିନ୍ଦୂର’ର ନାମ? ଜାଣନ୍ତୁ…
ନୂଆଦିଲ୍ଲୀ,୭।୫: ଅଧା ରାତିରେ ହଜିଛି ପାକିସ୍ତାନର ନିଦ। ଭାରତ ମଧ୍ୟରାତ୍ରିରେ ପାକିସ୍ତାନ ଉପରେ କରିଥିବା ଏୟାର ଷ୍ଟ୍ରାଇକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରାତି ପ୍ରାୟ ୧ଟାରେ ଭାରତ ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଥିଲା ଏବଂ ଆତଙ୍କବାଦୀଙ୍କ ମୃତ୍ୟୁ ଖବର…
Operation Sindoor: ‘ମିଶନର ନାଁ ଶୁଣି ଭାବୁକ ହୋଇଯାଇଥିଲି’, ହୃଦୟର କଥା କହିଲେ ପହଲଗାମ ପୀଡ଼ିତଙ୍କ ଝିଅ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ସମୟରେ ବିସ୍ଫୋରଣରେ ଆକାଶ ଲାଲ ହୋଇଯାଇଥିଲା। ଏହା ପରେ, ଯେତେବେଳେ ଆକାଶର ଲାଲ ରଙ୍ଗ ଚାଲିଗଲା, ଅନ୍ଧାରରେ ଝଲସୁଥିବା ଆଲୋକ ମଧ୍ୟରେ ପୁଣି ଥରେ ଲଢ଼ୁଆ…
Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା
ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ । ପାକିସ୍ତାନ…
Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି
ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ…
Operation Sindoor: ମିଶନ ପାଇଁ କାହିଁକି ବଛାଗଲା ‘ଅପରେସନ ସିନ୍ଦୂର’ ନାମ, ପହଲଗାମ ପୀଡ଼ିତଙ୍କୁ ଏମିତି ମିଳିଲା ନ୍ୟାୟ
ନୂଆଦିଲ୍ଲୀ,୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ମହିଳା ସେମାନଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ,…
ପ୍ରତିଶୋଧ ନେଲା ଭାରତ ‘ଅପରେସନ ସିନ୍ଦୂର’ ରେ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ ଲେକେ…
“ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର ହେବ”: ପାକିସ୍ତାନକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା
ନୂଆଦିଲ୍ଲୀ, ୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳ ଯୋଗାଣ ବନ୍ଦ କରିବାର ନିଷ୍ପତ୍ତି ପରିବର୍ତ୍ତନ ହେବ ନାହିଁ, ଏବଂ କହିଛନ୍ତି, “ଭାରତର ଜଳ ଭାରତର ସ୍ୱାର୍ଥ ପାଇଁ ବ୍ୟବହାର…
India Pakistan War: କାଲି ହାଇଆଲର୍ଟ: ମୋଦି କଲେ ବଡ଼ ଘୋଷଣା, ଥରିଲା ପାକିସ୍ତାନ
ନୂଆଦିଲ୍ଲୀ,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇିଛନ୍ତି। ଭାରତର ଜଳ କେବଳ ଭାରତର ସ୍ବାର୍ଥ ଓ ଉନ୍ନତି ପାଇଁ ବ୍ୟବହାର ହେବ। ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଜିଲାରେ ଏକ ନିର୍ବାଚନୀ ସଭାରେ ସେ କହିଛନ୍ତି, “ଆମ ଜଳର…
ପାକିସ୍ତାନର ଗୋଟିଏ ମିସାଇଲ ମଧ୍ୟ ଭାରତର ମାଟି ଛୁଇଁ ପାରିବ ନାହିଁ… ଦେଶରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲାଗିଛି ଭାରତୀୟ Iron ଡୋମ୍
ନୂଆଦିଲ୍ଲୀ, ୬।୫: ଭାରତ ନିରନ୍ତର ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରୁଛି ଯାହା ପାକିସ୍ତାନ ଭଳି ପଡ଼ୋଶୀ ଦେଶମାନଙ୍କଠାରୁ ଉତ୍ପନ୍ନ ହେଉଥିବା ଆକାଶମାର୍ଗରେ ଆକ୍ରମଣର ବିପଦକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିପାରିବ। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ ଉନ୍ନତ ମିସାଇଲ…
India Pakistan War: ଯୁଦ୍ଧ ନେଇ ଆସିଲା ବଡ଼ ଖବର: କାଲି ସୀମାରେ ହାଇଆଲର୍ଟ, ମୁହାଁମୁହିଁ ହେବେ…
ନୂଆଦିଲ୍ଲୀ,୬।୫: ଭାରତୀୟ ବାୟୁସେନା ଆସନ୍ତକାଲି ପାକିସ୍ତାନ ସହ ମୁହାଁମୁହଁ ହେବାକୁ ଯାଉଛି। ଏହି ସମରଭ୍ୟାସ ମେ ୭ ଓ ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ବାୟୁସେନା ପକ୍ଷରୁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରାଯାଇଛି। ଏହି ଅଞ୍ଚଳ ଉପରେ…
ବଡ଼ ଖବର: ପହଲଗାମ ନରସଂହାର ସ୍ଥାନ ନିକଟରେ ଆତଙ୍କବାଦୀ ଆକ୍ରମଣ ସନ୍ଦିଗ୍ଧ ଗିରଫ
ନୂଆଦିଲ୍ଲୀ, ୬।୫: ବୈସାରଣ ଉପତ୍ୟକା ଆଖପାଖର ଜଙ୍ଗଲରେ ଏକ ଘେରାବନ୍ଦୀ ଓ ସର୍ଚ୍ଚ ଅପରେସନ ସମୟରେ, ସୁରକ୍ଷା ବାହିନୀ ସୋମବାର ଜଣେ ସନ୍ଦିଗ୍ଧ ବ୍ୟକ୍ତିକୁ ଗିରଫ କରିଛନ୍ତି। ସନ୍ଦିଗ୍ଧଙ୍କ ନିକଟରୁ ଏକ ବୁଲେଟପ୍ରୁଫ ଜ୍ୟାକେଟ୍ କଭର ମିଳିଥିଲା ବୋଲି ରିପୋର୍ଟରେ କୁହାଯାଇଛି।…
Archives


