ଚୁଡାନ୍ତ ଅନୁମୋଦନ ନ ମିଳିବା ପର୍ଯ୍ୟନ୍ତ କରୋନିଲର ବିଜ୍ଞାପନ କରି ନ ଥାଆନ୍ତା ପତଞ୍ଜଳି: ଆୟୁଷ ମନ୍ତ୍ରୀ
ନୂଆଦିଲ୍ଲୀ,୨୫।୬: ଗୋଟିଏ ପଟେ କରୋନା ମହାମାରୀ ଚିନ୍ତା ବଢାଇ ଚାଲିଥିବା ବେଳେ ଅନ୍ୟପଟେ କରୋନା ପାଇଁ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଔଷଧ ପ୍ରସ୍ତୁତି କରିଥିବା ଖବର ବେଳବୁ ବେଳ ଅଡୁଆ ଭିତରକୁ ଚାଲି ଯାଉଛି। ଗୁରୁବାର କେନ୍ଦ୍ର...
ଟିକ୍ଟକ୍କୁ ଜୋରଦାର୍ ଟକ୍କର ଦେବ ଏହି ସ୍ବଦେଶୀ ଆପ୍
ନୂଆଦିଲ୍ଳୀ,୨୪।୬ : ଚାଇନାର ଭାରତ ବିରୋଧୀ କାର୍ଯ୍ୟକଳାପ ଏବଂ ୨୦ ଯବାନ ଶହୀଦ ହେବା ଘଟଣାକୁ ନେଇ ଦେଶ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଚାଇନା ସାମଗ୍ରୀର ବୟକଟ କରିବା ନେଇ ସାରା ଦେଶରେ କ୍ୟାମ୍ପେନ ହେଉଥିବା ଦେଖାଯାଇଛି।...
କରୋନା ଭାଇରସ୍ଠାରୁ ଦୂରେଇ ରହିବାର ନୂଆ ଅସ୍ତ୍ର ସୋରିଷ ତେଲ
କୋଲକତା,୨୫।୬:ପଶ୍ଚିମବଙ୍ଗର ସିଲିଗୁଡି କମିଶନରେଟ୍ ପୋଲିସ ପକ୍ଷରୁ ନିଜ ଅଧିକାରୀଙ୍କୁ ଖାଦ୍ୟରେ ସୋରିଷ ତେଲ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କରୋନା ଭାଇରସ୍ ସହ ଲଢିବା ପାଇଁ ଏହା ଏକ ନୂଆ ଅସ୍ତ୍ର ବୋଲି କୁହାଯାଇଛି। ସିଲିଗୁଡି ପୋଲିସ ଆୟୁକ୍ତ ତ୍ରିପୁରାରୀ...
୫ ରାଜ୍ୟକୁ ମିଳିବ ପ୍ରଥମ ବ୍ୟାଚ୍ କୋଭିଡ୍-୧୯ କୋଭିଫର ଔଷଧ
ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ତେଲଙ୍ଗାନାର ହାଇଦ୍ରାବାଦ୍ ସ୍ଥିତ ହେଟ୍ରୋ ଔଷଧ ନିର୍ମାତା ପକ୍ଷରୁ ପ୍ରସ୍ତୁତ ହୋଇଥିବା ରେମଡିସିଭିରର ପ୍ରଥମ ବ୍ୟାଚ୍ ୫ଟି ରାଜ୍ୟକୁ ଯୋଗାଇ ଦିଆଯିବ। ରେମଡିସିଭିରରୁ ପ୍ରସ୍ତୁତ କୋଭିଫର...
ଜୁଲାଇ ୧ରୁ ୧୫ ମଧ୍ୟରେ ହେବାକୁ ଥିବା ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ
ନୂଆଦିଲ୍ଲୀ, ୨୫।୬: କରୋନା ସଂକ୍ରମଣ ଯୋଗୁ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର କେତେକ ବିଷୟକୁ ବନ୍ଦ କରିଦିଆଯାଇଥିଲା। ପରେ ଏହି ପରୀକ୍ଷା ଜୁଲାଇ ୧ରୁ ୧୫ ମଧ୍ୟରେ ହେବ ବୋଲି ସିବିଏସ୍ଇ ପକ୍ଷରୁ କୁହାଯାଇଥିଲା। ତେବେ ମହାରାଷ୍ଟ୍ର,...
କରୋନା ସଂକ୍ରମଣ ଯୋଗୁ ବନ୍ଦ ହୋଇପଡ଼ିଥିବା ଦିଲ୍ଲୀ ଏମ୍ସର ଓପିଡ଼ି ସେବା ପୁଣି ଆରମ୍ଭ
ନୂଆଦିଲ୍ଲୀ,୨୫।୬: ଦେଶରେ କରୋନା ଭାଇରସ୍ ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ଲକ୍ଷ ଆଡକୁ ଗତି କରୁଛି। ଇତିମଧ୍ୟରେ ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍...
ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍
ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ ଲୋକମାନେ ଡହଳବିକଳ ହୋଇପଡ଼ୁଛନ୍ତି। ଆଉ ଏଥିରୁ ନିସ୍ତାର ପାଇବା ପାଇଁ କିଏ ଛତା...
କେନ୍ଦ୍ରରେ ଚାଲିଛି ମୋଦି-ଶାହାଙ୍କ ୨ ଜଣିଆ ସରକାର: ରଣଦୀପ୍ ସୁରଜେଓ୍ବାଲା
ନୂଆଦିଲ୍ଲୀ, ୨୫।୬: ଜରୁରୀକାଳୀନ ପରିସ୍ଥିତି ଜାରି ହେବାର ୪୫ ବର୍ଷ ପୂରଣ ଅବସରରେ କଂଗ୍ରେସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଟାର୍ଗେଟ କରିଥିଲେ। କଂଗ୍ରେସ କ୍ଷମତା ହାସଲ ଲାଗି ଏଭଳି କରିଥିବା ଶାହା ଟୁଇଟ୍ କରିଥିଲେ। ଏହାର ଜବାବରେ କଂଗ୍ରେସ ପକ୍ଷରୁ...
ଚାଇନା ନାଗରିକଙ୍କ ପାଇଁ ଦିଲ୍ଲୀର ୩ ହଜାର ହୋଟେଲ-ଗେଷ୍ଟ ହାଉସ୍ ବନ୍ଦ
ନୂଆଦିଲ୍ଲୀ, ୨୫।୬: ଚାଇନା ପ୍ରତି ଭାରତୀୟଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି ହୋଇଛି। ଗଲଓ୍ବାନ ଘାଟିରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଏଭଳି ଭାବନା ବଢ଼ିବାରେ ଲାଗିଛି। ଦିଲ୍ଲୀର ୩ ହଜାର ହୋଟେଲ ଏବଂ ଗେଷ୍ଟ ହାଉସ୍ରେ ଚାଇନା...
ମୋଦିଙ୍କୁ ଡରୁ ନାହାନ୍ତି ରାହୁଲ: ଜବାବ ଦେଲେ ଶାହା
ନୂଆଦିଲ୍ଲୀ,୨୫।୬: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଙ୍ଗଳବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଦଳର ଜଣେ ନେତାଙ୍କ ଉପରେ ଖୁବ୍ ବର୍ଷିଥିଲେ। ସେ ଅଭିଯୋଗ କରିଥିଲେ କି କୌଣସି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିପାରୁ...
ଥାନାରେ ପହଞ୍ଚି ଯୁବକ କହିଲେ ମୁଁ କରୋନା ପଜିଟିଭ୍, ପୋଲିସ୍ ହେଲେ ଆଶ୍ଚର୍ଯ୍ୟ
କୋଲକତା,୨୫।୬: ପଶ୍ଚିମବଙ୍ଗରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ନିଜ କରୋନା ରିପୋର୍ଟ ନେଇ ପୋଲିସ ଥାନାରେ ପହଞ୍ଚି କହିଥିଲେ ମୁଁ କରୋନା ପଜିଟିଭ୍। ଏହା ଦେଖି ପୋଲିସ୍ ଆଶ୍ଚର୍ଯ୍ୟ ହୋଇ ତୁରନ୍ତ ଥାନାରୁ ବାହାରକୁ...
ପ୍ରତି ୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ପୁରୁଷ: ମହିଳାଙ୍କ ମୃତ୍ୟୁ ହାର ଅଧିକ
ନୂଆଦିଲ୍ଲୀ, ୨୫।୬: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ତେବେ ଦେଶରେ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୨ ଜଣ ପୁରୁଷ ରହିଛନ୍ତି। ଏନେଇ ଗ୍ଲୋବାଲ ହେଲଥ୍ ସାଇନ୍ସ୍ ପତ୍ରିକା ପକ୍ଷରୁ ହୋଇଥିବା ଏକ ସର୍ଭେ...
Archives


