ଜାତୀୟ

ସୋମବାର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ, ୩୦ା୮: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ହୋଇଥିବା ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ସୋମବାର ଦଣ୍ଡବିଧାନ କରାଯିବ। ଭୂଷଣ ଟୁଇଟ କରି ପ୍ରଧାନବିଚାରପତି ଏସ୍‌.ଏ. ବୋବ୍‌ଡେ ଓ ନ୍ୟାୟପାଳିକା ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଗତ ମଙ୍ଗଳବାର ଶୁଣାଣି…

ସ୍କୁଲ ନ ଖୋଲିବା ଯାଏ ଦେୟ ଆଦାୟ କରାଯାଇପାରିବ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ, ୩୦।୮(ପି.ଟି.): କରୋନା ମହାମାରୀ କାରଣରୁ ଶିକ୍ଷାନୁଷ୍ଠାନଗୁଡ଼ିକ ଦୀର୍ଘଦିନ ହେଲା ବନ୍ଦ ରହିଛି। ସ୍କୁଲ ନ ଖୋଲିବା ପର୍ଯ୍ୟନ୍ତ ପିଲାମାନଙ୍କ ଅଭିଭାବକଙ୍କଠାରୁ ବାର୍ଷିକ ଦେୟ କିମ୍ବା ଉନ୍ନୟନ ଅର୍ଥ ଆଦାୟ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଏକ ଘରୋଇ…

ଡୋକ୍‌ଲାମ ନିକଟରେ ଚାଇନାର କ୍ଷେପଣାସ୍ତ୍ର ଘାଟି

ନୂଆଦିଲ୍ଲୀ, ୩୦।୮: ଡୋକଲାମ ନିକଟରେ ଚାଇନା ଦୁଇଟି ଏୟାର ଡିଫେନ୍ସ ପୋଜିଶନ୍‌ର ବିକାଶ କରୁଛି। ଏହା ଡୋକ୍‌ଲାମ ସମେତ ସିକ୍କିମ୍‌ର ନାକୁ ଲାକୁ ଟାର୍ଗେଟ କରିପାରିବ। ଉପଗ୍ରହ ଚିତ୍ରରୁ ଏହି ସୂଚନା ମିଳିଛି। ୨୦୧୭ରେ ଡୋକ୍‌ଲାମରେ ଭାରତୀୟ ଓ ଚାଇନା ସୈନ୍ୟଙ୍କ…

ଏକକ ଭୋଟର ତାଲିକା ପାଇଁ କେନ୍ଦ୍ରର ବିଚାର

ନୂଆଦିଲ୍ଲୀ, ୩୦।୮(ପି.ଟି.): ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନର ସମ୍ଭାବ୍ୟତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି। ଏହାଦ୍ୱାରା ପାତରଅନ୍ତର ଦୂର ହେବା ସହ ଭୋଟର ତାଲିକାରେ ସମାନତା…

ଫେସ୍‌ବୁକ୍‌କୁ ନେଇ ବଢୁଛି ବିବାଦ

ନୂଆଦିଲ୍ଲୀ, ୩୦।୮: ଭାଜପା ନେତାମାନଙ୍କ ଘୃଣା ଉଦ୍ରେକକାରୀ ଭାଷଣକୁ ରୋକିବାରେ ଫେସ୍‌ବୁକ୍‌ ଇଣ୍ଡିଆର ପାତରଅନ୍ତର ନୀତି ବିରୋଧରେ ଉକ୍ତ ସଂସ୍ଥା କ’ଣ ପଦକ୍ଷେପ ନେଇଛି, ତାହା ଜଣାଇବା ପାଇଁ କଂଗ୍ରେସ ସାଧାରଣ ସମ୍ପଦକ କେ.ସି. ବେଣୁଗୋପାଳ ଏହାର ମୁଖ୍ୟ ମାର୍କ ଜୁକରବର୍ଗଙ୍କ…

ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ ଲକ୍‌ଡାଉନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ କଡ଼ାକଡ଼ି ଲାଗୁ ହେବ। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ…

ଅନ୍‌ଲକ୍‌ ୪ରେ ମେଟ୍ରୋ ରେଳସେବାକୁ ଅନୁମତି

ନୂଆଦିଲ୍ଲୀ, ୨୯।୮-ସେପ୍ଟେମ୍ବର ପହିଲାରୁ ଦେଶରେ ଅନ୍‌ଲକ୍‌ ୪ ଆରମ୍ଭ ହେଉଥିଲାବେଳେ ଏଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଶନିବାର ମାର୍ଗଦର୍ଶିକା ଜାରି ହୋଇଛି। ଏହି ଗାଇଡ୍‌ଲାଇନ ଅନୁଯାୟୀ ସେପ୍ଟେମ୍ବର ୭ରୁ ପର୍ଯ୍ୟାୟକ୍ରମେ ମେଟ୍ରୋ ରେଳସେବା ଆରମ୍ଭ ହେବ। ଏଥିପାଇଁ ଖୁବ୍‌ଶୀଘ୍ର ଗୃହନିର୍ମାଣ ଓ…

ପାଟ୍ରୋଲିଂ ବେଳେ ଭାରତ-ପାକିସ୍ତାନ ସୀମାରୁ ଠାବ ହେଲା ସୁଡଙ୍ଗ

ଜମ୍ମୁ,୨୯।୮-ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରୁ ଠାବ ହୋଇଛି ଏକ ସୁଡଙ୍ଗ। ଜମ୍ମୁର ସାମ୍ବା ସେକ୍ଟର ନିକଟରୁ ଏହି ସୁଡଙ୍ଗକୁ ବିଏସଏଫ ଯବାନମାନେ ଠାବ କରିଛନ୍ତି। ପାଟ୍ରୋଲିଂ ଚାଲିଥିବାବେଳେ ଯୁବାନମାନେ ସୀମାଠାରୁ ମାତ୍ର ୫୦ ମିଟର ଦୂରରେ ଏହାକୁ ଠାବ କରିଥିବା ଶନିବାର ବିଏସଏଫ…

ପେଟ ପାଇଁ ବିପଦରେ ଜୀବନ, ଏମିତି ସଂଘର୍ଷ କରୁଛନ୍ତି ଲୋକେ

ଭୋପାଳ,୨୯ା୮: ଲକ୍‌ଡାଉନ୍‌ ପରେ ବର୍ଷା ଏବଂ ବନ୍ୟା ଯୋଗୁ ଲୋକଙ୍କ ଜୀବନ ଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ଗତ ୩୬ ଘଣ୍ଟା ଧରି ମଧ୍ୟପ୍ରଦେଶର ବାଲାଘାଟରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଆର୍ଥିକ ସଙ୍କଟ…

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଡବଲ ମର୍ଡର

ଲକ୍ଷ୍ନୌ,୨୯।୮-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ନିକଟରେ ଶନିବାର ଡବଲ ମର୍ଡର ହୋଇଛି। ଗୌତମପଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ରହୁଥିବା କେନ୍ଦ୍ର ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ରାଜୀବ ଦତ୍ତ ବାଜପେୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ତାଙ୍କ ପତ୍ନୀ ଓ…

ଘରକୁ ଫେରିବେ ଶାହା

ନୂଆଦିଲ୍ଲୀ,୨୯।୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଖୁବ୍‌ ଶୀଘ୍ର ହସ୍ପିଟାଲରୁ ଛୁଟି ମିଳିବ। ଏହି ସୂଚନା ଶନିବାର ଦିଲ୍ଲୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ) ପକ୍ଷରୁ ଦିଆଯାଇଛି। ଏବେ ସେ ସୁସ୍ଥ ହୋଇ ଯାଇଥିବା ବେଳେ ତାଙ୍କୁ ଶୀଘ୍ର…

ପ୍ରେମିକାଙ୍କ କବର ଉପରେ ବସି ସିରିଏଲ୍‌ କିଲର ପ୍ରେମିକ ପିଉଥିଲେ ମଦ, ତାପରେ ଘଟିଲା ଏପରି…

ଭୋପାଳ, ୨୯।୮: ପ୍ରେମରୁ ସମ୍ପର୍କ ଏହା ପରେ ଅପରାଧ। ପ୍ରେମିକାଙ୍କୁ ହତ୍ୟା କରି ଘରେ କବର ଦେଇଥିଲେ ସିରିଏଲ୍‌ କିଲର ପ୍ରେମିକ। ପ୍ରେମିକାଙ୍କ କବର ଉପରେ ବସି ମଦ ପିଇ ମନକୁ ହାଲକା କରୁଥିଲେ। ମଧ୍ୟପ୍ରଦେଶ ଭୋପାଳର ସିରିଏଲ୍‌ କିଲର ଉଦୟନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri