ଜାତୀୟ

ଭାରତୀୟ ରୋଷେୟାଙ୍କ ଦ୍ୱାରା ରନ୍ଧାଯାଇଥିବା ଖାଦ୍ୟ ଖାଇବେନି ପୁଟିନ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୪।୧୨: ଯେତେବେଳେ ଭ୍ଲାଦିମିର ପୁଟିନ୍‌ ରୁଷିଆ ବାହାରକୁ ଯାତ୍ରା କରନ୍ତି, ତାଙ୍କ ସହିତ ଏକ ସମ୍ପୂର୍ଣ୍ଣ “ସେଫ ଟିମ” ଥାଆନ୍ତି। ଆଜି ସନ୍ଧ୍ୟାରେ ଯେତେବେଳେ ତାଙ୍କର IL-୯୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବ, ସେତେବେଳେ ଏଥିରେ ରୁଷିଆନ ଟୋଭୋରୋଗ, ରୁଷିଆନ…

ଏଣିକି ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ବେଙ୍ଗାଲୁରୁ,୪।୧୨: କର୍ନାଟକ ସରକାର ମହିଳା କର୍ମଚାରୀଙ୍କ ପାଇଁ ଏକ ନୂତନ ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୀତି ଅନୁଯାୟୀ, ୧୮ ରୁ ୫୨ ବର୍ଷ ବୟସର ମହିଳା ସରକାରୀ କର୍ମଚାରୀମାନେ ପ୍ରତି ମାସରେ ଗୋଟିଏ ଦିନ ପେଡ୍‌ ଋତୁସ୍ରାବ ଛୁଟି ପାଇବେ।…

SBIରୁ ରେଳବାଇ ଯାଏ ବାହାରିଲା ଚାକିରି, ଜାଣନ୍ତୁ କେବେ କରିବେ ଆପ୍ଲାଏ, ଦରମା ମିଳିବ ଏତେ

ନୂଆଦିଲ୍‌ଲୀ,୪।୧୨: ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି, ସରକାରୀ ଚାକିରି ଏବଂ ଶିକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ଯୋଜନାର ଫଳାଫଳ ଆଶା ପୂରଣ କରି ନ ଥିବାବେଳେ, ବ୍ୟାଙ୍କିଂ, ରେଳବାଇ ଏବଂ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ଏବଂ ପ୍ରବେଶ…

ମୋଦିଙ୍କ ସହ ବ୍ୟକ୍ତିଗତ ରାତ୍ରୀଭୋଜନ କରିବେ ପୁଟିନ୍‌, ଭାରତ ଗସ୍ତରେ ବଡ଼ ଘୋଷଣା କରିପାରନ୍ତି ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୪।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଗୁରୁବାର ଦୁଇ ଦିନିଆ ରାଜ୍ୟ ଗସ୍ତରେ ଭାରତ ଆସିବେ। ସେ ପ୍ରାୟ ଅପରାହ୍ନ ୪:୩୦ ସମୟରେ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ତାଙ୍କ ଆଗମନର କିଛି ଘଣ୍ଟା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଆଜି ଭାରତ ଆସୁଛନ୍ତି ପୁଟିନ୍‌: ମୋଦିଙ୍କ ସହ କରିବେ ବଡ଼ ଡିଲ୍‌!

ନୂଆଦିଲ୍ଲୀ,୪ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାରଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଥିବାବେଳେ ଏହି ଅବସରରେ ୨ ଦେଶ ମଧ୍ୟରେ ବେସାମରିକ ଆଣବିକ ସହଯୋଗ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହେବାକୁ ଯାଉଛି। ରୁଷିଆ କ୍ୟାବିନେଟ ଉକ୍ତ ଏମ୍‌ଓୟୁକୁ ମଞ୍ଜୁରୀ ପ୍ରଦାନ…

ମୁଖ୍ୟମନ୍ତ୍ରୀଙ୍କ ୪୩ ଲକ୍ଷ ଟଙ୍କିଆ ଘଣ୍ଟାକୁ ନେଇ ବିବାଦ

ବେଙ୍ଗାଲୁରୁ,୩।୧୨: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପୁଣି ଥରେ ଏକ ଦାମୀ ଘଣ୍ଟା ପିନ୍ଧିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ନିଜକୁ ଜଣେ ସମାଜବାଦୀ ନେତା ଭାବେ ଉପସ୍ଥାପନ କରୁଥିବା ସିଦ୍ଧରମେୟା ମଙ୍ଗଳବାର ଏକ ବୈଠକ ସମୟରେ ୪୩ ଲକ୍ଷ ୨୦ ହଜାର ଟଙ୍କା…

ଅନେକ ବିମାନ ଉଡ଼ାଣ ବାତିଲ କଲା ଇଣ୍ଡିଗୋ, ଯାତ୍ରୀଙ୍କୁ କ୍ଷମା ମାଗି…

ନୂଆଦିଲ୍ଲୀ,୩ା୧୨: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଗତ ଦୁଇ ଦିନ ଧରି ଏକ ଗମ୍ଭୀର ପରିଚାଳନାଗତ ସଙ୍କଟର ସମ୍ମୁଖୀନ ହେଉଛି। କମ୍ପାନୀ ଅନେକ ଉଡ଼ାଣ ବିଳମ୍ବ ଏବଂ ବାତିଲକରଣ ଯୋଗୁ ହୋଇଥିବା ଅସୁବିଧାକୁ ସ୍ବୀକାର କରିଛି, ଯାହା ଯାତ୍ରୀମାନଙ୍କୁ ଅସୁବିଧାରେ…

ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ ମୋଇତ୍ରା, ‘ବଙ୍ଗାଳୀଙ୍କୁ ଧମକ ଦେଇ…’

ଭୁବନେଶ୍ୱର,୩।୧୨: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୋଇତ୍ରା ବୁଧବାର ଓଡ଼ିଶାର ନୟାଗଡ଼ ଜିଲା ପୋଲିସ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୟାଗଡ଼ ପୋଲିସ୍ ଚାରି ଜଣ ବଙ୍ଗାଳୀ ଭାଷାଭାଷୀ ମୁସଲିମ୍ ବ୍ୟବସାୟୀଙ୍କୁ ବଳପୂର୍ବକ ରାଜ୍ୟରୁ…

ଟଳିଲେ ୧୨ ମାଓବାଦୀ, ଶହୀଦ ହୋଇଗଲେ ୩ ଯବାନ

ରାୟପୁର,୩ା୧୨: ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୧୨ ମାଓବାଦୀ ଟଳି ପଡ଼ିଥିବାବେଳେ ୩ ଡିଆର୍‌ଜି ଯବାନ ମଧ୍ୟ ଶହୀଦ ହୋଇଯାଇଛନ୍ତି। ଦୁଇ ଯବାନ ଗୁରୁତର ଅଛନ୍ତି। ତେବେ ଘଟଣାସ୍ଥଳରୁ ଏସ୍‌ଏଲ୍‌ଆର ଥ୍ରୀ ନଟ୍‌ ଥ୍ରୀ…

ଭାରତର ଏପରି ଗାଁ: ଯେଉଁଠି ପ୍ରତ୍ୟେକ ଘରେ ଅଛନ୍ତି ଜଣେ ‘ଯବାନ’

ନୂଆଦିଲ୍ଲୀ,୩ା୧୨: ଉତ୍ତର ପ୍ରଦେଶର ଗାଜିପୁର ଜିଲାରେ ଥିବା ଗହମରକୁ ଭାରତର ସର୍ବବୃହତ୍ “ସୈନିକ ଗ୍ରାମ” ଭାବେ ଜଣାଶୁଣା। ଏହି ଗ୍ରାମରେ ସେନାରେ କାର୍ଯ୍ୟ କରିସାରିଥିବା କିମ୍ବା ବର୍ତ୍ତମାନ କାର୍ଯ୍ୟ କରୁଥିବା ପାଞ୍ଚ ହଜାରରୁ ଅଧିକ ସଦସ୍ୟ ଅଛନ୍ତି। ଏହି ଗ୍ରାମର ପ୍ରାୟ…

ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା

ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍ ପିଛା ରେକର୍ଡ ସର୍ବନିମ୍ନ ୯୦.୧୩ରେ ପହଞ୍ଚିଛି। ଏହା ପୂର୍ବରୁ ମଙ୍ଗଳବାର ଏହି ମୂଲ୍ୟ ୮୯.୯୪୭୫…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଚା’ ବିକୁଥିବା AI ଭିଡିଓ ଉପରେ ଭାଜପା ଖପ୍ପା, କହିଲା, ଜନତା କେବେ ବି…

ନୂଆଦିଲ୍ଲୀ,୩ା୧୨: ଏକ ଭାଇରାଲ ଏଆଇ-ଜେନେରେଟେଡ ଭିଡିଓ କଂଗ୍ରେସ ଏବଂ ଭାଜପା ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଡ୍‌-କାରପେଟରେ ଚା’ ବିକୁଥିବାର ଦେଖାଯାଇଛି। କଂଗ୍ରେସ ନେତା ରାଗିଣୀ ନାୟକ ଏହାକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?