ଜାତୀୟ

ନିଷ୍ପତ୍ତି କ୍ଷମତା କମିଟିର ନାହିଁ

ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ…

ସରକାରଙ୍କ ପଛଘୁଞ୍ଚା

ନୂଆଦିଲ୍ଲୀ, ୨୧।୧(ପି.ଟି.):ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ୫୮ ଦିନରେ ପହଞ୍ଚିଥିବାବେଳେ ଏଥିରେ ବ୍ୟତିବ୍ୟସ୍ତ ହୋଇ ସରକାର ପଛଘୁଞ୍ଚା ଦେଇଛନ୍ତି। ଶେଷରେ ନୂଆ କୃଷି ଆଇନକୁ ୧୮ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ…

ଚାଷୀ ଆଇନ ସ୍ଥଗିତ ରଖିବାକୁ ପ୍ରସ୍ତୁତ: ସରକାର

ନୂଆଦିଲ୍ଲୀ, ୨୦।୧- ବିବାଦୀୟ ୩ ଚାଷୀ ଆଇନକୁ ଦେଢ଼ ବର୍ଷ ପାଇଁ ସ୍ଥଗିତ ରଖିବାକୁ ପ୍ରସ୍ତୁତ। ଏ ନେଇ ଏକ ଆଫିଡେଭିଟ୍‌ ମାଧ୍ୟମରେ ସୁପ୍ରିମକୋର୍ଟଙ୍କୁ ଜଣାଇବୁ ବୋଲି ବୁଧବାର ସନ୍ଧ୍ୟାରେ କୃଷକଙ୍କ ସହ ୧୦ମ ରାଉଣ୍ଡ ଆଲୋଚନାବେଳେ ଏହା କହିଛନ୍ତି ସରକାର।…

୨୨ରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ

ନୂଆଦିଲ୍ଲୀ,୨୦।୧: ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡ୍‌ବ୍ଲ୍ୟୁସି)ର ବୈଠକ । ଏହି ବୈଠକରେ ଦଳର ସାଂଗଠନିକ ନିର୍ବାଚନ ଲାଗି ନିର୍ଦ୍ଧାରଣ ହେବ ତାରିଖ। ସଂସଦରେ ବଜେଟ୍‌ ଅଧିବେସନର ଏକ ସପ୍ତାହ ପୂର୍ବରୁ ଭିଡିଓ କନଫରେନ୍ସିଂ…

କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ

ହାଇଦ୍ରାବାଦ,୨୦।୧: କରୋନା ଟିକା ନେଇ ପୁଣି ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସେ ତେଲଙ୍ଗାନାର ର୍ନିମଲ ଜିଲାର ଜଣେ ୪୨ ବର୍ଷିୟ ସ୍ବାସ୍ଥ୍ୟ କର୍ମୀ ବୋଲି ସୂଚନା ମିଳିଛି। ସ୍ବାସ୍ଥ୍ୟ କର୍ମୀ ଜଣକ ୧୯ତାରିଖରେ ସ୍ଥାନୀୟ ଡାକ୍ତରଖାନାରେ କରୋନା…

ଏପ୍ରିଲରେ ହେବ ଆସାମ ବିଧାନସଭା ନିର୍ବାଚନ

ଗୁଆହାଟି,୨୦।୧: ଏପ୍ରିଲରେ ଆସାମ ବିଧାନସଭା ନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ବୁଧବାର ସୂଚନା ଦେଇଛନ୍ତି। ରଙ୍ଗୋଲି ବିହୁ ପର୍ବ ଏବଂ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲରେ ବିଧାନସଭା…

ମମତାଙ୍କ ପାଇଁ କାହିଁକି ନନ୍ଦିଗ୍ରାମ ଗୁରୁତ୍ୱପୂର୍ଣ୍ଣ ?

ବିଧାନସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ରାଜନୀତି ପୂରା ସରଗରମ ହୋଇଉଠିଛି। ଆଗାମୀ ନିର୍ବାଚନରେ ନନ୍ଦିଗ୍ରାମ ସିଟ୍‌ରେ ହିଁ ଛିଡ଼ା ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କର ଏହି ଘୋଷଣାରୁ ଜଣାପଡ଼ୁଛି ବର୍ତ୍ତମାନ କର-ବା-ମର ସ୍ଥିତିରେ ଛିଡ଼ା ହୋଇଛନ୍ତି…

୧୧୩ ବର୍ଷୀୟା ଜେଜେମାଙ୍କ ପାଇଁ ନାତିଙ୍କ ଭାଗ୍ୟ ବଦଳିଲା

କୁହାଯାଏ, ନିର୍ବାଚନରେ ଗୋଟିଏ ଭୋଟ ବି ମୂଲ୍ୟବାନ। କେହି ଗୋଟିଏ ଭୋଟ୍‌ରେ ରାଜା ହୋଇ ଯାଆନ୍ତି ତ ଆଉ କିଏ ହାରିଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ। ଜଣେ ଜେଜେମାଙ୍କର ଗୋଟିଏ ମାତ୍ର ଭୋଟ ତାଙ୍କ ନାତିଙ୍କୁ…

ଆନ୍ଦୋଳନ କରୁଥିବା ଅନ୍ନଦାତାଙ୍କ ପାଇଁ ଓପନ ଲାଇବ୍ରେରୀ-ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌

ନୂଆଦିଲ୍ଲୀ, ୨୦।୧: ଘାଜିପୁର ସୀମାରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି। ଅନ୍ନଦାତାଙ୍କ ଅବସର ସମୟ ବିତାଇବା ଲାଗି ଏଠାରେ ଓପନ ଲାଇବ୍ରେରୀ ସହିତ ଫ୍ରି ଲାଙ୍ଗୁଏଜ୍‌ କ୍ଲାସ୍‌ ଆରମ୍ଭ କରାଯାଇଛି। ଆନ୍ଦୋଳନର ୫୫ ଦିନରେ ଏଠାରେ ଓପନ ଲାଇବ୍ରେରୀ ଖୋଲା ଯାଇଛି।…

ଭଣ୍ଡବାବାଙ୍କ ଆଶ୍ରମ ବନ୍ଦ ସମ୍ପର୍କରେ ବିଚାର କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ: ସରକାର ନେବେ ପଦକ୍ଷେପ

ନୂଆଦିଲ୍ଲୀ, ୨୦।୧: ଦେଶରେ ରହିଥିବା ଭଣ୍ଡବାବା ଅବା ଆତ୍ମଘୋଷିତ ବାବାଙ୍କ ଆଶ୍ରମ ବନ୍ଦ କରିବା ଉପରେ ବିଚାର କରିବାକୁ ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏନେଇ ସରକାରଙ୍କୁ ଆବେଦନ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ନେତୃତ୍ୱରେ ଗଠିତ…

ଲକ୍‌ଡାଉନ୍‌ରେ ଜେଲ୍‌ରୁ ଘରକୁ ଆସିଥିବା କଏଦି ଆଉ ଫେରୁ ନାହାନ୍ତି

ଫିରୋଜାବାଦ୍‌, ୨୦।୧: ଲକ୍‌ଡାଉନ୍‌ ସମୟରେ କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶର ବିଭିନ୍ନ ଜେଲ୍‌ରୁ କଏଦିଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜେଲ୍‌ରେ ଭିଡ଼ କମ କରିବା ଲାଗି ଏଭଳି କରାଯାଇଥିଲା। ତେବେ ଏବେ ସମସ୍ୟା ଉପୁଜିଛି।…

ଉତ୍ତରପ୍ରଦେଶ ଗରିବଙ୍କ ପାଇଁ ଉପହାର ଘୋଷଣା କଲେ ମୋଦି

ଲକ୍ଷ୍ନୌ, ୨୦।୧: ଉତ୍ତରପ୍ରଦେଶର ଗ୍ରାମୀଣ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉପହାର ଘୋଷଣା କରିଛନ୍ତି। ରାଜ୍ୟର ୬ ଲକ୍ଷ ୧୦ ହଜାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅନ୍ତର୍ଗତ ବାସ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ୨୬୯୧…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri