ଜାତୀୟ

ଭିନ୍ନମତ ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ,୪ା୩(ପି.ଟି.): ସରକାରଙ୍କ ଆଭିମୁଖ୍ୟଠାରୁ ଭିନ୍ନମତ ପୋଷଣ କରିବା ଦେଶଦ୍ରୋହ ପଦବାଚ୍ୟ ହେବ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ବିରୋଧରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ଖାରଜ କରି ସର୍ବୋଚ୍ଚ ଅଦାଲତ…

କୋଭିଡ୍‌ ଭାକ୍ସିନ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ : ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଟିଏମ୍‌ସି

ନୂଆଦିଲ୍ଲୀ,୩।୩ : ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବୁଧବାର ନିର୍ବାଚନ ଆୟୋଗ (ଇସି)ଙ୍କ ଦ୍ୱାରସ୍ଥ ହୋଇଛି। ପଶ୍ଚିମ ବଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଯୋଜନା ବିଜ୍ଞାପନରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରା ବ୍ୟବହାର ହୋଇଛି, ଯାହାକି ସରକାରୀ ଯନ୍ତ୍ରର ଅପବ୍ୟବହାର।…

ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ସାଙ୍ଗକୁ ହତ୍ୟା କଲା ସାଙ୍ଗ

ମୁମ୍ବାଇ,୩।୩ : ରୋଷେଇ ଟେଷ୍ଟି ହୋଇ ନ ଥିବାରୁ ଜଣେ ଶ୍ରମିକ ତାଙ୍କ ୨୭ ବର୍ଷୀୟ ସାଙ୍ଗକୁ ହତ୍ୟା କରିଛନ୍ତି। ଏହି ଘଟଣା ସୋମବାର ମୁମ୍ବାଇର ଦହିସର ଅଞ୍ଚଳରେ ଏକ ନିର୍ମାଣଧୀନ କୋଠାରେ ଘଟିଛି। ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତଙ୍କ…

ରାଜନୀତି ଛାଡ଼ିଲେ ଶଶିକଳା

ଚେନ୍ନାଇ,୩।୩ : ତାମିଲନାଡୁ ସରକାରରେ ଥିବା ଏଆଇଏଡିଏମ୍‌କେ ମୁଖ୍ୟ ପଦରୁ ବିଦା ହୋଇଥିବା ଭି.କେ. ଶଶିକଳା ବୁଧବାର ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ବିଧାନସଭା ନିର୍ବାଚନର କିଛି ସପ୍ତାହ ପୂର୍ବରୁ ଏଭଳି ପଦକ୍ଷେପ ପଛର କାରଣ ସ୍ପଷ୍ଟ କରାଯାନାହିଁ। ଲିଖିତ ଆକାରରେ ପ୍ରକାଶ…

ପୋଷ୍ଟମର୍ଟମ ଟେବୁଲରେ ଜୀବନ୍ତ ହୋଇ ଉଠିଲେ ଯୁବକ

ନୂଆଦିଲ୍ଲୀ,୩।୩ : ମୋଟର ସାଇକେଲ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ମାତ୍ର ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସେ ବଞ୍ଚିଥିବା ଦେଖିବାକୁ ପାଇଥିଲେ ପାଥାଲୋଜିଷ୍ଟ। କର୍ନାଟକରେ ଏଭଳି ଆଶ୍ଚର୍ଯ୍ୟଜନକ…

ବଲିଉଡ୍‌ ଅଭିନେତ୍ରୀଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୩।୩ : ବଲିଉଡ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ସମାଲୋଚକ ଭାବେ ଜଣାଶୁଣା ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ ଓ ଅଭିନେତ୍ରୀ ତାପସି ପନ୍ନୁଙ୍କ ଘରେ ବୁଧବାର ଆୟକର ବିଭାଗ (ଆଇଟି) ଚଢ଼ାଉ କରିଛି। ଟିକସ ଫାଙ୍କି ଅଭିଯୋଗରେ ଦୁଇ ଜଣଙ୍କୁ…

ସନ୍ଦେହର ପରିଣାମ: ପତ୍ନୀ, ଦୁଇ ଝିଅଙ୍କୁ ହାତୁଡ଼ିରେ ଛେଚି ଛେଚି ହତ୍ୟା

ବୁଲନ୍ଦଶାହର,୩।୩ : ସନ୍ଦେହର ପରିଣାମ କେତେ ଯେ, ଭୟଙ୍କର ତାହାର ଆକଳନ କରିବା କଷ୍ଟକର। ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ଏକ ଘଟଣା ସାମ୍ନାକୁ ଆସିଛି। ଅନ୍ୟ ପୁରୁଷଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପତ୍ନୀ ଓ ଦୁଇ ଝିଅଙ୍କୁ…

ଯେତେବେଳେ ଇଚ୍ଛା ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ,୩।୨: ଭାରତରେ ଚାଲିଥିବା କରୋନା ଟିକାକରଣ ଅଭିଯାନକୁ ଆହୁରି ଗତିଶିଳ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ଟିକାକରଣ କାର୍ଯ୍ୟକ୍ରମ ୨୪ ଘଣ୍ଟା ଓ ସପ୍ତାହକୁ ୭ ଦିନ ଚାଲିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ…

୯ କର୍ମଚାରୀଙ୍କୁ କରୋନା, ୪୮ ଘଣ୍ଟା ପାଇଁ ସିଲ୍‌ ହେଲା ହୋଟେଲ

ଲକ୍ଷ୍ନୌ,୩।୩: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ଏକ ହୋଟେଲର ୯ ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ଅନ୍ୟପକ୍ଷରେ ହୋଟେଲକୁ ୪୮ ଘଣ୍ଟା ପାଇଁ ସିଲ୍‌ କରି ଦିଆଯାଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କର୍ମଚାରୀମାନଙ୍କର…

ବିଶ୍ୱକପ ବିଜେତା ଅଧିନାୟକ ନେଲେ ପ୍ରଥମ ଡୋଜ ଟିକା

ନୂଆଦିଲ୍ଲୀ,୩।୨: ବିଶ୍ୱକପ ବିଜେତା ଅଧିନାୟକ ତଥା ପୂର୍ବତନ ଭାରତ ଅଲ୍‌ରାଉଣ୍ଡର କପିଲ ଦେବ ବୁଧବାର କରୋନା ଟିକା ନେଇଛନ୍ତି। କପିଲ ହୃଦରୋଗ ନିର୍ଦ୍ଦେଶକ ଡକ୍ଟର ଅତୁଲ ମାଥୁର୍‌ଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀର ଫୋର୍ଟିସ ହସ୍ପିଟାଲ ହାର୍ଟ ଇନ୍‌ଷ୍ଟିଚ୍ୟୁଟରେ ଟିକା ନେଇଥିଲେ। ଗତ ବର୍ଷ…

ପ୍ରିୟଙ୍କାକୁ ଅଧ୍ୟକ୍ଷା କରାଯିବା ନେଇ ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୩।୩: କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଥମିବାର ନା ଧରୁନି। ଦଳରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ସଙ୍କଟ ସୃଷ୍ଟି ହୋଇଥିବାବେଳେ ବରିଷ୍ଠ ନେତା ରଶିଦ୍‌ ଆଲ୍‌ଭି କହିଛନ୍ତି ଯେ, ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବାକୁ ଅମଙ୍ଗ ହେଉଛନ୍ତି। ତେଣୁ ଏହି ଦାୟିତ୍ୱ ପ୍ରିିୟଙ୍କ…

ସେକ୍ସ୍‌ ସିଡ଼ି ମାମଲା: ମନ୍ତ୍ରୀ ଦେଲେ ଇସ୍ତଫା, ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ

ବେଙ୍ଗାଲୁରୁ,୩।୩: ସେକ୍ସ୍‌ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଛି। ରମେଶ ଏହି ମାମଲାରେ ଇସ୍ତଫା ଦେଇଛନ୍ତି। ସେ ବୁଧବାର ନିଜ ଇସ୍ତଫା ପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?