ଜାତିସଂଘ ଉପଦେଷ୍ଟା କମିଟିରେ ବିଦିଶା
ଜାତିସଂଘ,୭।୧୧: ଭାରତୀୟ କୂଟନୀତଜ୍ଞ ବିଦିଶା ମୈତ୍ର ଜାତିସଂଘ ଉପଦେଷ୍ଟା (ପ୍ରଶାସନିକ ଓ ବଜେଟାରୀ) କମିଟିକୁ ମନୋନୀତ ହୋଇଛନ୍ତି। ତାଙ୍କୁ ୧୨୬ ଖଣ୍ଡ ଭୋଟ ମିଳିଛି। ୧୯୩ ସଦସ୍ୟଯୁକ୍ତ ସାଧାରଣ ସଭାରେ ଯୋଗ୍ୟତା, ଅଭିଜ୍ଞତା ଓ ଭୌଗୋଳିକ ଜ୍ଞାନକୁ ନେଇ ସଦସ୍ୟଙ୍କୁ...
୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ମିଳିବ ଅନୁମତି: ୟୁଜିସି
ନୂଆଦିଲ୍ଲୀ,୭ା୧୧: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ୟୁନିଭର୍ସିିଟି ଗ୍ରାଣ୍ଟ୍ସ କମିଶନ (ୟୁଜିସି) ଗାଇଡ୍ଲାଇନ୍ ଜାରି କରିଥିବାବେଳେ ଏକା ଥରକେ ୫୦% ଛାତ୍ରୀଛାତ୍ରଙ୍କୁ ଉପସ୍ଥିତ ଲାଗି ଅନୁମତି ମିଳିପାରିବ ବୋଲି ଦର୍ଶାଯାଇଛି। ଏଥିସହ ସୀମିତ ସଂଖ୍ୟାର ହଷ୍ଟେଲ ଖୋଲାଯିବ। କୋଭିଡ୍...
ଆରଜେଡି ନେତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ପାଟଣା, ୭।୧୧-ବିହାରରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ବିଟୁ ସିଂଙ୍କ ଭାଇ ବେନି ସିଂଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଛନ୍ତି। ପୂର୍ଣ୍ଣେୟା ଜିଲା ଧାମଦାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାର୍ସି...
ବିହାରରେ ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି: ସନ୍ଧ୍ୟା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ମତଦାନ
ପାଟନା,୭ା୧୧: ବିହାର ବିଧାନସଭାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ସା ୫ଟା ସୁଦ୍ଧା ୫୨.୮୦ ପ୍ରତିଶତ ଭୋଟର ମତଦାନ କରିଥିବା ଜଣାପଡ଼ିଛି। ଶନିବାର ୭୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମତଦାନ କରାଯାଇଛି। ଅପରାହ୍ନ ୫ଟା ସୁଦ୍ଧା...
ମୁଖ୍ୟ ସୂଚନା କମିଶନର ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଯଶବର୍ଦ୍ଧନ ସିହ୍ନା
ନୂଆଦିଲ୍ଲୀ,୭ା୧୧: ଯଶବର୍ଦ୍ଧନ କୁମାର ସିହ୍ନା ଦେଶର ନୂତନ ମୁଖ୍ୟ ସୂଚନା କମିଶନର (ସିଆଇସି) ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶନିବାର ରାଷ୍ଟ୍ରୀୟ ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ସୂଚନା କମିଶନର ଯଶବର୍ଦ୍ଧନ ପୂର୍ବତନ ଭାରତୀୟ ବୈଦେଶିକ...
ଏକଜିଟ୍ ପୋଲ ଉପରେ ଏବେ ସମସ୍ତଙ୍କ ନଜର
ନୂଆଦିଲ୍ଲୀ,୭ ।୧୧: ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଆଉ ମାତ୍ର କିଛି ସମୟ ପରେ ଶେଷ ହୋଇଯିବ । ନଭେମ୍ବର ୧୦ରେ ଏହାର ଫଳାଫଳ ଆସିବାକୁଥିବା ବେଳେ ଏବେ ସମସ୍ତଙ୍କ ନଜର ରହିବ ଏକଜିଟ୍ ପୋଲ ଉପରେ ।...
ଏଲ୍ଓସି-ଏଲ୍ଏସି ଉପରେ ମହାକାଶରୁ ରହିବ କଡ଼ା ନଜର
ହାଇଦ୍ରାବାଦ୍,୭।୧୧: ଏଲ୍ଓସି ଏବଂ ଏଲ୍ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ...
ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀ ହେବେ ମୁକ୍ତ
ବିଜୟଓ୍ବାଡା,୭।୧୧: ଆନ୍ଧ୍ରପ୍ରଦେଶ ସରକାର ଆଜୀବନ କାରାଦଣ୍ଡ ଭୋଗୁଥିବା ୫୫ ମହିଳା କଏଦୀଙ୍କୁ ମୁକ୍ତ କରିବା ଲାଗି ଯୋଜନା କରିଛନ୍ତି। ରାଜ୍ୟର ବିଭିନ୍ନ ଜେଲ୍ରେ ଏହି ମହିଳା କଏଦୀଙ୍କୁ ଚଳିତ ସପ୍ତାହରେ ମୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ଜଗନମୋହନ ରେଡ୍ଡୀ...
ଭୋଟର-ସୁରକ୍ଷାକର୍ମୀ ହାତାହାତି: ଲାଠିଚାର୍ଜ, ଫାୟାରିଂ ଯୋଗୁ ଲୋକେ ଆତଙ୍କିତ
ପାଟନା,୭।୧୧: ବିହାରର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଭୋଟର ଏବଂ ସୁରକ୍ଷାକର୍ମୀ ହାତାହାତି ହୋଇଛନ୍ତି। ପୂର୍ଣିଆର ଧମଦାହା ଆସନର ଅଲିଗଞ୍ଜ୍ ସ୍ଥିତ ବୁଥ୍ ନମ୍ବର ୨୮୨ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଲାଇନରେ ଭୋଟରମାନେ ମତଦାନ କରୁଥିଲେ।...
କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବେ କେରଳ ସରକାର
ଥିରୁଭାନନ୍ତପୁରମ୍,୭।୧୧: କଏଦୀଙ୍କ ପିଲାଙ୍କୁ ପାଠପଢ଼ାରେ ସହାୟତା କରିବା ଲାଗି କେରଳ ସରକାର ଅଣ୍ଟା ଭିଡ଼ିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସରକାର ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଶିକ୍ଷାପାଇଁ ୧୫ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ପେଶାଦାର ଶିକ୍ଷା ଲାଗି...
କେରଳ ରାଜ୍ୟପାଳ କରୋନା ପଜିଟିଭ
ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଟୁଇଟରରେ ସେ ନିଜେ ଏହି ସୂଚନା ଦେଇଛନ୍ତି । ସେ ଟୁଇଟ୍...
ଗୁପ୍ଚୁପ୍ରେ ଶୌଚାଳୟ ପାଣି: ଲୋକେ ଭାଙ୍ଗିଦେଲେ ଠେଲାଗାଡ଼ି
ମୁମ୍ବାଇ,୭।୧୧: ରାସ୍ତାକଡ଼ରେ ଗୁପ୍ଚୁପ୍ ଖାଇବାକୁ କେତେକ ପସନ୍ଦ କରିଥାନ୍ତି। ତେବେ ମୁମ୍ବାଇର କୋହ୍ଲାପୁର ଅଞ୍ଚଳରେ ଲୋକଙ୍କୁ ପିଇବାକୁ ଦେଉଥିବା ଖଟାପାଣିରେ ଶୌଚାଳୟ ପାଣି ମିଶାଉଥିବା ଅଭିଯୋଗରେ ଜଣେ ଗୁପ୍ ଚୁପ୍ ବିକାଳିଙ୍କ ଠେଲାଗାଡ଼ିକୁ ଲୋକେ ଭାଙ୍ଗି ଦେଇଛନ୍ତି। ସ୍ଥାନୀୟ ରଣକଳା...
Archives


