ଜାତୀୟ

ସ୍ବାମୀକୁ ଛାଡପତ୍ର ଦେବେ ଆଇଏଏସ୍‌ ଟିନା ଡାବି

ଜୟପୁର,୨୦।୧୧-୨୦୧୫ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ଟିନା ଡାବି ତାଙ୍କ ସ୍ବାମୀ ଅଥର ଅମିର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜୟପୁରର ଏକ ଫ୍ୟାମିଲି କୋର୍ଟରେ ଉଭୟେ ସ୍ବାମୀ ସ୍ତ୍ରୀ ସହମତି ଭିତ୍ତିରେ ଛାଡପତ୍ର ପାଇଁ...

ଅହମଦାବାଦରେ ୬୦ ଘଣ୍ଟା କର୍ଫ୍ୟୁ

ଅହମଦାବାଦ, ୨୦ା୧୧-ଗୁଜରାଟର ଅହମଦାବାଦରେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଗୁଜରାଟ ସରକାର ଶୁକ୍ରବାର ରାତି ୯ଟାରୁ ଏଠାରେ ୬୦ ଘଣ୍ଟା ଲାଗି କର୍ଫ୍ୟୁ ଜାରି କରିଛନ୍ତି। ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ। କେବଳ...

ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ: ଦେଖନ୍ତୁ ଭିଡିଓ

ତାମିଲନାଡୁ,୨୦।୧୧-ବନବିଭାଗ କର୍ମଚାରୀଙ୍କ ଦୀର୍ଘ ୧୬ ଘଣ୍ଟାର ଅପରେସନ ପରେ ୫୦ ଫୁଟ୍‌ କୂଅରୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି ହାତୀ ଛୁଆ। ଏପରି ଘଟଣା ତାମିଲନାଡୁ ଧରମାପୁରୀ ଜିଲାର ପଞ୍ଚପାଲ୍ଲୀ ଗ୍ରାମରେ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଗୁରୁବାର ରାତିରେ ପଞ୍ଚପାଲ୍ଲୀ...

ଛଟ ପୂଜା: ଅସ୍ତଗାମୀ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ନୀତୀଶ, ମୋଦି ଜଣାଇଲେ ଶୁଭେଚ୍ଛା

ପାଟନା,୨୦ ।୧୧: ଲୋକଙ୍କ ଆସ୍ଥାର ମହାପର୍ବ ଛଟ ପୂଜା ଶୁକ୍ରବାର ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଛି । କରୋନା ସଙ୍କଟ ମଧ୍ୟରେ ବି ଲୋକେ ସମ୍ପୂର୍ଣ୍ଣ ଭକ୍ତିଭାବ ସହ ଏହି ପର୍ବକୁ ପାଳନ କରିଛନ୍ତି । ବିଶେଷ ଭାବେ...

ଚାଇନା-ପାକିସ୍ତାନର ଗୁପ୍ତଚର ହେଉଛି ଗୁପକାର ସଙ୍ଗଠନ: ଶିବରାଜ

ଭୋପାଳ,୨୦ ।୧୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶୁକ୍ରବାର କହିଛନ୍ତି ଜମ୍ମୁ-କଶ୍ମୀରରେ ଗଠନ ହୋଇଥିବା ‘ଗୁପକାର ସଙ୍ଗଠନ’ ଅସଲରେ ହେଉଛି ଏକ ଗୁପ୍ତଚର ସଙ୍ଗଠନ । ଯାହାର ଲୋକେ ପାକିସ୍ତାନ ଓ ଚାଇନା ପାଇଁ ଗୁଇନ୍ଦାଗିରି କରୁଛନ୍ତି ।...

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା: ମୋଦି

ନୂଆଦିଲ୍ଲୀ,୨୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ନଗରୋଟାରେ ଗୁରୁବାର ଭାରତୀୟ ସେନାଙ୍କ ଦ୍ୱାରା ୪ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ଆତଙ୍କବାଦୀମାନେ ପୁଣିଥରେ ଦେଶକୁ ଦୋହଲାଇବା ଭଳି ଯାଜନା...

୨୬/୧୧ ଆକ୍ରମଣକୁ ଦୋହରାଇବାକୁ ଯୋଜନା କରୁଥିଲେ ଆତଙ୍କବାଦୀ ମୋଦି ଡାକିଲେ ଜରୁରୀ ବୈଠକ

ନୂଆଦିଲ୍ଲୀ,୨୦ ।୧୧: ଜମ୍ମୁ-କଶ୍ମୀରର ନଗରୋଟାରେ ଟ୍ରକରେ ଯାଉଥିବା ଜୈଶ-ଇ-ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କର ହୋଇଥିବା ମୁକାବିଲା ପରେ କେନ୍ଦ୍ର ସରକାର ସତର୍କ ହୋଇଯାଇଛନ୍ତି । ଏହି ଆତଙ୍କବାଦୀମାନେ ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ଯୋଜନାରେ ଥିବା ଜଣାପଡିଛି । ଏହାକୁ ନେଇ...

ମହାରାଷ୍ଟ୍ର: ଡିସେମ୍ବର ଶେଷ ପର୍ଯ୍ୟନ୍ତ ବିଏମ୍‌ସିର ସମସ୍ତ ସ୍କୁଲ ବନ୍ଦ

ମୁମ୍ବାଇ,୨୦ ।୧୧: ମହାରାଷ୍ଟ୍ର ସରକାର ବୃହନମୁମ୍ବଇ ମହାନଗରପାଳିକା(ବିଏମ୍‌ସି) ଅନ୍ତର୍ଗତ ସମସ୍ତ ସ୍କୁଲକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୁମ୍ବାଇ ମେୟର କିଶୋର ପେଡନେକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କରୋନା ସଂକ୍ରମଣ...

ବିବାହ ଉତ୍ସବକୁ ଆସନ୍ତୁ ନାହିଁ, ଏମିତି କହି ନିବେଦନ କରୁଛନ୍ତି କନ୍ୟାଙ୍କ ମାତାପିତା; କାରଣ…

ନୂଆଦିଲ୍ଲୀ,୨୦ା୧୧: ଦିଲ୍ଲୀରେ ଶାସକ ଆମ ଆଦ୍‌ମୀ ପାର୍ଟି ସରକାର ବିବାହ ସମାରୋହରେ କେବଳ ୫୦ ଅତିଥି ଯୋଗ ଦେବା ପାଇଁ ଆଦେଶ ଦେଇଛନ୍ତି। ଏହା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏକ କନ୍ୟାଘର ପକ୍ଷରୁ କୁହାଯାଇଛି ଯେ, ସରକାର...

ଦିଲ୍ଲୀରେ ରହିବେ ନାହିଁ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୦।୧୧: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଯୋଗୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ରହିବେ। ଡାକ୍ତରଙ୍କ ପରାମର୍ଶରେ ଏକ ଅନୁକୂଳ ପରିବେଶରେ ଦିଲ୍ଲୀ ବାହାରେ କିଛି ସମୟ ସେ ଅତିବାହିତ କରିବେ। ଫଳରେ ସୋନିଆ...

କରୋନା ଭାକ୍ସିନ୍‌ର ପରୀକ୍ଷାମୂଳକ ଡୋଜ୍‌ ନେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋହତକ,୨୦।୧୧: କରୋନା ଲଢେଇ ମଧ୍ୟରେ ଭାରତ ବାୟୋଟେକର କୋଭାକ୍ସିନର ତୃତୀୟ ପରୀକ୍ଷା ଶୁକ୍ରବାରଠାରୁ ହରିୟାଣାର ରୋହତକରୁ ଆରମ୍ଭ ହୋଇଛି। କରୋନା ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷାରେ ପ୍ରଥମ ସ୍ବେଚ୍ଛାସେବୀ ହୋଇଛନ୍ତି ହରିୟାଣା ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ଭିଜ୍‌। ତୃତୀୟ ପର୍ଯ୍ୟାୟରେ...

ଚାଇନାର ନୂଆ ଚାଲ: ଡୋକଲାମ ନିକଟରେ ଗଢିଲାଣି ଗାଁ!

ନୂଆଦିଲ୍ଲୀ,୨୦ ।୧୧: ଭାରତ-ଚାଇନା ସୀମା ବିବାଦକୁ ନେଇ ପୁଣିଥରେ ଉତ୍ତେଜନା ପରିସ୍ଥିତି ଉପୁଜି ପାରେ ବୋଲି ଆଣଙ୍କା କରାଯାଉଛି । ମିଳିଥିବା ସୂଚନାରୁ ଜଣାପଡିଛି କି ଚାଇନା ସିକ୍କିମ ନିକଟରେ ଏକ ଗାଁ ଗଢିଥିବା ଜଣାପଡିଛି । ଏହା ପଡୋଶୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri