କେରଳରେ ଲାଗୁ ହେବ ନାହିଁ ସିଏଏ
ନୂଆଦିଲ୍ଲୀ,୧୪ ।୨: କେରଳରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କରୋନା ଟିକାକରଣ ପରେ ଦେଶରେ ସିଏଏ ଲାଗୁ କରିବା କଥା କହିଛନ୍ତି…
ଜେଲ୍ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା
ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା ସ୍ବରୂପ ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା…
ଟୁଲ୍କିଟ୍ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ
ବେଙ୍ଗାଲୁରୁ,୧୪।୨: ପରିବେଶକର୍ମୀ ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ବେଙ୍ଗାଲୁରୁରୁ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଗିରଫ କରିଛନ୍ତି। ଫେବୃୟାରୀ ୪ରେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।…
ତୀର୍ଥଯାତ୍ରା ହେଲା ମହାଯାତ୍ରା: ସଡ଼କ ଦୁର୍ଘଟଣାରେ ୧୪ ମୃତ
କୁରନୋଲ,୧୪।୨: ତୀର୍ଥଯାତ୍ରା ପାଲଟିଛି ମହାଯାତ୍ରା। ଆନ୍ଧ୍ରପ୍ରଦେଶର କୁରନୋଲ ଜିଲାର ଭେଲଡୁରୁଟି ଗାଁଠାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ଘଟିଛି। ଜାତୀୟ ରାଜପଥରେ ରବିବାର ଭୋର୍ ୪ଟା ସମୟରେ ଘଟିଥିବା ଏହି ସଡ଼କ ଦୁର୍ଘଟଣାରେ…
ଜୀବିତ ଫେରିବା ନୋହିଲା: ତପୋବନ ଟନେଲରୁ ଉଦ୍ଧାର ହେଉଛି ମୃତଦେହ
ଡେରାଡୁନ୍,୧୪।୨: ଉତ୍ତରାଖଣ୍ଡର ତପୋବନ ଟନେଲରେ ଅଟକି ଥିବା ୩୫ରୁ ଅଧିକ ଶ୍ରମିକଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନଙ୍କ ପରିବାର ବର୍ଗ ଶ୍ରମିକଙ୍କ ଜୀବିତ ଫେରିବା ବାଟକୁ ଚାହିଁ ବସିଥିବାବେଳେ ଏବେ ତାହା ସ୍ବପ୍ନ ପାଲଟିଛି। ଆଖିର ଲୁହ…
ପାକିସ୍ତାନରେ ଡୋଭାଲଙ୍କ ଅଫିସ୍ ଭିଡିଓ
ଜମ୍ମୁ, ୧୪।୨(ଆଇଏଏନ୍ଏସ୍): ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଛାମୁଆ ଗୋଷ୍ଠୀ ଜୈଶ-ଇ-ମୁସ୍ତାଫା (ଜେଇଏମ୍) ମୁଖ୍ୟ ହିଦାୟତୁଲ୍ଲା ମଲିକ୍ ଜେରା ବେଳେ ବିସ୍ଫୋରକ ତଥ୍ୟ ପ୍ରଘଟ କରିଛନ୍ତି। ଗତ ୬ ତାରିଖରେ ଜମ୍ମୁର ସଞ୍ଜଓ୍ବାନି ଅଞ୍ଚଳରୁ ଗିରଫ ହୋଇଥିବା ଏହି ଆତଙ୍କବାଦୀ ଜାତୀୟ ସୁରକ୍ଷା…
ବିହାରରେ କରୋନା ମହାଦୁର୍ନୀତି
ପାଟନା, ୧୪ା୨: ଦେଶରେ ଫେବୃୟାରୀ ୧୩ ସୁଦ୍ଧା ୨୦ କୋଟି ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ କରୋନା ଟେଷ୍ଟ ସରିଥିବା ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍ଆର୍) ଓ୍ବେବସାଇଟ୍ରେ ତଥ୍ୟ ରହିଛି। ଆଖିଦୃଶିଆ ଏହି ତଥ୍ୟ ପ୍ରଚାର କରି ବାହାବା ନେଉଛନ୍ତି ସରକାର।…
ଦୁର୍ଗାଙ୍କୁ କେହି ଜାଣନ୍ତି ନାହିଁ
କୋଲକାତା, ୧୪ା୨: ପଶ୍ଚିମବଙ୍ଗ ନିର୍ବାଚନୀ ପ୍ରଚାର ଭଗବାନ ରାମଙ୍କଠାରୁ ଆରମ୍ଭ ହୋଇ ଦେବୀ ଦୁର୍ଗା ଓ ମହିଷାସୁର ପ୍ରସଙ୍ଗରେ ପହଞ୍ଚିଛି। ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ଭାଜପା ସଭାପତି ଦିଲୀପ ଘୋଷ ବାକ୍ଯୁଦ୍ଧରେ…
ଅଭିଯୁକ୍ତଙ୍କ ଲାପ୍ଟପ୍କୁ ପଠାଯାଇଥିଲା ମାଲଓ୍ବେର
ନୂଆଦିଲ୍ଲୀ, ୧୪।୨: ସରକାର ଭାଙ୍ଗିବା ପାଇଁ ମହାରାଷ୍ଟ୍ର ଭୀମା କୋରେଗାଁଓର ଗୋଟିଏ ଗୋଷ୍ଠୀ କର୍ମୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ପଛର ସତ ପଦାକୁ ଆସିଛି। ପୋଲିସ ଜବତ କରିଥିବା ଜଣେ କର୍ମୀଙ୍କ ଲାପ୍ଟପ୍ରେ ଜାଲିଆତି କରି ପ୍ରମାଣ ଛଡ଼ାଯାଇଥିଲା ବୋଲି ଫୋରେନ୍ସିକ୍…
ଲକ୍ଡାଉନରେ କରିଥିଲେ ଭୁଲ…
ଲକ୍ଷ୍ନୌ,୧୩।୨: କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନ, ସଟ୍ଡାଉନ ଘୋଷଣା କରାଯାଇଥିଲା। ସେତିକିବେଳେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ବିଶେଷଙ୍କଠାରୁ ଫାଇନ ଆଦାୟ କରାଯାଉଥିଲା। କେତେକ କ୍ଷେତ୍ରରେ ଅମାନିଆଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରୁଥିଲା। ଏଭଳିସ୍ଥିତିରେ…
ଜାହାଜ ଇଞ୍ଜିନ ରୁମ୍ରେ ଲାଗିଲା ନିଆଁ: ୩ ଯାତ୍ରୀ ନିଖୋଜ
ମହାରାଷ୍ଟ୍ର,୧୩।୨: ମୁମ୍ବାଇ ଉପକୂଳ ନିକଟରେ ଥିବା ଏକ ଜାହାଜ ଇଞ୍ଜିନ୍ ରୁମ୍ରେ ନିଆଁ ଲାଗିଯିବାରୁ ଜଣେ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଛି। ସଂପୃକ୍ତ ବ୍ୟକ୍ତିଙ୍କୁ ହେଲିକପ୍ଟର ଯୋଗେ ଡାକ୍ତରଖାନା ନିଆଯାଇଛି। ତେବେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଜାହାଜରେ ଥିବା…
‘ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦିଆଯିବ’
ନୂଆଦିଲ୍ଲୀ, ୧୩।୨: ଲୋକ ସଭାରେ ଶନିବାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ପାରିତ ହୋଇଛି। ଏହା ପୂର୍ବରୁ ଜମ୍ମୁ-କଶ୍ମୀର ସଂକ୍ରାନ୍ତରେ ଗୃହରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଏହି ଅବସରରେ ବିରୋଧୀ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁକଶ୍ମୀରେ କ’ଣ ପରିବର୍ତ୍ତନ…
Archives


