ସ୍ତ୍ରୀଙ୍କୁ ମାସିକ ୨୫ ହଜାର ଭରଣ ପୋଷଣ ମାଗିଲେ ସ୍ବାମୀ
ନୂଆଦିଲ୍ଲୀ,୨୯।୧୧: ଛାଡ଼ପତ୍ର ମାମଲାରେ ସ୍ତ୍ରୀଙ୍କ ପକ୍ଷରୁ ସ୍ବାମୀଙ୍କ ଉପରେ ଭରଣ ପୋଷଣ ଦାବି କରାଯାଇଥାଏ। ତେବେ ଦିଲ୍ଲୀର ଏକ କୋର୍ଟରେ ଜଣେ ସ୍ବାମୀ ନିଜର ଆର୍ଥିକ ସ୍ଥିତି ଖରାପ ଥିବା ଦର୍ଶାଇ ସ୍ତ୍ରୀଙ୍କଠାରୁ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ...
କୃଷକଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେଉଛି: ସଞ୍ଜୟ ରାଉତ
ମୁମ୍ବାଇ,୨୯ ।୧୧: କୃଷି ଆଇନକୁ ନେଇ ପ୍ରାୟ ୪ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସର୍କାର ଏବେ ପର୍ଯ୍ୟନ୍ତ ସେମାନଙ୍କୁ ଦିଲ୍ଲୀ-ହରିୟାଣାକୁ ଯୋଡୁଥିବା ସିନ୍ଧୁ ସୀମାରେ ଅଟକାଇ ରଖିଛି । ଏହାକୁ ଦେଖି ଶିବସେନା ନେତା...
କୃଷି ଆଇନ ଚାଷୀଙ୍କୁ ଦେଇଛି ଅଧିକାର: ମୋଦି
ନୂଆଦିଲ୍ଲୀ,୨୯।୧୧: କୃଷି ଆଇନ ଚାଷୀଙ୍କ ହାତମୁଠାକୁ ଟାଣ କରିଛି। ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହୋଇଛି। ଚାଷୀଙ୍କ ଅଧିକାର ବୃଦ୍ଧି ପାଇଛି। ୭୧ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏଭି କହିଛନ୍ତି। କରୋନା...
ସୁକମାରେ ଆଇଇଡ଼ି ବିସ୍ଫୋରଣ: ଜଣେ ଯବାନ ଶହୀଦ୍, ୧୦ କମାଣ୍ଡୋ ଆହତ
ସୁକମା,୨୯।୧୧: ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଣେ ସିଆର୍ପିଏଫ୍ ଯବାନ ଶହୀଦ୍ ହୋଇଛନ୍ତି। ଏହି ଘଟଣାରେ ୧୦ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁକମାର ତାଡ଼ମେଟଳା ଅଞ୍ଚଳରେ ୨୦୬...
୨ ସପ୍ତାହ ମଧ୍ୟରେ ଆସିବ କରୋନା ଟିକା: ସିରମ୍ ଇନଷ୍ଟିଚ୍ୟୁଟ୍
ନୂଆଦିଲ୍ଲୀ,୨୯।୧୧: ଆସନ୍ତା ୨ ସପ୍ତାହ ମଧ୍ୟରେ ଜରୁରୀକାଳୀନ ବ୍ୟବହାର ପାଇଁ କରୋନା ପ୍ରତିଷେଧକ ଟିକା ଅଣାଯିବ। ଏନେଇ ସିରମ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି। ଇନଷ୍ଟିଚ୍ୟୁଟ୍ର ସିଇଓ ଅଦାର ପୁନାଓ୍ବାଲା ଏସମ୍ପର୍କରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସରକାର କେତେ...
ଜମ୍ମୁ-କଶ୍ମୀର ସୀମାରେ ପୁଣି ଦୃଶ୍ୟ ହେଲା ପାକିସ୍ତାନି ଡ୍ରୋନ୍
ଜମ୍ମୁ,୨୯ ।୧୧: ଜମ୍ମୁ-କଶ୍ମୀର ଅନ୍ତରାଷ୍ଟ୍ରୀୟ ସୀମାରେ ଶନିବାର ରାତିରେ ପୁଣିଥରେ ପାକିସ୍ତାନି ଡ୍ରୋନ୍ ଦେଖିବାକୁ ମିଳିଛି । ତେବେ ଯବାନଙ୍କ ସତର୍କତା ଯୋଗୁ ଏହା ଫେରି ଯାଇଥିବା ଜଣାପଡିଛି । ବିଏସ୍ଏଫ୍ର ସୂଚନା ଅନୁଯାୟୀ, ଆର୍ଏସ୍ ପୁରା ସେକ୍ଟରର ଅରନିୟା...
କୃଷକଙ୍କୁ ନେଇ ଖଟ୍ଟାର-ଅମରିନ୍ଦର ମୁହାଁମୁହିଁ
ନୂଆଦିଲ୍ଲୀ, ୨୯।୧୧: କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚତ୍ଛି। ଆନ୍ଦୋଳନକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍ ଖଟ୍ଟାର ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ଅଭିମୁଖେ...
ଆସନ ଭାଗବଣ୍ଟାକୁ ନେଇ ରାହୁଲଙ୍କ ଆଲୋଚନା
କୋଲକାତା, ୨୯ା୧୧: ୨୦୨୧ ଏପ୍ରିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ ଏବେଠାରୁ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଛି। ଟିଏମ୍ସି ଓ ଭାଜପାକୁ କଡ଼ା ଟକ୍କର ଦେବା ଲାଗି କଂଗ୍ରେସ ସିପିଆଇଏମ୍ ସହ ମେଣ୍ଟ କରିିଛି। ୨୦୧୬ରେ...
ହିମାଳୟରେ ଚାଇନାର ଏସ୍ସିଏସ୍ କୌଶଳ
ନୂଆଦିଲ୍ଲୀ, ୨୯।୧୧: ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)କୁ ନିଜର ବୋଲି ଦାବି କରି ସେଠାରେ ଆଧିପତ୍ୟ ଜାହିର କରୁଥିବା ବେଜିଂ ଏବେ ହିମାଳୟ ଅଞ୍ଚଳରେ ଅନୁରୂପ କୌଶଳ ଆପଣାଉଥିବା ଦେଖାଯାଇଛି। ପଡୋଶୀ ଦେଶର ସାର୍ବଭୌମତ୍ୱ ଦାବିକୁ ଅଣଦେଖା କରି ଚାଇନା...
କୃଷକ ଆନ୍ଦୋଳନକୁ ନେଇ ଅମିତ ଶାହାଙ୍କ ହସ୍ତକ୍ଷେପକୁ ସ୍ୱାଗତ କଲେ ଅମରିନ୍ଦର
ଚଣ୍ଡିଗଡ଼,୨୯ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକ ଆନ୍ଦୋଳନ ଉପରେ ହସ୍ତକ୍ଷେପ କରିଥିବାରୁ ଏହାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ପଦକ୍ଷେପକୁ ମୁଁ ସ୍ୱାଗତ କରୁଛି । ସେ କହିଛନ୍ତି...
ସୁକମା ମାଓବାଦୀ ଆକ୍ରମଣ: ଆଇଇଡି ବିସ୍ଫୋରଣରେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଶହୀଦ
ରାୟପୁର,୨୯ ।୧୧: ଛତିଶଗଡ଼ ସୁକମାରେ ବୁର୍କାପାଲ କ୍ୟାମ୍ପରୁ ପାଖାପାଖି ୬ କିଲୋମିଟର ଦୂରରେ ସର୍ଚ୍ଚ ଅପରେଶନ ପାଇଁ ବାହାରିଥିବା ଯବାନ ମାଓବାଦୀଙ୍କ ଟାର୍ଗେଟ ପାଲଟି ଯାଇଛନ୍ତି । ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡି ବିସ୍ଫାରଣରେ କୋବରା ବାଟାଲିୟନର ଜଣେ...
ଏଆଇସିସିର କୋଷାଧ୍ୟକ୍ଷ ହେଲେ ପଓ୍ବନ ବଂଶଲ
ନୂଆଦିଲ୍ଲୀ,୨୮।୧୧-ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ଦେହାନ୍ତ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଶନିବାର ପୂର୍ବତନ କେନ୍ଦ୍ର ରେଳମନ୍ତ୍ରୀ ପଓ୍ବନ କୁମାର ବଂଶଲଙ୍କୁ ଏଆଇସିସିର କୋଷାଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ଦିବଂଗତ ଅହମ୍ମଦ ପଟେଲଙ୍କ ପରେ ଏହି ପଦବୀରେ...
Archives


