୩୦ କୋଟିଙ୍କୁ ଦିଆଯିବ କରୋନା ଟିକା: ଏକକାଳୀନ ହେବ ବ୍ୟବସ୍ଥା
ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇ କହିଛନ୍ତି,ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ଟିକା...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ: ଖଣ୍ଡନ କଲା ପୋଲିସ
ନୂଆଦିଲ୍ଲୀ,୮।୧୨- ଆନ୍ଦୋଳନରତ କୃଷକଙ୍କୁ ଭେଟିବାର ପର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଘରେ ନଜରବନ୍ଦୀ ରଖାଯାଇଥିବା ମଙ୍ଗଳବାର ସକାଳେ ଅଭିଯୋଗ ଆଣିଥିଲା ଆମ ଆଦମି ପାର୍ଟି (ଏଏପି)। ଏହାକୁ ଖଣ୍ଡନ କରିଛନ୍ତି ଦିଲ୍ଲୀର ଉତ୍ତର ଜିଲାର ଡିସିପି ଆଣ୍ଟୋ...
ସନ୍ଧ୍ୟା ୭ଟାରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିବ ଭାରତୀୟ କୃଷକ ସଙ୍ଗଠନ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ସାରା ଦେଶରେ ବନ୍ଦ ଡାକରା ଦିଆଯାଇଥିଲା । ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ଶାନ୍ତି ଶୃଙ୍ଖଳାର ସହ ଭାରତ ବନ୍ଦକୁ ସଫଳ...
କରୋନା ଟିକାକରଣରେ ହେବ ମୋବାଇଲ ଟେକ୍ନୋଲୋଜିର ବ୍ୟବହାର: ମୋଦି
ନୂଆଦିଲ୍ଲୀ,୮ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ମୋବାଇଲ କଂଗ୍ରେସ(ଆଇଏମ୍ସି)୨୦୨୦କୁ ସମ୍ବୋଧନ କରିବା ଅବସରରେ ଦେଶରେ ୫ଜି ଟେକ୍ନିକ୍କୁ ଠିକ୍ ସମୟରେ ଲଞ୍ଚ କରିବା ପାଇଁ ମିଳିମିଶି କାମ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଏହା...
ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ
ଅହମଦାବାଦ୍,୮।୧୨: ଗୁଜରାଟ ସୀମାରେ ଚାଇନା ଯୁଦ୍ଧ ବିମାନ ଠୁଳ କରିବା ସହିତ ସୈନ୍ୟ ବାହିନୀଙ୍କ ସଂଖ୍ୟା ବଢ଼ାଇଛି। ପାକିସ୍ତାନ ସହିତ ଚାଇନା ମିଳିତ ଭାବେ ସୈନ୍ୟ ଅଭ୍ୟାସ ପାଇଁ ଏଭଳି କରିଛି। ପାକିସ୍ତାନର ଭୋଲାରି ଏୟାରବେସ୍ରେ ଚାଇନା ଯୁଦ୍ଧ ବିମାନ...
ଶେଷ ଟି-୨୦ ମ୍ୟାଚ୍: ଟସ୍ ଜିତିଲା ଭାରତ
ସିଡନୀ,୮।୧୨: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ସିରିଜ ଜିତି ସାରିଥିବା ଭାରତୀୟ ଦଳ ତୃତୀୟ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ ଜିତି...
ଅନ୍ନଦାତାଙ୍କ ଆନ୍ଦୋଳନକୁ ସଫଳ କରିବାକୁ ଆହ୍ୱାନ ଦେଲେ ରାହୁଲ, ପ୍ରିୟଙ୍କା
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଲାଇଥିବା ବେଳେ ମଙ୍ଗଳବାର ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ଅବସରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା...
ପାଳିତ ପ୍ରାଣୀଙ୍କର ହେବ ବୀମା: ରୋଗ ହେଲେ ଚୋରୀ ହେଲେ ମିଳିବ ଟଙ୍କା!
ନୂଆଦିଲ୍ଲୀ,୮ ।୧୨: ଏବେ ଅଧିକାଂଶ ଘରେ ଲୋକେ କୁକୁର, ବିରାଡି ଆଦିଙ୍କୁ ପାଳନ କରୁଛନ୍ତି । ତେବେ ଘରର ସଦସ୍ୟଙ୍କ ଭଳି ଏମାନଙ୍କର ବି ବେଳେ ବେଳେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମାଲିକ ବହୁ ଅର୍ଥ ଖର୍ଚ୍ଚ କରିଥାଆନ୍ତି...
ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି
ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ମୁକେଶ ଏଭଳି କହିଛନ୍ତି। ଦେଶର ୩୦ କୋଟି ୨-ଜି ଉପଭୋକ୍ତାଙ୍କୁ...
ଥରକରେ ୧୦୦ ଜଣଙ୍କୁ ଦିଆଯିବ କରୋନା ଟିକା: ଜଣଙ୍କ ପାଇଁ ଅଧାଘଣ୍ଟା
ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଖୁବ୍ ଶୀଘ୍ର ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜରୁରିକାଳୀନ ସ୍ଥିତିରେ ଭାରତରେ କରୋନା ଟିକା ଦିଆଯିବା ଲାଗି ଫାଇଜର ଏବଂ ସିରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍...
ଏଲ୍ଏସିର ୬-୭ ଅଞ୍ଚଳରେ କବ୍ଜା: ସେନାକୁ ନିର୍ଦ୍ଦେଶ ଦେଇଥିଲେ ସରକାର
ନୂଆଦିଲ୍ଲୀ,୮।୧୨: ପୂର୍ବ ଲଦାଖରେ ଭାରତ ଚାଇନା ସୀମାରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ଲଗାତାର ଉତ୍ତେଜନା ବଢୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନାଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିଦ୍ଦେର୍ଶ ମେ’ ମାସରେ ଜାରି କରାଯାଇଥିଲା। ନିର୍ଦ୍ଦେଶରେ ଭାରତ ସରକାର...
କୃଷକଙ୍କ ସମର୍ଥନରେ ଆନ୍ନା ହଜାରେ, ରଖିଲେ ଗୋଟିଏ ଦିନର ଉପବାସ
ନୂଆଦିଲ୍ଲୀ,୮ ।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ହେବ ଦିଲ୍ଲୀ ସୀମାରେ କୃଷକଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ ମଙ୍ଗଳବାର କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି...
Archives


