ଜାତୀୟ

ଅଷ୍ଟମ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ, ଜାଣନ୍ତୁ କେବେ ଖୋଲିବ

ପ୍ରୟାଗରାଜ,୬।୧: ପ୍ରୟାଗରାଜରେ ବଢୁଥିବା ଥଣ୍ଡା, ଶୀତ ଲହରୀ ଏବଂ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି, ଜିଲାର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଜାନୁଆରୀ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲା ସ୍କୁଲ ପରିଦର୍ଶକ (DIOS) ପି.ଏନ. ସିଂହ ସୋମବାର ଏହି ମର୍ମରେ…

ଭାରତ ଉପରେ ୫୦% ଟାରିଫ୍‌ ଲଗାଇ ଏତେ ରୋଜଗାର କରୁଛି ଆମେରିକା, ବଡ଼ ଖୁଲାସା କଲେ ଟ୍ରମ୍ପ, ଜାଣିଲେ ଚକିତ ହେବେ…

ଓ୍ବାଶିଂଟନ୍‌,୬।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରୁଷୀୟ ତୈଳ ପ୍ରସଙ୍ଗ ଉଠାଇ ଭାରତ ଉପରେ ନୂତନ ଟାରିଫ୍‌ ଲଗାଇବା ପାଇଁ ଇଙ୍ଗିତ ଦେଇଛନ୍ତି। ଆମେରିକା ପୂର୍ବରୁ ଭାରତ ଉପରେ ୫୦% ଟାରିଫ୍‌ ଲଗାଇଛି। ଟ୍ରମ୍ପ ମଧ୍ୟ ଟାରିଫ୍‌ରୁ ଆମେରିକାର…

ଘରେ ଶୋଇଥିବା ଅବସ୍ଥାରେ ଲାଗିଗଲା ନିଆଁ, ଗୋଟିଏ ପରିବାରର ୩ଜଣ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ୬।୧: ଦିଲ୍ଲୀର ଆଦର୍ଶ ନଗର ଅଞ୍ଚଳରେ ଥିବା ଦିଲ୍ଲୀ ମେଟ୍ରୋ ଷ୍ଟାଫ୍ କ୍ୱାର୍ଟର୍ସରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ସ୍ୱାମୀ, ସ୍ତ୍ରୀ ଏବଂ ଏକ ନିର୍ଦ୍ଦୋଷ ଶିଶୁର ଦୁଃଖଦ ମୃତ୍ୟୁ ହୋଇଛି । ତିନି ଜଣଙ୍କ ମୃତଦେହ…

କ୍ୟାଣ୍ଡିଠୁ ବି ଶସ୍ତା ପେଟ୍ରୋଲ! ମାତ୍ର ୧ ଟଙ୍କାରେ ମିଳିବ ୧ ଲିଟର

ନୂଆଦିଲ୍ଲୀ,୬ା୧: ବର୍ତ୍ତମାନ ଅନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଦେଖାଦେଇଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକୀୟ ସାମରିକ ଅଭିଯାନର ଅଂଶ ଭାବରେ ଅଟକ ରଖାଯାଇଛି। ଏହି ଖବର ବିଶ୍ୱବ୍ୟାପୀ ଦୃଷ୍ଟି ଆକର୍ଷଣ କରିଛି, କିନ୍ତୁ ଭେନେଜୁଏଲାର କେବଳ…

AIMIM ମୁଖ୍ୟ ଓଓ୍ବାଇସିଙ୍କ କେତେ ସନ୍ତାନ, ଜାଣନ୍ତୁ କେତେ ପୁଅ କେତେ ଝିଅ

ନୂଆଦିଲ୍ଲୀ,୬।୧: ମହାରାଷ୍ଟ୍ରରେ ଭାଜପା ନେତା ନବନୀତ ରାଣା ହିନ୍ଦୁମାନଙ୍କୁ ଚାରିଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ରାଜନୀତି ଜୋର ଧରିଛି। AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି ଏବେ ପ୍ରତିଶୋଧ ନେଇ କହିଛନ୍ତି, ‘ସେମାନଙ୍କୁ ଚାରି କିମ୍ବା ଆଠଟି ସନ୍ତାନ…

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ନୂଆଦିଲ୍ଲୀ,୬।୧: ପୂର୍ବତନ ଏମପି ଏବଂ ବରିଷ୍ଠ କଂଗ୍ରେସ ନେତା ସୁରେଶ କାଲମାଡିଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ମହାରାଷ୍ଟ୍ରର ପୁଣେରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜାନୁଆରୀ ୬ମଙ୍ଗଳବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ତାଙ୍କ ମର ଶରୀରକୁ ଶେଷ…

ବିଜୟଙ୍କ ସହ ମେଣ୍ଟ କରିବାକୁ ବାଟ ଖୋଜୁଛି ଭାଜପା, ବଦଳିଯିବ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୫।୧: ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଛି। ବିଶେଷ ସୂତ୍ର ଅନୁସାରେ, ତାମିଲନାଡୁରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା), ଲୋକପ୍ରିୟ ଅଭିନେତା ବିଜୟଙ୍କ ନୂତନ…

ଭୋର୍ ୪ ଟା’ରେ ଟ୍ରମ୍ପଙ୍କୁ କଲ୍‌ କଲେ ସାମ୍ବାଦିକ, ସବୁ ପ୍ରଶ୍ନର ଉତ୍ତର ଦେଲେ ଆମେରିକା ରାଷ୍ଟ୍ରପତି

ନୂଆଦିଲ୍ଲୀ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଅଜବ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ଭୋର୍‌ ସମୟରେ ଜଣେ ସାମ୍ବାଦିକଙ୍କ ଫୋନ୍ କଲ୍ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି…

‘ଦ ଲଲନଟପ୍’ରୁ ବିଦାୟ ନେଲେ ସୌରଭ ଦ୍ଵିବେଦୀ, ଆଗକୁ ଏଠାରେ ନଜର ଆସିବେ

ନୂଆଦିଲ୍ଲୀ,୫ା୧: ଲୋକପ୍ରିୟ ସାମ୍ବାଦିକ ତଥା ‘ଦ ଲଲନଟପ୍’ (The Lallantop) ର ପ୍ରତିଷ୍ଠାତା ସମ୍ପାଦକ ସୌରଭ ଦ୍ଵିବେଦୀ ଇଣ୍ଡିଆ ଟୁଡେ ଗ୍ରୁପ୍‌ରୁ ଇସ୍ତଫା ଦେଇଛନ୍ତି। ଦୀର୍ଘ ୧୨ ବର୍ଷର ସଫଳ ଯାତ୍ରା ପରେ ସେ ଏହି ସଂସ୍ଥାରୁ ଓହରି ଯାଉଥିବା ନେଇ…

ମହିଳା ସହକର୍ମୀଙ୍କ ନାବାଳିକା ଝିଅଙ୍କୁ ବଳାତ୍କାର କଲେ ସରକାରୀ କର୍ମଚାରୀ, ଅଶ୍ଳୀଳ ଭିଡିଓ କରି କରୁଥିଲେ…

ଲକ୍ଷ୍ନୌ,୫।୧: ଉତ୍ତର ପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜଣେ ସରକାରୀ କର୍ମଚାରୀ ତାଙ୍କ ମହିଳା ସହକର୍ମୀଙ୍କ ୧୬ ବର୍ଷୀୟା ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ଉତ୍ତର ପ୍ରଦେଶର ହମିରପୁର ଜିଲାରେ ଜଳ ସଂସ୍ଥାନ…

ପାଇପଲାଇନରୁ ONGC ଗ୍ୟାସ ଲିକ୍: ଅନେକ ସ୍ଥାନରେ ଲାଗିଲା ନିଆଁ, ଖାଲି ହେଲା ଗାଁ

ନୂଆଦିଲ୍ଲୀ,୫।୧: ଆନ୍ଧ୍ରପ୍ରଦେଶର କୋନାସୀମା ଜିଲାରେ ଏକ ଓଏନଜିସି ପାଇପଲାଇନରୁ ଭୟଙ୍କର ଗ୍ୟାସ ଲିକ୍ ହୋଇଛି । ମାଲିକିପୁରମ ମଣ୍ଡଳର ଇରୁସ୍ମାଣ୍ଡା ନିକଟରେ ଏହି ଗ୍ୟାସ ଲିକ୍ ଯୋଗୁଁ ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଧୂଆଁରେ ବୁଡ଼ି ରହିଛି । ଅନ୍ୟପଟେ ନିଆଁ ମଧ୍ୟ ଦ୍ରୁତ…

ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କ ବଡ଼ ଘୋଷଣା, କହିଲେ ମୁଁ ମୋର ନିଜସ୍ୱ ଦଳ…

ନୂଆଦିଲ୍ଲୀ,୫।୧: ଭାରତ ରାଷ୍ଟ୍ର ସମିତିର ସଭାପତି କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ଏବଂ ତେଲେଙ୍ଗାନାର ଏମ୍ଏଲସି କବିତା ଆଜି ତେଲେଙ୍ଗାନା ବିଧାନ ପରିଷଦରେ ଏକ ଅତ୍ୟନ୍ତ ଭାବପ୍ରବଣ ଭାଷଣ ଦେଇଥିଲେ। କବିତା ତାଙ୍କ ଭାଷଣ ସମୟରେ ଅନେକ ଥର କାନ୍ଦି ପକାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?