ଜାତୀୟ

ଚାଇନା ସହ ୯ଥର କଥାବାର୍ତ୍ତା ପରେ ବି ବାହାରୁନି କୌଣସି ସମାଧାନ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୬ ।୨: ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଚାଇନା ସହ ପ୍ରାୟ ୯ଥର କଥାବାର୍ତ୍ତା ହୋଇଥିଲେ ବି ସୀମା ବିବାଦକୁ ନେଇ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେଉନାହିଁ । ସେ କହିଛନ୍ତି ସେନା କମାଣ୍ଡର ଏପର୍ଯ୍ୟନ୍ତ ୯ଥର କଥାବାର୍ତ୍ତା...

ନୀତୀଶ କୁମାରଙ୍କ ତୁଳନା ମୋଦିଙ୍କ ସହ କଲେ ଜିତନ ରାମ

ପାଟନା,୬ ।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହମ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତନ ରାମ ମାଂଝି ଟୁଇଟ କରି ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି । ନିକଟରେ ସେ କରିଥିବା ଟୁଇଟରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ...

୩ ଘଣ୍ଟିଆ ଚକା ଜାମ୍‌: ଦିଲ୍ଲୀ ସୀମା ସିଲ୍‌-୧୦ ମେଟ୍ରୋ ଷ୍ଟେଶନ ବନ୍ଦ

ନୂଆଦିଲ୍ଲୀ, ୬।୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଶନିବାର ୩ ଘଣ୍ଟିଆ ଚକା ଜାମ୍‌ ମଧ୍ୟାହ୍ନ ୧୨ଟାଠାରୁ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା। ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତିତ ଦେଶରେ ଅନ୍ୟ...

ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ନ୍ୟାୟପାଳିକା: ମୋଦି

ନୂଆଦିଲ୍ଲୀ, ୬।୨: ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେବା ଏବଂ ସୁଦୃଢ଼ କରିବା କ୍ଷେତ୍ରରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ନାଗରିକ ଅଧିକାର ସୁରକ୍ଷିତ ହୋଇପାରିଥାଏ ବୋଲି ଶନିବାର ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି।...

ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ଦାବି: ରତନ କହିଲେ ଆପଣଙ୍କ ଭାବନକୁ ସ୍ୱାଗତ କରୁଛି 

ନୂଆଦିଲ୍ଲୀ, ୬ ।୨: ସୋସିଆଲ ମିଡିଆରେ ଜଣାଶୁଣା ଉଦ୍ୟୋଗପତି ରତନ ଟାଟାଙ୍କୁ ଭାରତରତ୍ନ ଦେବାକୁ ବାଦି ଉଠିଛି । ଏହାକୁ ନେଇ ଟାଟା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଆପଣଙ୍କ ଭାବନାକୁ ସ୍ୱାଗତ କରୁଛି ହେଲେ ଏଭଳି...

ରାଲି ପାଇଁ ତୃଣମୂଳକୁ ଅନୁମତି ଭାଜପାକୁ ମନା

କୋଲକାତା, ୬।୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ଶାସକ ତୃଣମୂଳ ମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ଭାଜପା ପକ୍ଷରୁ ଶନିବାରଠାରୁ ପରିବର୍ତ୍ତନ ରଥଯାତ୍ରା ଆରମ୍ଭ ହେବାର ଥିଲା।...

ମାର୍ଚ୍ଚରେ ବରିଷ୍ଠ ନାଗରିକଙ୍କୁ ମିଳିବ କରୋନା ଟିକା!

ନୂଆଦିଲ୍ଲୀ,୬ ।୨: କେନ୍ଦ୍ର ସ୍ୱାସ୍ଥ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଲୋକ ସଭାରେ କହିଥିଲେ କି ସାଧାରଣ ବଜେଟରେ କରୋନା ଟିକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଯଦି ଆବଶ୍ୟକ ପଡେ ତେବେ ଏଥିପାଇଁ ଆହୁରି...

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧ ଦିନ ମଧ୍ୟରେ ୫୨ ଲକ୍ଷ ୯୦ ହଜାର ୪୭୪ ଜଣ ଲୋକଙ୍କୁ ଟିକାଦାନ...

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏହି ମର୍ମରେ ଶନିବାର ଟୁଇଟ୍‌...

କୃଷକ ଆନ୍ଦୋଳନ: ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ମାଗୁଛନ୍ତି କୃଷକ ନେତା

ନୂଆଦିଲ୍ଲୀ,୬ ।୨: କେନ୍ଦ୍ର କୃଷି ଆଇନର ବିରୋଧ କରି ଆଜକୁ ପ୍ରାୟ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଆନ୍ଦୋଳନରେ ବସିଛନ୍ତି କୃଷକ । କେନ୍ଦ୍ର ସରକାରଙ୍କ ସହ କଥା ହୋଇଥିଲେ ବି ଏହାର କୌଣସି ସମାଧାନ ଏପର୍ଯ୍ୟନ୍ତ ବାହାରି...

୫୦ ହଜାର ଯବାନଙ୍କ ହାତରେ ସୁରକ୍ଷା ଦାୟିତ୍ୱ

ନୂଆଦିଲ୍ଳୀ,୬।୨: କୃଷି ଆଇନକୁ ଫେରାଇନେବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ଗ୍ୟାରେଣ୍ଟି ଦାବି କରି ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଶନିବାର ମଧାହ୍ନ ୧୨ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚକାବନ୍ଦ ଡାକରା ଦିଆଯାଇଛି। ତେବେ ଦିଲ୍ଲୀ ଏନ୍‌ସିଆର୍‌ରେ ଏହା...

ୟୁପିଏସ୍‌ସି ପ୍ରିଲିମ୍‌ ପାଇଁ ଆଉ ଏକ ସୁଯୋଗ

ନୂଆଦିଲ୍ଲୀ, ୬ା୨: କୋଭିଡ୍‌ ଯୋଗୁ ଅକ୍ଟୋବର ୨୦୨୦ରେ ଅନୁଷ୍ଠିତ ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍‌ସି) ପ୍ରିଲିମ୍‌ ପରୀକ୍ଷାରୁ ବଞ୍ଚିତ ହୋଇ ଶେଷ ସୁଯୋଗ ହରାଇଥିବା ଆଶାୟୀମାନଙ୍କୁ ଆଉ ଏକ ସୁଯୋଗ ମିଳିବ। ଏ ନେଇ କେନ୍ଦ୍ର ସରକାର ଶୁକ୍ରବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri