ଜାତୀୟ

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୪୪,୬୪୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୪୬୪ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ମାମଲା ଆସିବା ପରେ…

ସତ ହୋଇଥିଲେ ସାଂଘାତିକ

ନୂଆଦିଲ୍ଲୀ, ୬।୮(ପି.ଟି.):ପେଗାସସ୍‌ ଗୁପ୍ତଚରଗିରି ସମ୍ପର୍କିତ ଗଣମାଧ୍ୟମ ରିପୋର୍ଟ ଯଦି ସତ ହୋଇଥାଏ ତେବେ ଏହା ସାଂଘାତିକ ଅଭିଯୋଗ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଇସ୍ରାଏଲି ସ୍ପାଏଓ୍ବେର ପେଗାସସ୍‌କୁ ସରକାର ରାଜନେତା, ସାମାଜିକ କର୍ମୀ ଏବଂ ଖବରଦାତାମାନଙ୍କ ବିରୋଧରେ ଗୁପ୍ତଚରଗିରି ପାଇଁ ବ୍ୟବହାର…

ଭାଜପାର ଉତ୍ସବ, ବିରୋଧୀଙ୍କ ବିକ୍ଷୋଭ

ଜମ୍ମୁ/ଶ୍ରୀନଗର,୬ା୮:୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିଥିଲେ। ଗୁରୁବାର ଏହି ଐତିହାସିକ ପଦକ୍ଷେପକୁ ୨ ବର୍ଷ ପୂରିଛି। ଏହି ଅବସରରେ ଭାଜପା ପକ୍ଷରୁ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ…

କ୍ୟାବ୍‌ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା: ଯୁବତୀ କହିଲେ ‘ଆତ୍ମସୁରକ୍ଷା ପାଇଁ ମାରିଛି’

ଲକ୍ଷ୍ନୌ,୫।୮: ଯୁକ୍ତିତର୍କ ପରେ କ୍ୟାବ ଡ୍ରାଇଭରଙ୍କୁ ୨୨ ଥର ଚାପୁଡ଼ା ମାରିଥିବା ଯୁବତୀଙ୍କୁ ଏବେ ମଧ୍ୟ ଗିରଫ କରିନାହିଁ ଲକ୍ଷ୍ନୌ ପୋଲିସ। ଯୁବତୀଙ୍କ ନାଁରେ ମାମଲା ରୁଜୁ ହୋଇଛି। ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିବା ଅଭିଯୋଗ ଆଣି ରାସ୍ତା ଉପରେ ଟାକ୍ସି…

କୋଭାକ୍ସିନର ଦୁଇ ଡୋଜ୍‌ ଟିକା ନେଇଥିବା ଜଣେ ବ୍ୟକ୍ତି କୋର୍ଟରେ ଦାଖଲ କଲେ ପିଟିଶନ, କାରଣ ଜାଣିଲେ…

ଥିରୁଭାନନ୍ତପୁରମ୍‌,୫ା୮: ଭାରତରେ ସର୍ବପ୍ରଥମ ସ୍ବଦେଶୀ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଏହା ପରେ ରୁଷିଆର ଟିକା ମଧ୍ୟ ଦେଶରେ ଲଗାଗଲା। ଯଦିଓ କୋଭିଶିଲ୍ଡ ଏବଂ ରୁଷିଆର ସ୍ଫୁଟନିକ୍‌ ବି ମାନ୍ୟତା ପାଇଛି, ତଥାପି ଭାରତର ସ୍ବଦେଶୀ…

ପୁଣି ମୋଦିଙ୍କୁ ଚିଠି ଲେଖିଲେ ଦିଦି

କୋଲକତା,୫।୮: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ଟିକା ଅଭାବ ନେଇ ପୁଣି ଥରେ ଅଭିଯୋଗ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ଯଦି ପଶ୍ଚିମବଙ୍ଗରେ ଟିକା ଯୋଗାଣ ବୃଦ୍ଧି…

ଦେଶ ପାଇଁ ୫ ଅଗଷ୍ଟ ଶୁଭଦିନ: ଭାଜପା

ନୂଆଦିଲ୍ଲୀ,୫ ।୮: ଟୋକିଓ ଅଲିମ୍ପିକରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶର ଗୌରବ ବୃଦ୍ଧି କରିଛନ୍ତି । ଦୀର୍ଘ ୪୧ ବର୍ଷ ପରେ ଏହି ପଦକ ଜିତିଛି ଦେଶ । ଏହାକୁ ନେଇ ଏବେ ଦେଶରେ ଉଲ୍ଲାସର…

ପର୍ବପର୍ବାଣୀ ସମୟରେ ବିନା ସଙ୍କୋଚରେ ରାଜ୍ୟ ସରକାର ଲଗାଇ ପାରିବେ ଲକଡାଉନ୍‌: କେନ୍ଦ୍ର

ନୂଆଦିଲ୍ଲୀ,୫ ।୮: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ କିଛି ରାଜ୍ୟରେ କମ୍ ହୋଇଥିବା ବେଳେ କିଛି ରାଜ୍ୟରେ କିନ୍ତୁ ପୁଣିଥରେ ଏହା ବୃଦ୍ଧି ପାଇବା ଦେଖାଦେଇଛି । ଆଗକୁ ତୃତୀୟ ଲହର ଆସୁଥିବା ବେଳେ ଏବେବି ଦ୍ୱିତୀୟ ଲହରରୁ ମୁକ୍ତି…

ବିଦେଶ ଯାଉଥିବା ଛାତ୍ରଙ୍କୁ ସାହାଯ୍ୟ କରିବେ ପୁନାୱାଲା

ନୂଆଦିଲ୍ଲୀ,୫ ।୮: ସିରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ଗୁରୁବାର କହିଛନ୍ତି ବିଦେଶରେ ପାଠ ପଢିବା ପାଇଁ ଯାଉଥିବା ଛାତ୍ରଙ୍କୁ ସେ ସାହାଯ୍ୟ କରିବେ । ଏଥିପାଇଁ ସେ ୧୦ କୋଟି ଟଙ୍କା ଫଣ୍ଡ ପ୍ରସ୍ତୁତ କରିଛନ୍ତି ।…

ହକି ଦଳ ଯାହା କଲେ, ଆଜି ସାରା ଦେଶ ଖୁସିରେ ନାଚୁଛି: ପିଏମ୍‌ ମୋଦି…

ନୂଆଦିଲ୍ଲୀ,୫।୮: ଭାରତୀୟ ପୁରୁଷ ହକି ଦଳ ଗୁରବୁାର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଛି। ହକି ଦଳ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି। ଅଲିମ୍ପିକ୍ସରେ ପୁରୁଷ ହକି ଦଳ ୪୧ ବର୍ଷ ପରେ ପୁଣି ପଦକ…

ଅଗଷ୍ଟ ୫କୁ ମନେ ରଖିବ ଦେଶ, ବିରୋଧୀ କରୁଛନ୍ତି ସେଲ୍ଫ ଗୋଲ, କହିଲେ ମୋଦି…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଉତ୍ତରପ୍ରଦେଶରେ ’ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ର ହିତାଧିକାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କଥାବାର୍ତ୍ତା କରୁଥିବାବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାରାଣାସୀର ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ।…

କ୍ୟାପଟେନ୍‌ଙ୍କ ହାତ ଛାଡ଼ିଲେ ପିକେ…

ଚଣ୍ଡିଗଡ଼,୫।୮: ଆଗକୁ ପଞ୍ଜାବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂଙ୍କ ମୁଖ୍ୟ ପରାମର୍ଶଦାତା ପଦବୀରୁ ପ୍ରଶାନ୍ତ କିଶୋର(ପିକେ) ଇସ୍ତଫା ଦେଇଛନ୍ତି। ନିଜ ଦାୟିତ୍ୱ ସେ ଠିକ୍‌ ଭାବେ ତୁଲାଇ ପାରୁ ନ ଥିବାରୁ ପଦବୀ ଛାଡୁଥିବା ପ୍ରଶାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri