କରୋନାକୁ ହରାଇଛି ଦେଶ, ବିଦେଶୀ ରାଷ୍ଟ୍ର ବି କରୁଛନ୍ତି ପ୍ରଶଂସା: ମୋଦି
ନୂଆଦିଲ୍ଲୀ, ୮।୨: ଦେଶ କରୋନା ଲଢ଼େଇରେ ବିଜୟୀ ହୋଇଛି। ଭାରତର ସଫଳତାକୁ ବିଦେଶୀ ରାଷ୍ଟ୍ର ପ୍ରଶଂସା କରୁଛନ୍ତି। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ନେଇ ସମାଲୋଚନା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ କହିଛନ୍ତି।...
କୃଷକ ଆନ୍ଦୋଳନ: ଖଲିସ୍ତାନ-ପାକିସ୍ତାନ ଲିଙ୍କ ଥିବା ୧୧୭୮ ଟୁଇଟର ଆକାଉଣ୍ଟକୁ ବନ୍ଦ କରିବାକୁ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୮ ।୨: କୃଷକ ଆନ୍ଦୋଳନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭୁଲ ତଥ୍ୟ ଯାଉଥିବା ଅଭିଯୋଗ ଆସୁଛି । ଏବେ କେନ୍ଦ୍ର ସରକାର ଟୁଇଟରକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରାୟ ୧୧୭୮ ପାକିସ୍ତାନ-ଖଲିସ୍ତାନ ଲିଙ୍କ ଥିବା ଟୁଇଟର ଆକାଉଣ୍ଟକୁ ବନ୍ଦ...
ମାର୍ଚ୍ଚ ସୁଦ୍ଧା ଭାରତକୁ ମିଳିବ ୧୧ ରାଫାଲ
ନୂଆଦିଲ୍ଲୀ, ୮।୨: ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତକୁ ୧୧ ରାଫାଲ ଯୁଦ୍ଧ ବିମାନ ମିଳିବ। ସେହିପରି ୨୦୨୨ ଏପ୍ରିଲ୍ ସୁଦ୍ଧା ଅନ୍ୟ ୧୭ଟି ରାଫାଲ ଭାରତ ଆସିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ରାଜ୍ୟ ସଭାରେ...
ଯବାନ ଅବା ଚାଷୀ ନୁହନ୍ତି, ମୋଦିଙ୍କ ପାଇଁ ଶ୍ରେଷ୍ଠ କେବଳ ଉଦ୍ୟୋଗପତି: ରାହୁଲ
ନୂଆଦିଲ୍ଲୀ,୮।୨: କେନ୍ଦ୍ର ସରକାରଙ୍କୁ କଂଗ୍ରେସ ଲଗାତାର ଘରିବାର ଉଦ୍ୟମ କରୁଛି। ଏହି ମର୍ମରେ କେନ୍ଦ୍ର ବଜେଟକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ୍ୁ ଟାର୍ଗେଟ୍ କରିଛନ୍ତି। ରାହୁଲ ସୋମବାର ଟୁଇଟ୍ କରି କହିଛନ୍ତି ଯେ, ବଜେଟ ଦେଶର କେତେ...
ଟନେଲରେ ଅଟକି ରହିଛନ୍ତି ୩୦ ଜଣ
ଚାମୋଲି,୮।୨: ହିମସ୍ଖଳନ ଉତ୍ତରାଖଣ୍ଡ ଚାମୋଲିରେ ଲୋକଙ୍କ ଆଖିରେ ଲୁହ ଭରିଛି। ହଠାତ୍ ଏଭଳି ଘଟଣା ଘଟିବାରୁ ନିଜ ନିଜ ନିତିଦିନିଆ କାମରେ ବ୍ୟସ୍ତ ଥିବା ଲୋକେ କିଛି ଜାଣିବା ପୂର୍ବରୁ ନିଖୋଜ ହୋଇଯାଇଛନ୍ତି। ଇତିମଧ୍ୟରେ ନିଖୋଜଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି।...
ବାମ ସରକାରର ସଂସ୍କରଣ ଟିଏମ୍ସି
ନୂଆଦିଲ୍ଲୀ, ୮।୨: ପଶ୍ଚିମବଙ୍ଗର ସାମ୍ପ୍ରତିକ ସ୍ଥିତି ପାଇଁ ସେଠାର ରାଜନୀତିକୁ ଦାୟୀ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେବଳ ଭାଜପା ବେଙ୍ଗଲରେ ଅସଲ ପରିବର୍ତ୍ତନ ଆଣିପାରିବ ବୋଲି ସେ କହିଛନ୍ତି। ରବିବାର ହଳଦିଆଠାରେ ଏକ ରାଜନୈତିକ ର଼୍ୟାଲିକୁ ସମ୍ବୋଧିତ କରି...
ସନି ଲିଓନିଙ୍କ ନାଁରେ ମାମଲା
ଥିରୁଭାନନ୍ତପୁରମ୍, ୮ା୨: ବଲିଉଡ୍ ଅଭିନେତ୍ରୀ ସନି ଲିଓନିଙ୍କ ନାଁରେ ୨୯ ଲକ୍ଷ ଟଙ୍କାର ଠକେଇ ମାମଲା ରୁଜୁ କରିଛି କେରଳ ପୋଲିସ। କୋଚି କ୍ରାଇମବ୍ରାଞ୍ଚ ତାଙ୍କୁ ଏ ନେଇ ପଚରାଉଚରା କରିଛି। ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପକ୍ଷରୁ ସନିଙ୍କ...
ଚିନ୍ତା ବଢ଼ାଇଲାଣି ହିମାଳୟ ଗ୍ଲେସିୟର
ନୂଆଦିଲ୍ଲୀ, ୮।୨:ଏକବିଂଶ ଶତାବ୍ଦୀ ଆରମ୍ଭରୁ ହିମାଳୟ ଅଞ୍ଚଳର ଗ୍ଲେସିୟର (ହିମବାହ) ଦୁଇଗୁଣା ଅଧିକ ବେଗରେ ତରଳୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ୨୦୧୯ରେ ପ୍ରକାଶିତ ସର୍ଭେ ଅନୁଯାୟୀ ଉତ୍ତାପ ବଢ଼ୁଥିବାରୁ ହିମବାହ ଶୀଘ୍ର ତରଳୁଛି। ପ୍ରତିବର୍ଷ ଦେଢ଼ଫୁଟ ଉଚ୍ଚର ବରଫ ତରଳୁଥିବାରୁ...
ହିମବାହରୁ ଖଣ୍ଡପ୍ରଳୟ
ଡେରାଡୁନ୍, ୮।୨ :ପ୍ରକୃତିର ଅନ୍ୟତମ ଆଶ୍ଚର୍ଯ୍ୟ ଗ୍ଲେସିୟର ବା ହିମବାହ। ଲକ୍ଷାଧିକ ବର୍ଷ ଧରି ଜମାଟ ବାନ୍ଧିଥିବା ଏହି ବରଫ ଉପତ୍ୟକାର ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଆସିଛି। ହେଲେ ଏହି ବରଫ ଚଟାଣ ଯେତେବେଳେ ଦୋହଲେ, ସେତେବେଳେ ଆସେ ଖଣ୍ଡପ୍ରଳୟ। କ୍ଷଣିକ...
ଯବାନଙ୍କୁ ଜାଳିଦେଲେ
ମୁମ୍ବାଇ, ୮ା୨: ଭାରତୀୟ ନୌସେନାର ଜଣେ ଯବାନଙ୍କୁ ମୁମ୍ବାଇର ପାଲଘର ଜିଲାରେ କେତେଜଣ ଦୁର୍ବୃତ୍ତ ଜିଅନ୍ତା ଜାଳିଦେଇଛନ୍ତି। ମୃତକ ହେଲେ ଝାଡଖଣ୍ଡର ସୁରଜ କୁମାର ମିଥିଲେଶ ଦୁବେ। ସେ ତାମିଲନାଡ଼ୁର କୋଏମ୍ବାଟୁରଠାରେ କାର୍ଯ୍ୟରତ ଥିଲେ। ଜାନୁୟାରୀ ୩୦ରେ ସୁୁରଜ ଘରକୁ...
‘ନୂଆ ଜୀବନ ମିଳିଲା’
ଡେରାଡୁନ,୮।୨: ଉତ୍ତରାଖଣ୍ଡର ଚାମୋଲି ଜିଲାରେ ରବିବାର ହିମ ସ୍ଖଳନ ଘଟିବା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ତାପୋଭାନ ପାଓ୍ବାର ପ୍ରୋଜେକ୍ଟ ଏରିଆ। ଏହି ପାଓ୍ବାର ପ୍ଲାଣ୍ଟରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ବିଭିନ୍ନ...
ଆଲୋଚନା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତ : ଗୋୟଲ
ନୂଆଦିଲ୍ଲୀ, ୭ା୨- ନୂଆ କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକ ନେତାଙ୍କ ସହ ପୁଣି ଥରେ ସରକାର ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ସୂଚନା ଦେଇଛନ୍ତି। ଗତମାସରେ ଆନ୍ଦୋଳନରତ...
Archives


