ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ
ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଚନ୍ଦ୍ରମା ରାଜଭର (୨୪)। ଦୀର୍ଘ ଏକ ବର୍ଷ...
ଭାରତରେ ପ୍ରସ୍ତୁତ ଟିକା ଉପରେ ଚାଇନା ହ୍ୟାକର୍ସଙ୍କ ନଜର
ନୂଆଦିଲ୍ଲୀ,୧।୩ : ଭାରତରେ କରୋନା ଟିକା ପ୍ରସ୍ତୁତ କରୁଥିବା ଦୁଇ ଭାକ୍ସିନ ପ୍ରସ୍ତୁତକାରୀ କମ୍ପାନୀର ଆଇଟି ସିଷ୍ଟମ ଉପରେ ଗତ ସପ୍ତାହରେ ସାଇବର ଆଟାକ୍ କରିଛି ଚାଇନା ସମର୍ଥତ୍ତ ହ୍ୟାକିଂ ଗ୍ରୁପ। ଏ ନେଇ ସାଇବର ଇଣ୍ଟେଲିଜେନ୍ସ ଫାର୍ମ ସିଫର୍ମା...
ବେଡ୍ ଓଦା କରିବାରୁ ନାବାଳକକୁ ନିର୍ଯ୍ୟାତନା ଦେଲେ ଦମ୍ପତି
ଥାନେ,୧।୩ : ମହାରାଷ୍ଟ୍ରର ଥାନେ ସହରରେ ବେଡ୍ ଓଦା କରିବା କାରଣରୁ ଜଣେ ୯ ବର୍ଷୀୟ ନାବାଳକ ଉପରେ ଅକଥନିୟ ଅତ୍ୟାଚାର କରିଛନ୍ତି ଜଣେ ପୁରୁଷ ଓ ତାଙ୍କ ଦ୍ୱିତୀୟ ପତ୍ନୀ। ଏପରି କି ନାବାଳକଙ୍କ ପ୍ରାଇଭେଟ ପାଟର୍ସରେ ଚେଙ୍କ...
ସ୍ତ୍ରୀଙ୍କୁ ବେଲ୍ଟରେ ପିଟି ପିଟି ହତ୍ୟା
କୋଟା,୧।୩ : ରାଜସ୍ଥାନର ଝାଲାଓ୍ବର ଜିଲାରେ ଜଣେ ମଦ୍ୟପ ସ୍ବାମୀ ଚମଡ଼ା ବେଲ୍ଟରେ ପିଟି ପିଟି ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି। ଏ ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ଝାଲାଓ୍ବର ପୋଲିସ। ପୋଲିସ ଅନୁଯାୟୀ,...
ବାଇସେପ୍- ଆବ୍ସ ପରେ ଏବେ ଚର୍ଚ୍ଚାରେ ରାହୁଲଙ୍କ ପୁଶ୍ଅପ୍: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୧।୩: ଆଜିକାଲି ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ୫୦ ବର୍ଷୀୟ ରାହୁଲ ନିକଟରେ ମତ୍ସଜୀବୀମାନଙ୍କ ସହ ସମୁଦ୍ରକୁ ଡେଇଁଥିଲେ। ଏହାର ଭିଡିଓ ଏବଂ ଫଟୋ ଖୁବ୍ ଭାଇରାଲ ହୋଇଥିଲା। ଏହାପରେ ତାଙ୍କର ଅନ୍ୟ ଏକ...
ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବିରୋଧୀଦଳ ନେତା ଟିକାନେବା ଉଚିତ
ନୂଆଦିଲ୍ଲୀ,୧।୩: କୋଭିଡ୍-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇଛନ୍ତି। ଟିକା ନିରାପଦ ବୋଲି ସେ ଦେଶବାସୀଙ୍କୁ ଉଦାହରଣ ଦେଇଥିବା କେନ୍ଦ୍ର...
୯ ସେକେଣ୍ଡରେ ନନ୍ଷ୍ଟପ୍ ୧୩ ପୁସ୍ଅପ୍ ମାରିଲେ ରାହୁଲ
ଚେନ୍ନାଇ,୧ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ସୋମବାର ସେ କନ୍ୟାକୁମାରୀରେ ଏକ ରୋଡ ଶୋ’ରେ ଯୋଗ ଦେଇଥିଲେ । ସେଠାରେ ଯେ ଯୁବ ଛାତ୍ରୀଛାତ୍ରଙ୍କ ସହ କଥା ହୋଇଥିଲେ ।...
ପୂର୍ବରୁ କାହିଁକି ଟିକା ନେଲେ ନାହିଁ ପ୍ରଧାନମନ୍ତ୍ରୀ: ଅଧୀର ରଞ୍ଜନ
ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ କରୋନା ଟିକା ନେଇ ଏହାର ଶୁଭାରମ୍ଭ କରିଥିଲେ। ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। କଂଗ୍ରେସ ନେତା ତଥା...
ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଯୋଗାଇ ଦିଆଯିବ ସହାୟତା: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୧।୩: ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ଅଭିଯୁକ୍ତଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବା ପାଇଁ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏକ ବଳାତ୍କାର ମାମଲାରେ ଜାମିନ ବିଚାର ସମୟରେ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ...
ମହାରାଷ୍ଟ୍ରରେ ବଢି ଚାଲିଛି କରୋନା ସଂକ୍ରମଣ: ବିଦର୍ଭରେ ଫେବୃୟାରୀରେ ସଂକ୍ରମିତଙ୍କ ସଂଖ୍ୟା ୪୬ ହଜାରରୁ ଅଧିକ
ମୁମ୍ବାଇ,୧ ।୩: ମହାରାଷ୍ଟ୍ରରେ ପୁଣିଥରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛିଦିନ ତଳେ ସାରା ଦେଶରେ ସଂକ୍ରମଣ ସଂଖ୍ୟା କମ୍ ହୋଇଥିବା ବେଳେ ହଠାତ୍ ଏହା ବୃଦ୍ଧି ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପୂର୍ବଭଳି ଏଥର...
ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀମାନେ ନେଲେ କରୋନା ଟିକା: ଭାଜପାର ଏମ୍ପି, ବିଧାୟକ ଟଙ୍କା ଦେଇ ନେବେ ଟିକା
ନୂଆଦିଲ୍ଲୀ,୧ ।୩: କରୋନା ମାହାମାରୀକୁ ଦୂରେଇବା ପାଇଁ ଦେଶରେ ମାର୍ଚ୍ଚ ୧ ଅର୍ଥାତ୍ ସୋମବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏଥିରେ ୬୦ ବର୍ଷରୁ ଅଧିକ ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଟିକା ଦିଆଯିବାକୁ ସ୍ଥିର...
ପୋଲିସ ହେପାଜତରେ ଚନ୍ଦ୍ରାବାବୁ ନାଇଡୁ
ତିରୁପତି,୧।୩: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ପୋଲିସ ହେପାଜତରେ ରହିଛନ୍ତି। ସେ ସୋମବାର ଚିତ୍ତୋର ଜିଲାରେ ଏକ ନିର୍ବାଚନୀ ସଭାରେ ଯୋଗଦେବାକୁ ଯାଉଥିଲେ। ତାଙ୍କୁ ତିରୁପତି ବିମାନ ବନ୍ଦରରେ ସ୍ଥାନୀୟ ରେନିଗୁଣ୍ଟା ପୋଲିସ ପକ୍ଷରୁ ଅଟକ ରଖାଯାଇଥିଲା। ଏହାର...
Archives


