ଜାତୀୟ

ଲାଲୁଙ୍କ ପରିବାରରେ ଜନ୍ମାଷ୍ଟମୀ ବିବାଦ, ପୋଷ୍ଟରରେ ଅଛନ୍ତି କୃଷ୍ଣ ନାହାନ୍ତି ଅର୍ଜୁନ…

ପାଟନା,୩୦।୮: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜନ୍ମାଷ୍ଟମୀ ବିବାଦ ଦେଖାଦେଇଛି। ଜନ୍ମାଷ୍ଟମୀ ଅବସରେ ପାଟନା ସହରରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲାଲୁଙ୍କ ସହିତ ରାବ୍ରି ଦେବୀଙ୍କ ଫଟୋ ରହିଛି। ସେହିପରି ତେଜପ୍ରତାପ ଯାଦବଙ୍କ ଫଟୋ ବି ରହିଛି। ତେବେ ତେଜସ୍ବୀ…

ନୂଆ ଗାଇଡ୍‌ଲାଇନ ସହ ରାଜଧାନୀରେ ଖୋଲିବ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ,୩୦ ।୮: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୧ ବର୍ଷ ହେବ ସମସ୍ତ ଶିକ୍ଷାନୁଷ୍ଠାନ ଏକ ପ୍ରକାର ବନ୍ଦ ରହିଛି କହିଲେ ଚଳେ । ଇତିମଧ୍ୟରେ କରୋନାର ଦ୍ୱିତୀୟ ଲହର କମି ଯାଇଥିବା ବେଳେ ତୃତୀୟ ଲହର ଆରମ୍ଭ ହେବାକୁ…

ଅନୁପ୍ରବେଶ ଉଦ୍ୟମ ପଣ୍ଡ, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୦।୮: ପାକିସ୍ତାନର ଏକ ଷଡ଼ଯନ୍ତ୍ର ପୁଣି ବିଫଳ ହୋଇଛି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ସେକ୍ଟରରେ ଏକ ଅନୁପ୍ରବେଶ ଉଦ୍ୟମକୁ ସେନା ଯବାନଙ୍କ ପକ୍ଷରୁ ପଣ୍ଡ କରାଯାଇଛି। ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ପାକିସ୍ତାନ ପଟୁ ଆତଙ୍କବାଦୀ ଜଣକ ଭାରତୀୟ…

୧୦ ଦିନରେ ୪୦ ଶିଶୁଙ୍କ ମୃତ୍ୟୁ…

ଲକ୍ଷ୍ନୌ,୩୦।୮: ଉତ୍ତରପ୍ରଦେଶ ଫିରୋଜାବାଦରେ ଭାଇରାଲ ଫିଭର ଏବଂ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏଥିରେ ଅଧିକ ସଂଖ୍ୟକ ଶିଶୁ ଆକ୍ରାନ୍ତ ହେଉଛନ୍ତି। ଗତ ୧୦ ଦିନ ମଧ୍ୟରେ ଫିରୋଜାବାଦ ହସ୍ପିଟାଲରେ ୪୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…

ସେପ୍ଟେମ୍ବର ୧ ରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩୦।୮: ସୁପ୍ରିମ୍‌କୋର୍ଟ ସେପ୍ଟେମ୍ବର ୧ଠାରୁ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। ଦୀର୍ଘ ୧୭ମାସ ଧରି ସୁପ୍ରିମ୍‌କୋର୍ଟରେ ପୁଣି ସାଧାରଣ ଭାବେ ଶୁଣାଣି କରାଯିବ। ତେବେ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଶୁଣାଣିର ବିକଳ୍ପ ମଧ୍ୟ ରହିବ ବୋଲି ଏସ୍‌ଓପି ଅଧିସୂଚନା ଜାରି କରାଯାଇଛି। ଶୁଣାଣି…

ଜନ୍ମାଷ୍ଟମୀର ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୮: ପବିତ୍ର ଜନ୍ମାଷ୍ଟମୀର ଶୁଭ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଜନ୍ମାଷ୍ଟମୀର ଶୁଭ ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ କାମନା ଜଣାଉଛି। ଏହି ଉତ୍ସବ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଚରିତ୍ର…

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ, ୨୪ ଘଣ୍ଟାରେ ୪୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩୦।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ…

ପୋଲିସ ଲାଠିମାଡ଼ରେ ଆହତ ଚାଷୀଙ୍କ ମୃତ୍ୟୁ

ଚଣ୍ଡିଗଡ଼, ୩୦।୮: ହରିୟାଣାର କର୍ନଲ ଜିଲାରେ ଶନିବାର ପୋଲିସ ଲାଠିମାଡ଼ରେ ଆହତ ଜଣେ ଚାଷୀଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ବରିଷ୍ଠ ବିକେୟୁ ନେତା ଗୁରନାମ୍‌ ସିଂ ଚାଡୁନି ଏହି ସୂଚନା ଦେଇଛନ୍ତି। ସୁଶୀଲ କାଜଲ ନାମକ ଉକ୍ତ ଚାଷୀ ୯ ମାସ…

ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ ବାଇକ୍‌ରେ ବୁଲାଇବା ବାହାନାରେ…

ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ

ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍‌ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ ରହିବ। କୋଭିଡ୍‌-୧୯ ସ୍ଥିତିକୁ ବିଚାର କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।…

ବୟାନ ନ ଦେଇ ସହର ଛାଡ଼ିଲେ ମହୀଶୂର ଗଣବଳାତ୍କାର ପୀଡ଼ିତା

ଲକ୍ଷ୍ନୌ, ୩୦।୮: କର୍ନାଟକର ମହୀଶୂର ଉପକଣ୍ଠ ଚାମୁଣ୍ଡି ପାହାଡ଼ରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତା ପୋଲିସ ଆଗରେ ବୟାନ ନ ଦେଇ ପରିବାର ସହ ସହର ଛାଡ଼ି ଅନ୍ୟତ୍ର ଚାଲି ଯାଇଛନ୍ତି। ମହାରାଷ୍ଟ୍ରର ୨୩ ବର୍ଷୀୟା ଏମ୍‌ବିଏ ଛାତ୍ରୀଙ୍କ ଗଣବଳାତ୍କାର ମାମଲାରେ…

ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀଙ୍କୁ ଇଡିର ନୋଟିସ

ମୁମ୍ବାଇ,୨୯।୮: ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମହାରାଷ୍ଟ୍ରର ପରିବହନ ମନ୍ତ୍ରୀ ଅନୀଲ ପରବ। ଏହାର କିଛି ଦିନ ପରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ ଜାରି କରିଛି। ଟଙ୍କା ହେରଫେର ମାମଲାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri