ମୋଦିଙ୍କ କରୋନା ସମୀକ୍ଷା ବୈଠକ: ଟ୍ରିପଲ ‘ଟି’ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲର୍ଟରେ ରହିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...
ମିଗ୍-୨୧ ଦୁର୍ଘଟଣାଗ୍ରସ୍ତ: ଗ୍ରୁପ୍ କ୍ୟାପଟେନ୍ ମୃତ
ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନାର ମିଗ୍-୨୧ ବାଇସନ୍ ଯୁଦ୍ଧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟଭାରତର ଏକ ଏୟାରବେସ୍ରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ହଠାତ୍ ଏହା ଜଳି ଉଠିଥିଲା। ଏହି ଦୁର୍ଘଟଣାରେ ଗ୍ରୁପ୍ କ୍ୟାପଟେନ୍ ଏ.ଗୁପ୍ତାଙ୍କର ମୃତ୍ୟୁ ଘଟିଥିବା...
ଦିଦିଙ୍କ ନିର୍ବାଚନୀ ଥୋପ: ମାଗଣାରେ ମିଳିବ କରୋନା ଟିକା
କୋଲକାତା,୧୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ନେଇ ଭାଜପା ଏବଂ ଶାସକ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କ୍ଷମତାଚ୍ୟୁତ କରିବା ଲାଗି ଯୋଜନା କରିଥିବାବେଳେ ମମତା ପୁଣି ଥରେ କ୍ଷମତା ଦଖଲ...
୨୫ ସହରରେ ନାଇଟ୍ କର୍ଫ୍ୟୁ
ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ୨୫ଟି ସହରରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନାଇଟ୍ କର୍ଫ୍ୟୁ ଜାରି ହୋଇଛି। ମହାରାଷ୍ଟ୍ରର ୧୦ ଜିଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ରାଜ୍ୟର ନାଗପୁର, ପୁଣେ, ନାସିକ୍, ରାୟଗଢର...
ଟିକାକରଣ ନେଇ ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ରର ଟାର୍ଗେଟ
ନୂଆଦିଲ୍ଲୀ,୧୭।୩: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ସରକାରଙ୍କୁ ଟାର୍ଗେଟ୍ କରାଯାଇଛି। ଏହି ମର୍ମରେ କେନ୍ଦ୍ର ପ୍ରକାଶ ଜାଭେଡ୍କର କହିଛନ୍ତି ଯେ, ମହାରାଷ୍ଟ୍ର ସରକାରଙ୍କୁ ୫୪ ଲକ୍ଷ...
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ଗାନ୍ଧୀଙ୍କ ପରଲୋକ
ନୂଆଦିଲ୍ଲୀ,୧୭।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଦିଲୀପ ଗାନ୍ଧୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଦିଲୀପ ଗାନ୍ଧୀଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା। କିଛିଦିନ...
ନୀତା ଅମ୍ବାନୀ ବିଏଚ୍ୟୁରେ ପ୍ରଫେସର ନିଯୁକ୍ତି ନେଇ ଦେଲେ ସଫେଇ
ନୂଆଦିଲ୍ଲୀ,୧୭।୩: ରିଲାୟନ୍ସ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ)ର ଗେଷ୍ଟ ପ୍ରଫେସର ନିଯୁକ୍ତି ହେବା ରିପୋର୍ଟକୁ ତାଙ୍କ ମୁଖପାତ୍ର ନକଲି ବୋଲି କହିଛନ୍ତି। ବୁଧବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ର...
ଅଜାନ ଶବ୍ଦରେ ଶୋଇପାରୁ ନାହାନ୍ତି କୁଳପତି: ଜିଲାପାଳଙ୍କୁ ଲେଖିଲେ ଚିଠି
ପ୍ରୟାଗରାଜ,୧୭।୩: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ଆହ୍ଲାବାଦ୍ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଙ୍ଗୀତା ଶ୍ରୀବାସ୍ତବ ମସଜିଦ୍ରୁ ଶୁଭା ଯାଉଥିବା ଅଜାନ ଶବ୍ଦରେ ଶୋଇ ପାରୁ ନାହାନ୍ତି। ଏନେଇ ସେ ପ୍ରୟାଗରାଜ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ମସଜିଦ୍ରେ ଲାଉଡ୍ ସ୍ପିକର ଲଗାଯାଇ...
ଚାଇନା ନାଗରିକଙ୍କଠାରୁ ମିଳିଲା ଭାରତୀୟ ଆଧାର କାର୍ଡ: ୨ ଗିରଫ
କୋଲକାତା,୧୭।୩: ପଶ୍ଚିମବଙ୍ଗର ସିଲିଗୁଡିି ଜିଲାରେ ପୋଲିସ ଦୁଇ ଚାଇନା ନାଗରିକଙ୍କୁ ଗିରଫ କରିଛି। ରାଜ୍ୟର ବାଗଡୋଗ୍ରା ବିମାନବନ୍ଦରରେ ଥିବା ସିଲିଗୁଡି ମହାନଗର ପୋଲିସ ଏହି ଚାଇନା ନାଗରିକଙ୍କୁ ପାସପୋର୍ଟ ଏବଂ ଦୁଇଟି ଆଧାର କାର୍ଡ ସହିତ ଗିରଫ କରିଛି। ପୋଲିସର...
ଭାଜପା ଏମ୍ପିଙ୍କ ସନ୍ଦେହ ଜନକ ମୃତ୍ୟୁ: ଘରେ ଫାଶୀରେ ଝୁଲୁଥିଲେ
ନୂଆଦିଲ୍ଲୀ,୧୭।୩: ହିମାଚଳପ୍ରଦେଶର ମଣ୍ଡି ଲୋକ ସଭା ଆସନର ଭାଜପା ଏମ୍ପି ରାମସ୍ବରୂପ ଶର୍ମାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ବାସ ଭବନରେ ରାମସ୍ବରୂପଙ୍କ ମୃତଦେହକୁ ଘର ଭିତରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଆର୍ଏମ୍ଏଲ୍...
୨୪ ଘଣ୍ଟାରେ ୨୮ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଲଗାତାର ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୮ ହଜାର ୯୦୩ରେ ପହଞ୍ଚିଥିବାବେଳେ ଏହି...
ଟି-ଶାର୍ଟ ପିନ୍ଧି ହଟହଟା
ଅହମଦାବାଦ,୧୭ା୩: ଗୁଜରାଟ ବିଧାନସଭାକୁ ଟି-ଶାର୍ଟ ପିନ୍ଧି ଯାଇଥିବାରୁ କଂଗ୍ରେସ ବିଧାୟକ ବିମଳ ଚୂଡ଼ାସ୍ମାଙ୍କୁ ହଟହଟା ହେବାକୁ ପଡ଼ିଛି। ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ସୋମବାର ତାଙ୍କୁ ଗୃହରୁ ବିଦା କରିଦେଇଛନ୍ତି। ସୋମନାଥ ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିବା ଚୂଡ଼ାସ୍ମା...
Archives


