ଜାତୀୟ

ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ: ଏଣିକି ନାଇଟ୍‌ ଶିଫ୍ଟ କରିବେ ମହିଳା, ମିଳିବ ଦୁଇଗୁଣ ଦରମା

ନୂଆଦିଲ୍ଲୀ,୨୨ା୧୧: ମୋଦି ସରକାର ଶ୍ରମ ଆଇନ ସଂସ୍କାରରେ ସବୁଠାରୁ ବଡ଼ ପଦକ୍ଷେପ ନେଇଛନ୍ତି। ୨୯ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରିଛନ୍ତି। ନଭେମ୍ବର ୨୧ରେ ଦେଶବ୍ୟାପୀ ଚାରୋଟି ନୂତନ ଲେବର କୋଡ୍‌ ବା ଶ୍ରମ ସଂହିତା କାର୍ଯ୍ୟକାରୀ ହୋଇଛି। ସରକାର କହିଛନ୍ତି,…

ଯୁଦ୍ଧ ବିମାନ ଉଡାଉଥିବା ପାଇଲଟଙ୍କୁ କେତେ ମିଳେ ଦରମା?

ନୂଆଦିଲ୍ଲୀ,୨୨।୧୧: ଶୁକ୍ରବାର ଦୁବାଇ ଏୟାରଶୋ ସମୟରେ ଭାରତୀୟ ବାୟୁସେନାର ସ୍ବଦେଶୀ ତେଜସ (LCA) ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦୁଃଖଦ ଖବର ଦେଶକୁ ଚକିତ କରିଦେଇଛି। ୱିଙ୍ଗ କମାଣ୍ଡର ନାମନାଶ ସିଆଲଙ୍କ ମୃତ୍ୟୁ ସହିତ, ଦେଶ ଜଣେ ସାହସୀ ଯୋଦ୍ଧାକୁ ହରାଇଲା…

ବଡ଼ ଖବର: ଆଜି ୫ଘଣ୍ଟା ଚାଲିବନି ଟ୍ରେନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୨।୧୧: ଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା। ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ। ରେଳ ବିଭାଗର…

ସାଧାରଣ ଲୋକଙ୍କୁ ଝଟ୍‌କା, ବଢିଯିବ ଔଷଧ ଦାମ୍‌!

ନୂଆଦିଲ୍ଲୀ,୨୨।୧୧: ଦେଶରେ GST ହାର ହ୍ରାସ ପରେ, ସରକାର ଏବେ ଔଷଧ କ୍ଷେତ୍ରରେ ବ୍ୟବହୃତ ଔଷଧ ସାମଗ୍ରୀ ପାଇଁ ସର୍ବନିମ୍ନ ଆମଦାନୀ ମୂଲ୍ୟ (MIP) ସ୍ଥିର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦେଶରେ ଔଷଧର ମୂଲ୍ୟ ବୃଦ୍ଧି ପାଇପାରେ। ଔଷଧ ଶିଳ୍ପର…

୧୮ ବର୍ଷରୁ କମ୍‌ ବୟସର ଝିଅ ସହିତ ଚତୁର୍ଥୀ ରାତି ପାଳନ କଲେ ସ୍ବାମୀଙ୍କୁ ମିଳିବ ଦଣ୍ଡ! ଜବାବ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୨।୧୧: ବିବାହ ପରେ ଚତୁର୍ଥୀ ରାତି ପାଳନ କରିବା ପାଇଁ ସ୍ବାମୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ କି? ଏପରି କରିବା ପାଇଁ ତାଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ କି? ଦିଲ୍ଲୀ ହାଇକୋର୍ଟ ସମ୍ପ୍ରତି ଏକ ଗୁରୁତ୍ୱପୂର୍ଣ୍ଣ ରାୟ…

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

ନୂଆଦିଲ୍ଲୀ,୨୨ା୧୧: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ…

ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରେ ବଡ଼ଧରଣର ଇଡି ଚଢ଼ାଉ: କୋଇଲା ମାଫିଆ ଛାନିଆ

ରାଞ୍ଚି,୨୧ା୧୧: କୋଇଲା ମାଫିଆ ନେଟ୍‌ଓ୍ବର୍କ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଚଢ଼ାଉ କରିଛି। ଝାଡ଼ଖଣ୍ଡର ଧାନବାଦ ଜିଲାର ୧୮ଟି ସ୍ଥାନରେ ଶୁକ୍ରବାର ସକାଳେ ଇଡି ଟିମ୍‌ ବ୍ୟାପକ…

ରେଳ ବିଭାଗର ବଡ ନିଷ୍ପତ୍ତି; ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ, ଏବେ ଆଉ ମିଳିବନି……

ନୂଆଦିଲ୍ଲୀ,୨୧।୧୧: ସମଗ୍ର ଦେଶରେ ଶୀତ ଲହରୀ ଖେଳିଯାଇଛି । ଏଥିଯୋଗୁଁ ରାତିରେ ତାପମାତ୍ରା ଅସ୍ୱାଭାବିକ ଭାବେ ତଳକୁ ଖସିଆସିବା ସହ ଦେଶର ସମଗ୍ର ପ୍ରାନ୍ତରେ ଘନ କୁହୁଡି ଦେଖାଯାଇଛି । କୁହୁଡି ପ୍ରଭାବରେ ପ୍ରାୟ ସମସ୍ତ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି…

ଫାଇଟର ଜେଟ୍‌ ତେଜସ୍‌ ତିଆରି ପାଇଁ ଖର୍ଚ୍ଚହୁଏ କେତେ ଟଙ୍କା? ଦୁର୍ଘଟଣା ହେଲେ ମିଳେ କି ବୀମା

ନୂଆଦିଲ୍ଲୀ,୨୧।୧୧: ଦୁବାଇ ଏୟାର ଶୋ’ରେ, ଭାରତର ଗର୍ବ, ତେଜସ ଲଢ଼ୁଆ ବିମାନ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କିଛି ମୁହୂର୍ତ୍ତ ପୂର୍ବରୁ ଗର୍ଜନ କରି ଆକାଶକୁ ଚିରି ଦେଉଥିବା ବିମାନଟି ଆଖି ପିଛୁଳାକେ ଭୂମିରେ ଖସି ପଡ଼ିଲା, ଏବଂ ନିଆଁରେ…

ବିହାର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ପାଟନା,୨୧ା୧୧: ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଶୁକ୍ରବାର ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଥର ପାଇଁ ବିହାରରେ ଭାଜପାକୁ…

‘ସବୁ ୧୪୦ ବିଧାୟକ ମୋର…’, ମୁଖ୍ୟମନ୍ତ୍ରୀ ବଦଳିବା ଖବର ମଧ୍ୟରେ ବଡ଼ ବୟାନ ଦେଲେ ଶିବକୁମାର, ରାଜନୀତିରେ ହଇଚଇ

ବେଙ୍ଗାଲୁରୁ,୨୧।୧୧: କର୍ନାଟକ କଂଗ୍ରେସ ସରକାର ଭିତରେ ସବୁକିଛି ଅସ୍ଥିର ପରି ମନେ ହେଉଛି। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଗତକାଲି ତାଙ୍କ ସମର୍ଥକମାନଙ୍କ ସହିତ ଅପ୍ରତ୍ୟାଶିତ ଭାବରେ ଦିଲ୍ଲୀରେ ପହଞ୍ଚିଥିଲେ। ଦାବି କରାଯାଇଥିଲା ଯେ ସେ ସେଠାରେ ଦଳର ଶୀର୍ଷ ନେତାମାନଙ୍କ ସହିତ ସାକ୍ଷାତ…

ଦୁବଇ ଏୟାର ଶୋ’ରେ ବଡ଼ ଦୁର୍ଘଟଣା, ଜଳିଗଲା ଫାଇଟର ଜେଟ ତେଜସ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ଦୁବଇ,୨୧।୧୧: ଶୁକ୍ରବାର (୨୧ ନଭେମ୍ବର, ୨୦୨୫) ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଏକ ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାଇଲଟ ବାହାରକୁ ବାହାରିଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିଡିଓରେ ଦେଖାଯାଉଛି ଯେ ଆକାଶରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri