ଓଡ଼ିଆ ବାୟୁସେନା ଅଧିକାରୀ ଇଷ୍ଟର୍ନ ଏୟାର କମାଣ୍ଡ ମୁଖ୍ୟ
ନୂଆଦିଲ୍ଲୀ, ୩।୧୦: ବାୟୁସେନାର ଓଡ଼ିଆ ଅଫିସର ଏୟାର ମାର୍ଶାଲ ଦିଲୀପ କୁମାର ପଟ୍ଟନାୟକ ଇଷ୍ଟର୍ନ ଏୟାର କମାଣ୍ଡ୍ର ଏୟାର ଅଫିସର କମାଣ୍ଡିଂ ଇନ୍ ଚିଫ୍ ନିଯୁକ୍ତ ହୋଇଛନ୍ତି। ଏଭଳି ସମ୍ମାନଜନକ ପଦବୀକୁ ପଦୋନ୍ନତି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ବାୟୁସେନା…
କ୍ରୁଜ ପାର୍ଟି: ଅଭିନେତାଙ୍କ ପୁଅ କହିଲେ ମୋତେ ଅତିଥି ଭାବେ ଡକାଯାଇଥିଲା
ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଥିଲା । ଶନିବାର ବିଳମ୍ବିତ ରାତିରେ ସେଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ…
ଗୋଟିଏ ଗୁଳିରେ ଦୁଇଟି ଶିକାର କଲେ ଗେହଲଟ
ନୂଆଦିଲ୍ଲୀ,୩ ।୧୦: ରାଜନୀତିରେ ମହାରଥ ହାସଲ କରିଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି । ଗେହଲଟ କହିଛନ୍ତି ତାଙ୍କ ସରକାର ୫ ବର୍ଷ ଶାସନ କରିବ ଓ ପୁଣି ଏହାର ପୁନରାବୃତ୍ତି ବି ହେବ…
ବିଜୁଳି ସଙ୍କଟ: ୭୨ ଥର୍ମାଲ ପ୍ଲାଣ୍ଟରେ ମାତ୍ର ୩ ଦିନ ପାଇଁ ରହଛି କୋଇଲା, ଉପୁଜିପାରେ ଚାଇନା ଭଳି ପରିସ୍ଥିତି
ନୂଆଦିଲ୍ଲୀ,୩ ।୧୦: ଦେଶରେ ଚାଇନା ଭଳି ବିଜୁଳି ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଇଛି । ବିଶେଷଜ୍ଞମାନେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟ ଏଜେନ୍ସି ପକ୍ଷରୁ ଜାରି କରାଯାଇଥିବା କୋଇଲା ଉପଳବ୍ଧର ପରିମାଣକୁ ନେଇ ଏଭଳି ଚେତାବନି ଦେଇଛନ୍ତି ।…
ଆଜି ଦିଦିଙ୍କ ରାଜନୈତିକ ଭବିଷ୍ୟତର ଭାଗ୍ୟ ପରୀକ୍ଷା
କୋଲକାତା,୩ ।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଆଜି ଭାଗ୍ୟ ପରୀକ୍ଷା । ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ନିଶ୍ଚିତ ହୋଇଯିବ କି ସେ ମୁଖ୍ୟମନ୍ତ୍ରୀ ଆସନରେ ରହିବେ ନା ତାଙ୍କୁ ଇସ୍ତଫା ଦେବାକୁ ପଡିବ । ରବିବାର ଭବାନିପୁର…
ମୋ ପିତାଙ୍କୁ ବନ୍ଦୀ କରି ରଖାଯାଇଛି, ପାଟନା ଆସିବାକୁ ଦିଆଯାଉ ନାହିଁ: ତେଜ ପ୍ରତାପ
ପାଟନା,୩ ।୧୦: ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପ ଏକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ ଦିଲ୍ଲୀରେ ବନ୍ଦୀ କରି ରଖାଯାଇଛି ପାଟନା ଆସିବାକୁ ଦିଆଯାଉ ନାହିଁ ।…
ଆକ୍ସନ ମୁଡରେ ଚନ୍ନି: ପ୍ରସ୍ତୁତ ହେବ ଦୁର୍ନୀତିରେ ଫସି ରହିଥିବା ସରକାରୀ କର୍ମଚାରୀଙ୍କ ତାଲିକା
ଚଣ୍ଡିଗଡ଼,୩ ।୧୦: ପଞ୍ଜାବର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବେ ଆକ୍ସନ ମୁଡରେ । ଚନ୍ନି ଯେଉଁ ସରକାରୀ କର୍ମଚାରୀଙ୍କ ନାଁରେ ଦୁର୍ନୀତି ମାମଲା ରହିଛି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି…
ସମୁଦ୍ର ମଝିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବିର ଚଢାଉ
ମୁମ୍ବାଇ,୩ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ମୁମ୍ବାଇରୁ ଗୋଆ ଯାଉଥିବା ଏକ ଜାହାଜ ଉପରେ ଚଢାଉ କରିଛି । ଏଥିରେ ଚାଲିଥିବା ହାଇ ପ୍ରୋଫାଇଲ ଡ୍ରଗ୍ସ ପାର୍ଟି ଉପରେ ଏନ୍ସିବି ଚଢାଉ କରି ପ୍ରାୟ ୧୦ ଜଣଙ୍କୁ ଗିରଫ କରିଥିବା ସୂଚନା…
୪ ନୌସେନା ପର୍ବତାରୋହୀଙ୍କ ମିଳିଲା ମୃତଦେହ
ମୁମ୍ବାଇ,୨।୧୦: ଉତ୍ତରାଖଣ୍ଡର ଚାମୋଲିଠାରେ ହିମସ୍ଖଳନରେ ନିଖୋଜ ଥିବା ଭାରତୀୟ ନୌସେନାର ୫ ପର୍ବତାରୋହୀଙ୍କ ମଧ୍ୟରୁ ଶନିବାର ୪ ଜଣଙ୍କ ମୃତଦେହ ମିଳିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନୌସେନା କମାଣ୍ଡର ରଜନୀକାନ୍ତ ଯାଦବ, ଯୋଗେଶ ତିଓ୍ବାରୀ, ଆନନ୍ଦ କୁକ୍ରେଟି ଏବଂ ଜେସିଓ…
ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିବାରୁ ହତ୍ୟା
ବେଙ୍ଗାଲୁରୁ, ୨।୧୦: କର୍ନାଟକର ଏକ ରେଳ ଧାରଣାରୁ ଗତ ୨୮ ତାରିଖରେ ମୁଣ୍ଡ କଟାଯାଇଥିବା ଜଣେ ୨୫ ବର୍ଷୀୟ ଯୁବକଙ୍କ ମୃତଦେହ ମିଳିଥିଲା। ଅର୍ବାଜ ମୁଲ୍ଲା ନାମକ ଏହି ଯୁବକ ଭିନ୍ନ ଧର୍ମର ଯୁବତୀଙ୍କ ସହ ସମ୍ପର୍କ ରଖିଥିବାରୁ ତାଙ୍କୁ ହତ୍ୟା…
ଲଦାଖରେ ବିଶ୍ୱର ବଡ଼ ପତାକା ଉଡ଼ିଲା
ନୂଆଦିଲ୍ଲୀ,୨।୧୦: ବିଶ୍ୱର ସବୁଠୁ ବଡ ତ୍ରିରଙ୍ଗା ପତାକା ଉନ୍ମୋଚିତ ହୋଇଛି। ଶନିବାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଅବସରରେ ଲେହଠାରେ ଲଦାଖର ଗଭର୍ଣ୍ଣର ଆର୍.କେ. ମାଥୁର ଏହି ବିଶାଳ ପତାକାକୁ ଉନ୍ମୋଚନ କରିଛନ୍ତି। ଏହି ତ୍ରିରଙ୍ଗା ଖଦୀରେ…
ଏବେ ଆଉ କାମ ଦେବନି ଚାଇନାର ଚତୁରତା: ଭାରତ ଦେବ କଡ଼ା ଜବାବ
ନୂଆଦିଲ୍ଲୀ,୨ା୧୦: ଚାଇନାକୁ ଉପଯୁକ୍ତ ତଥା କଡ଼ା ଜବାବ ଦେବା ପାଇଁ ସୀମାରେ ଭାରତର କେ-୯ ବଜ୍ର ପ୍ରସ୍ତୁତ ରହିଛି। ଏବେ ଆଉ ଚାଇନାର କୌଣସି ଚତୁରତା କାମ କରିବ ନାହିଁ। ବଜ୍ର ଯୋଗୁ ଶତ୍ରୁମାନଙ୍କୁ କବଳିତ କରିବା ପାଇଁ ଭାରତ ସମ୍ପୂର୍ଣ୍ଣ…
Archives


