ଜାତୀୟ

ଦୀପାବଳି ପୂର୍ବରୁ ମହଙ୍ଗାମାଡ଼, ଗ୍ୟାସ ସିଲିଣ୍ଡର ଦାମ୍‌ ବଢ଼ିଲା ୨୬୮ ଟଙ୍କା…

ନୂଆଦିଲ୍ଲୀ,୧।୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କ ଉପରେ ସରକାର ପୁଣି ମହଙ୍ଗା ମାଡ଼ କରିଛନ୍ତିି। ଗ୍ୟାସସିଲିଣ୍ଡର ଦାମ୍‌ ୨୬୮ ଟଙ୍କା ବଢ଼ିଛି। ଏହାଯୋଗୁ ଖାଉଟିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ସମ୍ପ୍ରତି ସାଧାରଣ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିରେ ହନ୍ତସନ୍ତ ହେଉଥିବାବେଳେ…

ନୌସେନାକୁ ମିଳିଲା ପ୍ରଥମ ପି୧୫ବି ଯୁଦ୍ଧଜାହାଜ

ନୂଆଦିଲ୍ଲୀ, ୧।୧୧: ଭାରତୀୟ ନୌସେନାକୁ ଅକ୍ଟୋବର ୨୮ରେ ପ୍ରଥମ ପି୧୫ବି ଗାଇଡେଡ୍‌-ମିଶାଇଲ ଡେଷ୍ଟ୍ରୟର ମିଳିଛି। ମାଜଗାଁଓ ଡକ୍‌ ଲିମିଟେଡ୍‌ରେ ଉକ୍ତ ଯୁଦ୍ଧଜାହାଜ ନିର୍ମାଣ କରାଯାଉଥିଲା। ପ୍ରୋଜେକ୍ଟ ୧୫ବି’ର ୪ଟି ଯୁଦ୍ଧଜାହାଜ ପାଇଁ ୨୦୧୧ ଜାନୁୟାରୀରେ ଚୁକ୍ତିନାମା ସ୍ବାକ୍ଷର ହୋଇଥିଲା। ଭାରତୀୟ ନୌସେନାର…

୨୦୨୦ରେ ଦୈନିକ ୩୧ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୧।୧୧(ପି.ଟି.): ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍‌ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ…

ପରିବେଶ ଶିକ୍ଷାରେ ସଂସ୍କାର ଅଣାଯାଉ

ନୂଆଦିଲ୍ଲୀ, ୧।୧୧(ପି.ଟି.): ବ୍ରିଟେନର ଗ୍ଲାସ୍‌ଗୋଠାରେ ୨୬ତମ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କୋପ୍‌୨୬) ରବିବାର ଆରମ୍ଭ ହୋଇଛି। ଏହା ପୂର୍ବରୁ ଦେଶର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପ୍ରଚଳିତ ପରିବେଶଗତ ଶିକ୍ଷାରେ ସଂସ୍କାର ଆଣିବା ଲାଗି ଭାରତର ଶିକ୍ଷାବିତ୍‌ ଓ ପ୍ରଧାନଶିକ୍ଷକମାନେ ଦାବି ଜଣାଇଛନ୍ତି।…

୨୯ରେ ୨ ରାଜ୍ୟସଭା ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ, ୩୧।୧୦: କେରଳ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟ ସଭାରେ ଖାଲିପଡ଼ିଥିବା ଗୋଟିଏ ଲେଖାଏ ଆସନ ଲାଗି ନଭେମ୍ବର ୨୯ରେ ଭୋଟଗ୍ରହଣ ହେବ। ରବିବାର ନିର୍ବାଚନ କମିଶନ ଉପନିର୍ବାଚନ ସମ୍ପର୍କରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଜାନୁୟାରୀରେ କେରଳ କଂଗ୍ରେସ (ଏମ୍‌) ନେତା…

ମୁକୁଳିଲେ ମୁନ୍‌ମୁନ, ଅର୍ବାଜ

ମୁମ୍ବାଇ, ୩୧ା୧୦: କ୍ରୁଜ୍‌ ଡଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦ୍ୱାରା ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜାମିନ ପାଇଥିବା ମୁନ୍‌ମୁନ୍‌ ଧମେଚା ଏବଂ ଅର୍ବାଜ ମର୍ଚ୍ଚାଣ୍ଟ ରବିବାର ଜେଲରୁ ବାହାରିଛନ୍ତି। ମୁନ୍‌ମୁନ୍‌ ବାଇକୁଲ୍ଲା ଜେଲ ଏବଂ ଅର୍ବାଜ ଆର୍ଥର…

ଓ୍ବାଙ୍ଖଡେଙ୍କ ସମର୍ଥନରେ ବାହାରିଲେ ଅଠଓ୍ବାଲେ

ମୁମ୍ବାଇ,୩୧।୧୦: କ୍ରୁଜ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେ ନାଁରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କୁ ଲଗାତାର ଅଭିଯୋଗ କରୁଛନ୍ତି। ନବାବ ମଲିକ ଅଭିଯୋଗ କରିଛନ୍ତି ଯେ, ସମୀର ୱାଙ୍ଖଡେ ଅନୁସୂଚିତ ଜାତିର…

ସାବଧାନ! ଏସବୁ ଫୋନ୍‌ରେ ବନ୍ଦ ହୋଇଯିବ ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୩୧ା୧୦: ହ୍ବାଟ୍ସଆପ୍‌ ହେଉଛି ସବୁଠୁ ଲୋକପ୍ରିୟ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌। ଅନେକ ଆଣ୍ଡ୍ରଏଡ୍‌ ଏବଂ ଆଇଓଏସ୍‌ ଉପଭୋକ୍ତା ସେମାନଙ୍କ ନିଜ ଲୋକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ହ୍ବାଟ୍ସଆପ୍‌ ବ୍ୟବହାର କରିଥାନ୍ତି। ତେବେ ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଦୁଃଖଦ…

ନୂଆ ନିୟମ: ଏଣିକି ସହଜରେ ନେପାଳରେ ପଶି ପାରିବେ ନାହିଁ ଭାରତୀୟ

ନୂଆଦିଲ୍ଲୀ,୩୧ା୧୦: ଭାରତୀୟଙ୍କ ପାଇଁ ନେପାଳ ସରକାର ନୂଆ ନିୟମ ଲାଗୁ କରିଛନ୍ତି । ଏଣିକି ନେପାଳରେ ପ୍ରବେଶ ପାଇଁ ଭାରତୀୟ ନାଗରିକଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରିଛନ୍ତି ନେପାଳ ସରକାର। ପୂର୍ବରୁ ଯେକୌଣସି ଭାରତୀୟ ବିନା କାଗଜପତ୍ରରେ ନେପାଳରେ ପ୍ରବେଶ…

‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଲେ ଆଫଗାନିସ୍ତାନ ବାଳିକା

ଅଯୋଧ୍ୟା, ୩୧।୧୦: ଆଫଗାନିସ୍ତାନର ଜଣେ ବାଳିକା ‘କାବୁଲ ନଦୀ’ ଜଳ ଅଯୋଧ୍ୟା ପଠାଇଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଏହି ଜଳ ନେଇ ଅଯୋଧ୍ୟା ଯିବେ। ମୁଖ୍ୟମନ୍ତ୍ରୀ ସେଠାରେ ପ୍ରଭୁ ରାମଲାଲା ଏବଂ ହନୁମାନଗଢିଙ୍କର ଦର୍ଶନ କରିବେ। ସିଏମ ଯୋଗୀ…

ଅନାଥ ଶିଶୁଙ୍କ ଥଇଥାନ ରିପୋର୍ଟ ଲୋଡିଲେ ସୁପ୍ରିମ୍‌କୋର୍ଟ, ସମସ୍ତ ରାଜ୍ୟକୁ ନୋଟିସ୍‌…

ନୂଆଦିଲ୍ଲୀ,୩୧।୧୦: କରୋନା ମହାମାରୀ ଯୋଗୁ ଅନାଥ ହୋଇଥିବା ଶିଶୁମାନଙ୍କର ଥଇଥାନ ରିପୋର୍ଟ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଲୋଡା ଯାଇଛି। ସୁପ୍ରିମକୋର୍ଟ ରାଜ୍ୟଗୁଡିକରୁ ସ୍ଥିତି ସମ୍ପର୍କରେ ରିପୋର୍ଟ ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଲୋଡ଼ିଛନ୍ତି। ଏନେଇ ଶୀର୍ଷକୋର୍ଟଙ୍କ ପକ୍ଷରୁ ନୋଟିସ୍‌ ଜାରି…

ମନ୍ଦିର ସୁନା ତରଳାଇବା ଉପରେ ରୋକ ଲଗାଇଲେ ହାଇକୋର୍ଟ…

ଚେନ୍ନାଇ,୩୧।୧୦: ମାଡ୍ରାସ ହାଇକୋର୍ଟ ତାମିଲନାଡୁର ବିଭିନ୍ନ ମନ୍ଦିରର ସୁନା ତରଳାଇବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତିି ଉପରେ ରୋକ ଲଗାଇଛନ୍ତି। କୋର୍ଟ କହିଛନ୍ତି, କେବଳ ମନ୍ଦିରର ଟ୍ରଷ୍ଟିମାନେ ଏଭଳି ନିଷ୍ପତ୍ତି ନେଇପାରିବେ, ସରକାର ନୁହେଁ। ରାଜ୍ୟର ମୁଖ୍ୟମନ୍ତ୍ରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri