ଦିଲ୍ଲୀରେ ଶେଷ ହେଲା ଅକ୍ସିଜେନ ସମସ୍ୟା
ନୂଆଦିଲ୍ଲୀ, ୭ା୫ : ଦିଲ୍ଲୀରେ ଅକ୍ସିଜେନ ଅଭାବ ଶେଷ ହୋଇଥିବା ଶୁକ୍ରବାର ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ପୂରା ସହରକୁ ୩ ମାସ ମଧ୍ୟରେ ଟିକାକରଣ କରିବାକୁ ଯୋଜନା କରାଯାଇଛି। କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି...
ୟୁପି ମେଡିକାଲରେ ଲଜ୍ଜା
ଗାଜିଆବାଦ, ୭ା୫ : ଉତ୍ତର ପ୍ରଦେଶ(ୟୁପି)ର ଗାଜିଆବାଦ ମେଡିକାଲରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ମେଡିକାଲରେ ଛିଡ଼ା ହୋଇଥିବା ଜଣେ ମହିଳାଙ୍କ ଉପରେ ହସ୍ତମୈଥୁନ କରୁଥିବା ଜଣେ ବ୍ୟକ୍ତି ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ କାଇଲା ଭଟ୍ଟ ଅଞ୍ଚଳର ଅର୍ଶଦ...
କରୋନାରେ ଆଖି ବୁଜିଲେ ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ
ନୂଆଦିଲ୍ଲୀ, ୭।୫: ଅଣ୍ଡରଓ୍ବାର୍ଲଡ ଡନ ଛୋଟା ରାଜନ କରୋନାରେ ଆଖି ବୁଜି ଛନ୍ତି। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରାଜନଙ୍କ ମୃତ୍ୟୁ ଘଟିଛି। ତିହାର ଜେଲରେ ଥିବା ବେଳେ ସେ...
କରୋନା ନେଲା ବିଧାୟକଙ୍କ ଜୀବନ
ଲକ୍ଷ୍ନୌ,୭।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ଶୁକ୍ରବାର ବରେଲିର ସଲୋନରୁ ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବାହାଦୂର କୋରି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ କରୋନାର ଦ୍ୱିତୀୟ ଲହରରେରେ...
କରୋନା ରୋଗୀଙ୍କ ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ
ସୁରତ,୭।୫: ଦେଶରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ରୋଗୀଙ୍କ ପାଇଁ ଆଉ ଏକ ବିପଦ ସୃଷ୍ଟି ହୋଇଛି। କରୋନାର ଠିକ ସମୟରେ ଚିକିତ୍ସାର ଅଭାବ ହେତୁ କିଛି ରୋଗୀଙ୍କ ଆଖି ମଧ୍ୟ ବାହାର...
ଶ୍ମଶାନରେ ଡ୍ୟୁଟି କରୁଛନ୍ତି ଏହି ପୋଲିସ ଅଧିକାରୀ, ବର୍ତ୍ତମାନ ସୁଦ୍ଧା ୧୧୦୦ ମୃତଦେହ କଲେଣି ସଂସ୍କାର
ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଲୋକେ ଖୁବ୍ ତୀବ୍ର ବେଗରେ ସଂକ୍ରମିତ ହେଉଛନ୍ତି। ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏପରି ସ୍ଥିତିରେ ଦିଲ୍ଲୀ ପୋଲିସର ଜଣେ ଏଏସ୍ଆଇଙ୍କ କାମ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ଆଜିର...
କରୋନାରେ ଆଶୁ ଗର୍ଗଙ୍କ ପରଲୋକ
ନୂଆଦିଲ୍ଲୀ,୭।୬: କରୋନା ଯୋଗୁ ଦେଶରେ ଅନେକ ବଡ଼ ବଡ଼ ସେଲିବ୍ରିଟିଙ୍କ ପରଲୋକ ଘଟିଛି। ଏହି କ୍ରମରେ ଶୁକ୍ରବାର ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ରେଜିଷ୍ଟ୍ରାର୍ ଜେନେରାଲ ଆଶୁ ଗର୍ଗଙ୍କ ଜୀବନ ନେଇଛି କରୋନା। ପ୍ରଶାସନିକ ସିଭିଲ୍ ଜଜ୍ ଶିରିଶ ଅଗ୍ରଓ୍ବାଲ ଏନେଇ...
ଖୁସି ଖବର: ପୁଣି ଆସୁଛି ପବ୍ଜୀ
ନୂଆଦିଲ୍ଲୀ,୭।୫: ଭାରତରେ ପବ୍ଜୀ ଗେମ୍ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ ପବ୍ଜୀର ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ପବ୍ଜୀ ଗେମ୍ର ନିର୍ମାଣକାରୀ କମ୍ପାନୀ ‘କ୍ରାଫ୍ଟନ’...
ବର-କନ୍ୟାଙ୍କ ସହ ସେଲ୍ଫି ନେଉଥିଲେ କରୋନା ସଂକ୍ରମିତ: ପରେ ଘଟିଲା ଏମିତି
ଭୋପାଳ,୭।୫: ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ଖେଳାଇଦେଇଛି। ସଂକ୍ରମଣ ସଂଖ୍ୟା ସହ ମୃତ୍ୟୁ ସଂଖ୍ୟା ସହ ବଢିବାରେ ଲାଗିଛି। ଏହାସତ୍ତ୍ୱେ କିଛି ଲୋକ ସଚେତନ ନ ହୋଇ ବଜାର ଘାଟରେ ଭିଡ ଜମାଉଛନ୍ତି। ମଧ୍ୟପ୍ରଦେଶରେ ଏମିତି ଏକ...
ମନ କଥା ନୁହେଁ, କାମ କଥା କୁହନ୍ତୁ ମୋଦି
ରାଞ୍ଚି,୭।୫: ଦେଶରେ କରୋନା ସ୍ଥିତି ଖରାପ ହେଉଥିବାରୁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବଳ ଫୋନରେ ତାଙ୍କ ସହ କରୋନାର ସ୍ଥିତି ବିଷୟରେ କଥା...
ପ୍ରତି ଏକ ଘଣ୍ଟାରେ ୧୫୦ ଲୋକଙ୍କ ଜୀବନ ନେଉଛି କରୋନା
ନୂଆଦିଲ୍ଲୀ,୭।୫:କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ଏବେ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଉଛି । ଶୁକ୍ରବାର କ୍ରମାଗତ ତୃତୀୟ ଦିନ ପାଇଁ ନୂତନ କରୋନା ରୋଗୀଙ୍କ ସଂଖ୍ୟା ୪ ଲକ୍ଷ ମାର୍କ ଅତିକ୍ରମ...
ପ୍ରଥମଥର ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ଷ୍ଟାଲିନ୍: ନେଲେ ଶପଥ
ଚେନ୍ନାଇ,୭।୫: ଡିଏମକେ ସଭାପତି ଏମ.କେ ଷ୍ଟାଲିନ୍ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ମନ୍ତ୍ରୀମଣ୍ଡଳରେ ୩୩ ସଦସ୍ୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୨ ଜଣ ପ୍ରଥମଥର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।...
Archives


