ଶେଖ ହାସିନାଙ୍କୁ ଲାଗିଲା ବଡ଼ ଝଟକା, ସରକାରଙ୍କ ନିପଷ୍ପତ୍ତିରେ ଚମକି ପଡିଲେ ପୂର୍ବତନ ପ୍ରଧାନମନ୍ତ୍ରୀ
ଢାକା,୧୩।୫: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଆୱାମୀ ଲିଗକୁ ଆନୁଷ୍ଠାନିକ ଭାବରେ ନିଷିଦ୍ଧ କରିଥିଲା। ଦୁଇ ଦିନ ପୂର୍ବରୁ, ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ଆଇନର ପୂର୍ବ ସଂସ୍କରଣ ଅନୁଯାୟୀ ଏହାର କାର୍ଯ୍ୟକଳାପ ଉପରେ ନିଷେଧ ଲଗାଇଥିଲା।…
ମିଛ କହୁଛି ଆମେରିକା, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ କରିନାହିଁ କୌଣସି ମଧ୍ୟସ୍ଥତା!
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଶ୍ମୀର ଉପରେ ଆଉ ଏକ ବିବାଦୀୟ ବୟାନ ଦେଇଛନ୍ତି। ରୁଷିଆ-ୟୁକ୍ରେନ ଏବଂ ଇସ୍ରାଏଲ-ହମାସ ଯୁଦ୍ଧକୁ ରୋକିବାରେ ବିଫଳ ହୋଇଥିବା ଟ୍ରମ୍ପ ଏବେ କଶ୍ମୀର ସମସ୍ୟାର…
ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ-ଇଣ୍ଡିଗୋ ନେଲା ବଡ଼ ନିଷ୍ପତ୍ତି: ଅନେକ ସହରକୁ ବିମାନ ଉଡ଼ାଣ ବାତିଲ୍
ନୂଆଦିଲ୍ଲୀ,୧୩।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ବଡ଼ ନିଷ୍ପତ୍ତି ନେଲେ, ଶ୍ରୀନଗର-ଚଣ୍ଡିଗଡ଼ ସମେତ ଅନେକ ସହରକୁ ବିମାନ ଉଡ଼ାଣ ବାତିଲ। ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।…
ଯୁଦ୍ଧ ବଲିଉଡ୍ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ
ପୁଣେ,୧୩ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିବାବେଳେ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ନରଭନେ ଏହାକୁ ସମାଲୋଚନା କରିଛନ୍ତି। ଯୁଦ୍ଧ କୌଣସି ପ୍ରେମସମ୍ପର୍କ କିମ୍ବା ବଲିଉଡ୍ ଚଳଚ୍ଚିତ୍ର ନୁହେଁ ବୋଲି ସେ କହିଛନ୍ତି।…
କରାଚୀ, ଲାହୋର ସାମରିକ ସ୍ଥଳକୁ ଟାର୍ଗେଟ୍ ହୋଇଥିଲା
ନୂଆଦିଲ୍ଲୀ,୧୩ା୫: ପାକିସ୍ତାନୀ ସେନା ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା କରାଚୀ ଓ ଲାହୋରରେ ଥିବା ସାମରିକ ସ୍ଥଳକୁ ଟାର୍ଗେଟ୍ କରିଥିଲା। ଏକ ଗଣମାଧ୍ୟମ ସମ୍ମିଳନୀରେ ବାୟୁସେନାର ଅପରେଶନ୍ସ ଡିଜି ଏୟାର ମାର୍ଶାଲ ଏ.କେ. ଭାରତୀ ଏହି ସୂଚନା ଦେଇଛନ୍ତି। ପାକିସ୍ତାନର…
ମିଛ ପ୍ରଚାର କରୁଛନ୍ତି ଶାହିଦ ଆଫ୍ରିଦି: ପାକିସ୍ତାନ ଯୁଦ୍ଧ ବିଜୟ ରାଲିରେ ଯୋଗ ଦେଇ କହିଲେ…
କରାଚୀ,୧୩।୫: କରାଚୀରେ ଅନୁଷ୍ଠିତ ‘ବିଜୟ ରାଲି’ରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଉପସ୍ଥିତିର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଆଉ ଏକ ମିଥ୍ୟା ଦାବି…
୩ ଦିନରେ ପାକିସ୍ତାନକୁ ଏମିତି ପାନେ ଦେଲା ଭାରତ, ବିଶ୍ୱ ଆଗରେ କଲା ଗୁହାରି
ନୂଆଦିଲ୍ଲୀ,୧୩।୫: ଜମ୍ମୁ-କଶ୍ମୀରର ପହଲଗାମ୍ରେ ଏପ୍ରିଲ ୨୨ରେ ହୋଇଥିବା ସୀମାପାର ଆତଙ୍କବାଦୀ ଆକ୍ରମଣର ଠିକଣା ଜବାବ ଦେଇଛି ଭାରତ। ଭାରତୀୟ ସେନାର ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ଏହା ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା। ଅପରେଶନ ସିନ୍ଦୂର ଏବେ ଆତଙ୍କବାଦ ବିରୋଧରେ…
ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ବିରୁଦ୍ଧରେ ଦୃଢ଼ ବାର୍ତା ଦେଇ କହିଛନ୍ତି, “ଆମ ମହିଳାଙ୍କ ମଥାରୁ ସିନ୍ଦୁର ପୋଛିବାର ପରିଣାମ ଏବେ ପ୍ରତ୍ୟେକ ଆତଙ୍କବାଦୀ ଜାଣିଛନ୍ତି।” ‘ଅପରେଶନ ସିନ୍ଦୂର’ର ସଫଳତା ପରେ ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହି ଶକ୍ତିଶାଳୀ…
ପାକିସ୍ତାନକୁ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ, ଆଉ ପରମାଣୁ ବ୍ଲାକମେଲ୍ ଖାତିର କରିବୁ ନାହିଁ
ନୂଆଦିଲ୍ଲୀ,୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ…
“ରକ୍ତ-ପାଣି ଏକାଠି ବହିପାରିବ ନାହିଁ”: ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ହୁଙ୍କାର
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି ଦୃଢ଼ ସ୍ୱରରେ ଘୋଷଣା କରିଛନ୍ତି, “ରକ୍ତ ଓ ପାଣି ଏକାଠି ବହିପାରିବ ନାହିଁ।” ଏହି ଶକ୍ତିଶାଳୀ ଅଭିବ୍ୟକ୍ତି ସହିତ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ୧୯୬୦ ମସିହାରେ ସ୍ୱାକ୍ଷରିତ ସିନ୍ଧୁ…
ହତାଶ ପାକିସ୍ତାନ ବିଶ୍ୱ ସମୁଦାୟଙ୍କୁ ଉତ୍ତେଜନା ହ୍ରାସ ପାଇଁ ନିବେଦନ କରିଥିଲା: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ ପରେ ତିନି ଦିନିଆ ସଂଘର୍ଷ ସମୟରେ ଭାରତୀୟ ସେନା ପାକିସ୍ତାନର ଅନେକ ସାମରିକ ସ୍ଥାନ ଏବଂ ବାୟୁସେନା ଘାଟିକୁ କ୍ଷତିଗ୍ରସ୍ତ କରିବା ପରେ ପାକିସ୍ତାନ ହତାଶ ହୋଇ ବିଶ୍ୱ…
ମା’ ଭଉଣୀଙ୍କ ସିନ୍ଦୁର ପୋଛିଥିଲେ, ମାଟିରେ ମିଶାଇ ଦେଲୁ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ,…
Archives


