ଜାତୀୟ

ଅଗଷ୍ଟ ୯ଯାଏ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି। ତେଣୁ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଶୁକ୍ରବାର ରାଜ୍ୟରେ ଲକ୍‌ଡାଉନ...

ପାର୍ଲାମେଣ୍ଟ ଆସୁନାହାନ୍ତି ରାହୁଲ

ନୂଆଦିଲ୍ଲୀ,୩୦।୭: ପାର୍ଲାମେଣ୍ଟରେ ବର୍ତ୍ତମାନ ମୌସୁମୀ ଅଧିବେଶନ ଚାଲିଛି। ଲଗାତର ବିରୋଧୀ ଦଳର ନେତାଙ୍କ ହଟ୍ଟଗୋଳ ଯୋଗୁ ଗୃହ ଠିକ୍‌ ଭାବେ ଚାଲିପାରୁନି। ଇତିମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨ଦିନ ହେଲା ପାର୍ଲାମେଣ୍ଟ ଆସୁ ନ ଥିବା ଜଣାପଡ଼ିଛି। ସୂତ୍ରରୁ...

ଗୋଟିଏ ସ୍ଥାନରେ ଏକାଠି ନଜର ଆସିଲେ ଉଦ୍ଧବ-ଫଡ୍‌ନବିିସ

ମୁମ୍ବାଇ,୩୦।୭: ମହାରାଷ୍ଟ୍ର କୋଲାହପୁର ଜିଲାର ବନ୍ୟାଗ୍ରସ୍ତ ଅଞ୍ଚଳକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ୍‌ନବିସ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି ସମୟରେ ଦୁଇ ନେତାଙ୍କୁ ଗୋଟିଏ ସମୟରେ ଓ ଗୋଟିଏ...

ଭାରତକୁ ମିଳିଲା ଚତୁର୍ଥ ଟିକା

ନୂଆଦିଲ୍ଲୀ,୩୦।୭: ଦେଶବାସୀଙ୍କ ପାଇଁ ଖୁସି ଖବର। ଭାରତରେ ଜରୁରୀକାଳୀନ ବ୍ୟବହାର ପାଇଁ ମଡର୍ନା ଟିକାକୁ ମଙ୍ଗଳବାର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ମିଶାଇ ଭାରତରେ ୪ ଟିକାକୁ ଆପତକାଳୀନ ମଞ୍ଜୁରୀ ମିଳିଛି । ଏଥିରେ କୋଭାକ୍ସିନ, କୋଭିସିଲ୍ଡ, ସ୍ପୁଟନିକ-ଭି...

ଅକ୍ଟୋବରରୁ ପ୍ରତିଦିନ ଏକ କୋଟି ଲୋକଙ୍କୁ ଦିଆଯିବ କରୋନା ଟିକା!

ନୂଆଦିଲ୍ଲୀ,୩୦ ।୭: କରୋନା ମହାମାରୀ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏବେ ବିଶ୍ୱବାସୀଙ୍କ ପାଇଁ ଆଶାର କିରଣ ହେଉଛି କେବଳ ଟିକା ବା ଭ୍ୟାକ୍ସିନ । ଆମ ଦେଶ ଭ୍ୟାକ୍ସିନ ତିଆରି ଉପରେ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କୁ...

ଆସାମ କଂଗ୍ରେସକୁ ଝଟ୍‌କା: ଦଳରୁ ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ଭାଜପାରେ ହୋଇପାରନ୍ତି ସାମିଲ

ଗୁଆହାଟି,୩୦।୭: ଆସାମରେ ବିରୋଧୀ କଂଗ୍ରେସକୁ ଶୁକ୍ରବାର ଏକ ବଡ଼ ଝଟ୍‌କା ଲାଗିଛି। ଆଉ ଜଣେ ବିଧାୟକ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଜୋରହାଟ ଜିଲାର ଥୌରାରୁ ୨ଥର କଂଗ୍ରେସ ବିଧାୟକ ହୋଇଥିବା ସୁଶାନ୍ତ ବୋର୍ଗୋହେନ ନବନିଯୁକ୍ତ ଆସାମ...

କୋଲକାତା ଫେରିଲେ ଦିଦି, କହିଲେ ବିରୋଧି ଏକଜୁଟ ହେବା ଜରୁରୀ

ନୂଆଦିଲ୍ଲୀ,୩୦ ।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ୫ ଦିନିଆ ଦିଲ୍ଲୀ ଗସ୍ତ ସାରି ଶୁକ୍ରବାର କୋଲକାତା ଫେରିଛନ୍ତି । ଏହାପୂର୍ବରୁ ସେ ଦିଲ୍ଲୀରେ କହିଛନ୍ତି ତାଙ୍କ ୫ ଦିନିଆ ଗସ୍ତ ଭିତରେ ସେ ବହୁ ନେତାଙ୍କ ସହ...

ଆତଙ୍କବାଦୀଙ୍କ ଗ୍ରେନେଡ ମାଡ: ୪ ଯବାନ ଆହତ

ଜମ୍ମୁ,୩୦ ।୭: କଶ୍ମୀର ଘାଟିର ବାରାମୂଳାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ ମାଡ କରିଛନ୍ତି । ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା...

ମଇଳା ସ୍ବେରେଜ ପାଣିରେ ଚାଲିଲେ ଭାଜପା ବିଧାୟକ

ହାପୁର,୩୦।୭: ଉତ୍ତରପ୍ରଦେଶ ଜନପଦ ହାପୁଡ ଜିଲାର ଗଡ଼ମୁକ୍ତେଶ୍ୱରରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଭାଜପା ବିଧାୟକ କମଲ ସିଂହଙ୍କୁ ଗ୍ରାମବାସୀଙ୍କ ବିରୋଧର ସାମ୍ନା କରିବାକୁ ପଡ଼ିଛି। ଉତ୍ତ୍ୟକ୍ତ ଗ୍ରାମବାସୀ...

ଭାରତରୁ ପ୍ରଥମଥର ଲଣ୍ଡନ ରପ୍ତାନୀ ହେଲା ସବୁଠୁ ରାଗ ଲଙ୍କା, ମୋଦି କହିଲେ…

ନୂଆଦିଲ୍ଲୀ,୩୦ା୭: ନାଗାଲାଣ୍ଡର ‘କିଙ୍ଗ୍‌ ଚିଲି’ ବା ଭୂତ ଜ୍ୱାଳା କୁହାଯାଉଥିବା ଲଙ୍କା ପ୍ରଥମଥର ଲଣ୍ଡନକୁ ରପ୍ତାନୀ ହୋଇଛି। ଏହାକୁ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି କୁହାଯାଏ। ବାଣିଜ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ମନ୍ତ୍ରଣାଳୟ କହିଛି ‘ରାଜା ଲଙ୍କା’ର...

୩୧ ଅଗଷ୍ଟ ଯାଏ ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ,୩୦।୭: କରୋନାର ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣି ଥରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ସେବା ଉପରେ ଥିବା ପ୍ରତିବନ୍ଧକକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୩୧ ଯାଏ ବିମାନ ଉଡାଣ ସେବା...

ମେଡିକାଲ କଲେଜରେ ସ୍ଥାନ ସଂରକ୍ଷରକୁ ନେଇ ମାୟାବତୀ କହିଲେ ଏହା ସରକାରଙ୍କ ନିର୍ବାଚନୀ ନିଷ୍ପତ୍ତି

ଲକ୍ଷ୍ନୌ,୩୦ ।୭: ବହୁଜନ ସମାଜ ପାର୍ଟି(ବିଏସ୍‌ପି)ର ଅଧ୍ୟକ୍ଷା ମାୟାବତୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ମେଡିକାଲ କଲେଜରେ ଅଦର ବ୍ୟାକୱାର୍ଡ କ୍ଲାସେସ(ଓବିସି)ଙ୍କ ପାଇଁ ୨୭ ପ୍ରତିଶତ ଓ ଇକୋନମିକାଲି ୱିକର ସେକ୍ସନ(ଇଡବ୍ଲୁଏସ୍‌)ଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri