ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଦକ୍ଷତା ରହିଛି: କୁଶଓ୍ବାହା
ପାଟନା,୧।୮: ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି ବୋଲି ଜେଡିୟୁ ସଂସଦୀୟ ଦଳର ନେତା ଉପେନ୍ଦ୍ର କୁଶଓ୍ବାହା ରବିବାର କହିଛନ୍ତି। ନୀତୀଶ କୁମାର ପ୍ରକୃତରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ...
ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ
ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହି ଘଟଣାରେ ତାଙ୍କ ମା’ ବି ସାମିଲ ଥିଲେ। ସ୍ବାମୀଙ୍କୁ ହତ୍ୟା...
ବିଏସପି-କଂଗ୍ରେସକୁ ଅଖିଳେଶଙ୍କ ପ୍ରଶ୍ନ: ‘ଲଢେଇ ଆମ ସହ ନା ଭାଜପା ସହ’
ଲକ୍ଷ୍ନୌ,୧।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ରବିବାର ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିଜ ମତ ସ୍ପଷ୍ଟ କରିଛନ୍ତି। ଏଥର ନିର୍ବାଚନରେ ଏସପି କୌଣସି ପ୍ରମୁଖ ଦଳ ସହ ଜଡିତ ହେବ ନାହିଁ ବୋଳି ସେ କହିଛନ୍ତି।...
ଚିନ୍ତା ବଢାଉଛି ଆର୍ ଭାଲ୍ୟୁ!
ନୂଆଦିଲ୍ଲୀ,୧ ।୮: ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେବି ଚିନ୍ତା ଜନକ ରହିଛି । କିଛି ଅଞ୍ଚଳରେ କରୋନା ଗ୍ରାଫ ବଢୁଥିବା ବେଳେ ଏହାର ତୃତୀୟ ଲହର ଚିନ୍ତାରେ ପକାଉଥିବା କହିଛନ୍ତି ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍...
ପୁଣି ବଢିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୭୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୦୦ ରୁ ୧୬୨୩ ଟଙ୍କାକୁ ବୃଦ୍ଧି...
ବାବୁଲ ସୁପ୍ରିୟୋଙ୍କୁ ମନାଇବାକୁ ଚାଲିଛି ଉଦ୍ୟମ!
ନୂଆଦିଲ୍ଲୀ,୧ ।୮: ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍ପି ଥିବା ବାବୁଲ ସୁପ୍ରିୟୋ ରାଜନୀତିରୁ ସନ୍ୟାସ ନେବା କଥା ଗୋଟିଏ ଦିନ ପୂର୍ବରୁ ଘୋଷଣା କରିଥିଲେ । ଏବେ କିନ୍ତୁ ଦଳ ପକ୍ଷରୁ ତାଙ୍କୁ ମନାଇବା ଉଦ୍ୟମ ଚାଲିଥିବା ବିଶେଷ ସୂତ୍ରରୁ...
ଯୋଗୀ ସଫଳ ମୁଖ୍ୟମନ୍ତ୍ରୀ: ଶାହା
ଲକ୍ଷ୍ନୌ,୧ ।୮: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଫରେନସିକ୍ ସାଇନ୍ସ ଇନଷ୍ଟିଚ୍ୟୁଟର ଶିଳାନ୍ୟାଶ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଭାରତୀୟ ଜନତା ପାର୍ଟି(ଭାଜପା)ର ୪ ବର୍ଷ ଶାସନ ମଧ୍ୟରେ ଉତ୍ତର ପ୍ରଦେଶରେ ରାମ ରାଜ୍ୟ ହୋଇଛି...
କଂଗ୍ରେସକୁ ଝଟ୍କା: ମଣିପୁରର ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଭାଜପାରେ ସାମିଲ
ନୂଆଦିଲ୍ଲୀ,୧ ।୮: ମଣିପୁର ପ୍ରଦେଶ କଂଗ୍ରେସ କମିଟି(ଏମ୍ପିସିସି)ର ପୂର୍ବତନ ଅଧ୍ୟକ୍ଷ ଗୋବିନ୍ଦଦାସ କନ୍ଥଉଜମ ରବିବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଛନ୍ତି । ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।...
ଜୁଲାଇରେ କରୋନା ନେଲା ୨୫ ହଜାରରୁ ଅଧିକ ଜୀବନ…
ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ କରୋନା ମହାମାରୀ ସଂକ୍ରମଣରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା ବେଳେ ମୃତ୍ୟୁ ସଂଖ୍ୟା ଜାରି ରହିଥିଲା। ଜୁଲାଇ ମାସର ଶେଷ ସପ୍ତାହରେ, ସକ୍ରିୟ ସଂଖ୍ୟା ୩୦ ରୁ ୪୦ ହଜାର ମଧ୍ୟରେ ଥିଲା।...
ପଥର ଫିଙ୍ଗାଳିଙ୍କୁ ମିଳିବନି ସରକାରୀ ଚାକିରି, ପାସ୍ପୋର୍ଟ ହେବନି ଭେରିଫିକେଶନ
ଶ୍ରୀନଗର,୧ ।୮: ଜମ୍ମୁ-କଶ୍ମୀରରେ ପଥର ଫିଙ୍ଗାଳିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପଥର ପିଙ୍ଗିବା ଭଳି ଘଟଣାରେ ସମ୍ପୃକ୍ତ ଥିବା ଯୁବକମାନଙ୍କୁ ଏଣିକି ଆଉ ସରକାରୀ ଚାକିରି ମିଳିବ ନାହିଁ ଓ ସେମାନଙ୍କ ପାସପୋର୍ଟ ଭେରିଫିକେଶନ ମଧ୍ୟ...
ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ନୁହେଁ ଯୌନ ନିର୍ଯାତନା, କହିଲେ କୋର୍ଟ…
ମୁମ୍ବାଇ,୧।୮: ନାବାଳିକାଙ୍କ ହାତ ଧରି ପ୍ରେମ ନିବେଦନ କରିବା ଯୌନ ନିର୍ଯାତନା ଅନ୍ତର୍ଗତ ନୁହେଁ ବୋଲି ମୁମ୍ବାଇର ଏକ ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ କୋର୍ଟ ୨୮ ବର୍ଷ ବୟସ୍କ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।...
ଐତିହାସିକ ଅମାଗଡ଼ କିଲାରେ ପତାକା ଉଡାଇଥିବା ଭାଜପା ଏମ୍ପି ଗିରଫ
ଜୟପର,୧ ।୮: ରାଜସ୍ଥାନ ଜୟପୁରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ପି ଡା. କିରୋଡି ଲାଲ ମିଣାଙ୍କୁ ପୋଲିସ ଗିରଫ କରିଛି । ମିଣାଙ୍କ ବିରୋଧରେ ଅଭିଯୋଗ ରହିଛି କି ସେ ପ୍ରଶାସନର ଆଦେଶକୁ ଉଲ୍ଲଂଘନ କରି ଆମାଗଡ଼ କିଲାରେ ପତାକା...
Archives


