ଜାତୀୟ

ମୁମ୍ବାଇରେ ହାଇ ଆଲର୍ଟ, ନୌସେନା ଯବାନଙ୍କ ରାଇଫଲ ନେଇ ଫେରାର ହୋଇଗଲେ ଅଜଣା ବ୍ୟକ୍ତି

ମୁମ୍ବାଇ,୯।୯: ମୁମ୍ବାଇର କୋଲାବାରେ, ଜଣେ ଅଜଣା ବ୍ୟକ୍ତି ନୌସେନା ଯବାନଙ୍କ ରାଇଫଲ ଏବଂ କାର୍ଟ୍ରିଜ ନେଇ ପଳାଇଯାଇଥିବା ସୂଚନା ମିଳିଛି। ଏହି ଘଟଣା ଶନିବାର, ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ନୌସେନା ନଗରରେ ଘଟିଥିଲା। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସରକାରୀ କର୍ମଚାରୀଙ୍କୁ ଖୁବ୍‌ଶୀଘ୍ର ମିଳିବ…

ନୂଆଦିଲ୍ଲୀ,୯।୯: ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ପ୍ରାୟ ଏକ ବର୍ଷ ଧରି ଅଷ୍ଟମ ବେତନ କମିଶନ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। କମିଶନ ଗଠନରେ ବିଳମ୍ବ ଏବଂ ଅନିଶ୍ଚିତତା ମଧ୍ୟରେ ଏକ ଆଶ୍ୱସ୍ତିର ଖବର ଆସିଛି। କେନ୍ଦ୍ର ସରକାର ସ୍ପଷ୍ଟ…

କ୍ରସ୍‌ଭୋଟିଂ ଉପରେ ନଜର

ନୂଆଦିଲ୍ଲୀ,୯ା୯(ପି.ଟି.): ଉପରାଷ୍ଟ୍ରପତି ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବାବେଳେ ଶାସକ ଏନ୍‌ଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍‌ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବାକୁ ଯାଉଛି। ପାର୍ଲାମେଣ୍ଟର ଉଭୟ ସଦନର ସଦସ୍ୟମାନେ ସଂସଦ ଭବନରେ…

ସ୍ବଦେଶୀ ମେଳା କରିବାକୁ ଏନ୍‌ଡିଏ ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ,୯ା୯(ପି.ଟି.): ଭାରତ ତିଆରି ସାସଗ୍ରୀଗୁଡ଼ିକର ପ୍ରଚାରପ୍ରସାର କରାଇବା ସହ ଜିଏସ୍‌ଟି ହ୍ରାସ ଉପରେ ବ୍ୟବସାୟୀ ଓ ଜନସାଧାରଣଙ୍କ ସହ ସିଧାସଳଖ ଆଲୋଚନା ପାଇଁ ଏନ୍‌ଡିଏ ଏମ୍‌ପିମାନେ ନିଜ ନିର୍ବାଚନ ମଣ୍ଡଳୀଗୁଡ଼ିକରେ ସ୍ବଦେଶୀ ମେଳା ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପରାମର୍ଶ…

ଗଜରା ପିନ୍ଧିଥିବାରୁ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ୧.୧୪ ଲକ୍ଷ ଜରିମାନା

ମେଲବୋର୍ନ,୯ା୯:ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ…

ମହିଳାଙ୍କୁ ଜୀଅନ୍ତା ନିଆଁ ଲଗାଇଦେଲେ: ନିଜେ ସ୍କୁଟି ଚଲାଇ ହସ୍ପିଟାଲରେ ପହଞ୍ଚିଲେ, ହେଲେ…

ନୂଆଦିଲ୍ଲୀ,୮।୯: ଉତ୍ତର ପ୍ରଦେଶର ଫାରୁଖାବାଦରେ ୩୩ ବର୍ଷୀୟ ବିବାହିତା ମହିଳା ନିଶା ସିଂହଙ୍କୁ ଦୀପକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ସାଙ୍ଗମାନେ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଅଗଷ୍ଟ ୬ରେ ଘଟିଥିଲା। ନିଶା ତାଙ୍କ ବାପାଙ୍କ ଘରକୁ…

SI ନିଯୁକ୍ତି: ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୮ା୯: ରାଜସ୍ଥାନରେ ୨୦୨୧ ସବ ଇନ୍ସପେକ୍ଟର (SI) ନିଯୁକ୍ତି ରଦ୍ଦ କରିବା ସିଙ୍ଗଲ ବେଞ୍ଚର ଆଦେଶ ଉପରେ ରାଜସ୍ଥାନ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛି। ସୋମବାର (୮ ସେପ୍ଟେମ୍ବର ୨୦୨୫) ଡିଭିଜନ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥିଲା। ଚୟନ ପ୍ରାର୍ଥୀଙ୍କ…

ଜମ୍ମୁ-କଶ୍ମୀରର ଏକମାତ୍ର ଆପ୍ ବିଧାୟକ ଗିରଫ, ଯାଇପାରେ ପଦବୀ

ନୂଆଦିଲ୍ଲୀ,୮ା୯: ଜାମ୍ମୁ ଓ କାଶ୍ମୀରର ଆମ ଆଦମୀ ପାର୍ଟି (ଆପ୍) ବିଧାୟକ ମେହରାଜ ମଲିକଙ୍କୁ ସୋମବାର ଦୋଡା ଜିଲାରେ ଜନସାଧାରଣରେ ଶାନ୍ତି ନଷ୍ଟ କରିବା ଅଭିଯୋଗରେ ପବ୍ଲିକ ସେଫଟି ଆକ୍ଟ (ପିଏସଏ) ଅଧୀନରେ ଗିରଫ କରାଯାଇଛି। ଏହା ପ୍ରଥମ ଥର ପାଇଁ…

ପାର୍ବଣ ଋତୁରେ ଭାରତର ସହରାଞ୍ଚଳରେ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ: ରିପୋର୍ଟ

ନୂଆଦିଲ୍ଲୀ,୮।୯: ଆସନ୍ତା ପାର୍ବଣ ଋତୁରେ ସହରାଞ୍ଚଳ ଭାରତରେ ପ୍ରାୟ ୨.୧୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଲୋକାଲସର୍କଲ୍ସର ଏକ ରିପୋର୍ଟ ପ୍ରକାଶ କରିଛି। ନିକଟରେ ଘୋଷଣା ହୋଇଥିବା ଜିଏସଟି ହାର ହ୍ରାସ ଯୋଗୁ ଆବଶ୍ୟକ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଓ…

ଭାରତକୁ ଫେରିବ କି ଟିକ୍‌ଟକ୍‌ ? ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଖୁଲାସା

ନୂଆଦିଲ୍ଲୀ,୮।୯: ଭାରତ ସରକାର ଚାଇନାର ସର୍ଟ-ଭିଡିଓ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗୁ ବ୍ୟାନ ହଟାଇବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ରୀୟ ଆଇଟି, ସୂଚନା ଓ ପ୍ରସାରଣ ତଥା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଏକ ସାକ୍ଷାତକାରରେ ସେ…

ହସ୍ପିଟାଲରେ ରହି କ୍ୟାବିନେଟ ବୈଠକ କଲେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ଚଣ୍ଡିଗଡ଼,୮।୯: ବନ୍ୟା ପ୍ରଭାବିତ ଚାଷୀମାନଙ୍କ ପାଇଁ ପଞ୍ଜାବ ସରକାର ପ୍ରତି ଏକର ପିଛା ୨୦,୦୦୦ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ସୋମବାର (୮ ସେପ୍ଟେମ୍ବର) ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ହସ୍ପିଟାଲରୁ କ୍ୟାବିନେଟ…

Vice Presidential Polls: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ BRS-BJDର ବଡ଼ ଘୋଷଣା, ରାଜନୀତିରେ ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୮।୯: ଦେଶର ନୂଆ ଉପରାଷ୍ଟ୍ରପତିଙ୍କ ନାମ ଆସନ୍ତାକାଲି ଘୋଷଣା କରାଯିବ। ଏଥର ଉପରାଷ୍ଟ୍ରପତି ନିର୍ବାଚନରେ NDA ପ୍ରାର୍ଥୀ ସି. ପି. ରାଧାକୃଷ୍ଣନ ଏବଂ ବିରୋଧୀ ଦଳର ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏହି ସମୟରେ, ଦୁଇଟି ରାଜନୈତିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri