ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…
ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…
ଜ୍ୟୋତିଙ୍କ ଆକାଉଣ୍ଟରେ ପୁଳାପୁଳା ଟଙ୍କା, ରାତାରାତି ଏମିତି ହୋଇଥିଲେ କୋଟିପତି…
ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରର YouTuber-vlogger ଜ୍ୟୋତି ମାଲହୋତ୍ରାଙ୍କ ଉପରେ ତଦନ୍ତ ଏଜେନ୍ସି କ୍ରମାଗତ ଭାବରେ ଜେରା କରୁଛନ୍ତି। ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଗମ୍ଭୀର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ମେ ୧୭ ତାରିଖରେ ହରିୟାଣା ପୋଲିସ ଗିରଫ…
ଆକାଶରେ ହଠାତ୍ ଏମିତି ହେଲା ଯାହାକୁ ଦେଖି ଛାନିଆ ହେଲା ପୋଲିସ!
କୋଲକାତା,୨୧।୫: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାତିରେ ଆକାଶରେ ଡ୍ରୋନ ଭଳି ଅନେକ ଜିନିଷ ଉଡ଼ିଥିବାର ଦେଖାଯାଇଥିଲା, ଯାହା ପରେ ପୋଲିସ ଗୁପ୍ତଚର ସମ୍ଭାବନା ସମେତ ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଅଧିକାରୀମାନେ ଏହି ସୂଚନା…
ଜ୍ୟୋତିଙ୍କ ଚାଟ୍ରୁ ମିଳିଲା ପୁଣି ଭୟଙ୍କର ତଥ୍ୟ, ପାକିସ୍ତାନକୁ ଦେଇଥାନ୍ତେ…
ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରରେ ରହୁଥିବା ଯୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ…
ଜ୍ୟୋତି ମାଲହୋତ୍ରାଙ୍କ ଆଉ ଭିଡିଓକୁ ନେଇ ପଡ଼ିଲା ଚହଳ: ସତର୍କ ହୋଇ ସରକାର ନେଲେ ବଡ଼ ପଦକ୍ଷେପ
ଜୟପୁର,୨୧।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କ ସହ ଜଡିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ରାଜସ୍ଥାନ ସରକାର ଜ୍ୟୋତି ମାଲହୋତ୍ରାଙ୍କ ରାଜସ୍ଥାନ ଆସିବା ଏବଂ ସୀମା ସଂଲଗ୍ନ ଗାଁଗୁଡ଼ିକୁ ପରିଦର୍ଶନ…
ପାକିସ୍ତାନକୁ ଦେଖି ବାଂଲାଦେଶର ପଶିଲା ବୁଦ୍ଧି, ଭାରତ ଆଗରେ କଲା ସରେଣ୍ଡର!
ଢାକା,୨୧।୫: ପାକିସ୍ତାନର ପରିସ୍ଥିତିରୁ ଶିକ୍ଷା ନେଇଛି ବାଂଲାଦେଶ। ବାଂଲାଦେଶ ଭାରତ ସହିତ ଚାଲିଥିବା ବାଣିଜ୍ୟ ଉତ୍ତେଜନା ଆଗରେ ମୁଣ୍ଡ ନୁଆଁଇବାକୁ ନିଷ୍ପତ୍ତି ନେଇଛି। ପରିସ୍ଥିତିକୁ ଆହୁରି ଖରାପ ନ କରିବା ପାଇଁ, ବାଂଲାଦେଶ ସ୍ପଷ୍ଟ କରିଛି ଯେ ଏହା କୌଣସି ପ୍ରତିଶୋଧମୂଳକ…
ସତ ମାନିଗଲେ ଜ୍ୟୋତି! ପହଲଗାମ ଆଟାକ୍ ପୂର୍ବରୁ…
ନୂଆଦିଲ୍ଲୀ,୨୧।୫: ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ସାଂଘାତିକ ଖବର ସାମ୍ନାକୁ ଆସିଛି। ସେ ପହଲଗାମ ଆଟାକ୍ ପୂର୍ବରୁ ପାକିସ୍ତାନୀ ଅଧିକାରୀଙ୍କ ସହ ଲିଙ୍କ୍ରେ ଥିବା ସ୍ବୀକାର କରିଛନ୍ତି। ଏଥିସହ ପହଲଗାମ ଆଟାକ୍ ପୂର୍ବରୁ ପାକିସ୍ତାନ ସହ ମିଶି କି କି ପ୍ଲାନ…
ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ! ପୂର୍ବାନୁମାନ ପୂର୍ବରୁ କେରଳରେ କରିବ ପ୍ରବେଶ, ଜାଣନ୍ତୁ କେବେ ପହଞ୍ଚିବ ଓଡ଼ିଶା
ନୂଆଦିଲ୍ଲୀ,୨୧।୫: ଏବେ ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ପଞ୍ଜାବ ଏବଂ ଦିଲ୍ଲୀ ଏନସିଆର ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରବଳ ଗରମ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି। ପାଣିପାଗ ବିଭାଗ (IMD) ସତର୍କ କରାଇ ଦେଇଛି ଯେ ଆଗାମୀ କିଛି ଦିନ…
ପ୍ରଫେସର ଅଲ୍ଲୀ ଖାନ୍ଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ, ‘ଅପରେଶନ ସିନ୍ଦୂର’ ଉପରେ ପୋଷ୍ଟ କରି…
ନୂଆଦିଲ୍ଲୀ,୨୧ା୫: ବୁଧବାର ସୁପ୍ରିମକୋର୍ଟ ଅଶୋକା ବିଶ୍ୱବିଦ୍ୟାଳୟର ପ୍ରଫେସର ଅଲ୍ଲୀ ଖାନ ମହମ୍ମୁଦାବାଦ୍ଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ‘ଅପରେଶନ ସିନ୍ଦୂର’ ସମ୍ପର୍କରେ ସୋସିଆଲ ମିଡିଆ ପୋଷ୍ଟ ପାଇଁ ହରିୟାଣା ପୋଲିସ ଏଫ୍ଆଇଆରରେ ତାଙ୍କୁ ମେ’ ୧୮ରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ…
ତୁର୍କୀକୁ ମହଙ୍ଗା ପଡ଼ିଲା ପଙ୍ଗା ନେବା! ଭାରତର ଗୋଟିଏ ନିଷ୍ପତ୍ତିରେ ବରବାଦ ହେଲେ ଏର୍ଦୋଗନଙ୍କ ଝିଅ, ୨୫୦୦କୋଟି ସ୍ବାହା
ନୂଆଦିଲ୍ଲୀ/ଅଙ୍କାରା,୨୧।୫: ସେଲେବି ତୁର୍କୀର ଏକ ପ୍ରମୁଖ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ଯାହା ବର୍ଷ ବର୍ଷ ଧରି ଭାରତରେ ସେବା ଯୋଗାଇ ଆସୁଛି, ଏବେ ଏହା ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ସରକାର ଏହି କମ୍ପାନୀର ସେବା…
ମୃତ୍ୟୁ ଅପେକ୍ଷାରେ ଆତଙ୍କବାଦୀ ହାଫିଜ ସଇଦଙ୍କ ରାଇଟ ହ୍ୟାଣ୍ଡ ଆମିର ହମଜା
ନୂଆଦିଲ୍ଲୀ,୨୧।୫: କିଛି ଦିନ ପୂର୍ବରୁ, ଲସ୍କର ଆତଙ୍କବାଦୀ ଏବଂ ପ୍ରମୁଖ ଆତଙ୍କବାଦୀ ନିଯୁକ୍ତିଦାତା ଅବୁ ସୈଫୁଲ୍ଲାଙ୍କୁ ପାକିସ୍ତାନରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି କରି ହତ୍ୟା କରିଥିଲେ। ଏବେ ଲସ୍କର ପାଇଁ ଆଉ ଏକ ଖରାପ ଖବର ଆସିଛି, ଯାହା ଅନୁସାରେ, ଲସ୍କର-ଏ-ତୋଇବାର…
‘ବାପା ତୁମର ସ୍ମୃତି…,’ ରାଜୀବଙ୍କ ପୁଣ୍ୟତିଥିରେ ଇମୋଶନାଲ ହେଲେ ରାହୁଲ, ଜାଣନ୍ତୁ କ’ଣ ଲେଖିଲେ
ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ତାଙ୍କୁ ସ୍ମରଣ କରିଛନ୍ତି। ରାଜୀବ ଗାନ୍ଧୀଙ୍କ ୩୪ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର…
Archives


