ଭବାନିପୁର ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ମମତା, ପୂର୍ବରୁ ଦୁଇ ଥର ହୋଇ ସାରିଛନ୍ତି ବିଜୟୀ
କୋଲକାତା,୧୦ ।୯: ପଶ୍ଚିମବଙ୍ଗର ହାଇ ପ୍ରୋଫାଇଲ ବିଧାନସଭା ଆସନ ଭବାନିପୁର ପାଇଁ ସେପ୍ଟେମ୍ବର ୩୦ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଏହି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ...
ମୋ ପରିବାରର ଜମ୍ମୁ-କଶ୍ମୀର ସହ ପୁରୁଣା ସମ୍ପର୍କ ରହିଛି, ଏଠାକୁ ଆସି ମୋତେ ଲାଗୁଛି ମୁଁ ଘରକୁ ଆସିଛି: ରାହୁଲ
ଜମ୍ମୁ,୧୦ ।୯: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇ ଦିବସୀୟ ଜମ୍ମୁ-କଶ୍ମୀର ଗସ୍ତରେ ଶୁକ୍ରବାର ଜମ୍ମୁରେ ପହଞ୍ଚିଛନ୍ତି । ସେଠାରେ ସେ ଦଳୀୟ ବୈଠକରେ ଉଦ୍ବୋଧନ ଦେବା ସମୟରେ କହିଛନ୍ତି ଜମ୍ମୁ-କଶ୍ମୀର ସହ ମୋ ପରିବାରର ପୁରୁଣା ସମ୍ପର୍କ...
ଆର୍ଏସ୍ଏସ୍ କୁ ତାଲିବାନ ସହ ତୁଳନା କଲେ ଦିଗ୍ବିଜୟ, କହିଲେ ମହିଳାଙ୍କ ପ୍ରତି ଦୁହିଁଙ୍କ ବିଚାରଧାରା ସମାନ
ନୂଆଦିଲ୍ଲୀ,୧୦ ।୯: କର୍ମଜୀବୀ ମହିଳାଙ୍କୁ ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ(ଆର୍ଏସ୍ଏସ୍) ମୁଖ୍ୟ ମୋହନ ଭାଗବତଙ୍କ ବୟାନ ପରେ କଂଗ୍ରେସ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭାଗବତଙ୍କୁ ଟାର୍ଗେଟ କରିଛନ୍ତି । ସେ ଭାଗବତଙ୍କ...
ରାଜ୍ୟ ସଭା ହଟ୍ଟଗୋଳର ଯାଞ୍ଚ କମିଟିଠାରୁ ଦୂରେଇ ରହିଲା କଂଗ୍ରେସ, ଖଡ଼ଗେ କହିଲେ ଏମ୍ପିଙ୍କୁ ଧମକାଇବାର ପ୍ରୟାସ
ନୂଆଦିଲ୍ଲୀ,୧୦ ।୯: ପାର୍ଲାମେଣ୍ଟରେ ମୌସୁମୀ ଅଧିବେଶନ ସମୟରେ ରାଜ୍ୟ ସଭାରେ ହୋଇଥିବା ହଟ୍ଟଗୋଳକୁ ନେଇ ଗଠିତ ଯାଞ୍ଚ କମିଟିଠାରୁ କଂଗ୍ରେସ ଓ ଅନ୍ୟ ବିରୋଧି ଦଳ ଦୂରେଇ ରହିଛନ୍ତି । ରାଜ୍ୟ ସଭାରେ ଅଗଷ୍ଟ ୧୧ରେ ହୋଇଥିବା ହଟ୍ଟଗୋଳର ଯାଞ୍ଚ...
ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା
କୋଲକତା,୧୦।୯: ଚଳିତ ମାସ ଶେଷରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। ଭବାନୀପୁରରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ଭାଜପା ଏକ ସୁଯୋଗ ଦେଇଛି ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି...
ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ-ଭଉଣୀଙ୍କ ମଧ୍ୟରେ କଥା କଟାକଟି
ଅହମଦାବାଦ,୧୦।୯:ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଭା ଏବଂ ଭଉଣୀ ନୟନା ମୁହାଁମୁହିଁ ହୋଇଛନ୍ତି। ରିଭା ଗତ ସପ୍ତାହରେ ଜନ୍ମଦିନ ପାଳନ କରିବା ପାଇଁ ଜାମନଗରର ଏକ ଗାଁରେ ପହଞ୍ଚିଥିଲେ। ଏଠାରେ ଥିବା ମହିଳାମାନଙ୍କୁ ସମ୍ବୋଧିତ...
ଦେଶବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୦।୯: ସମଗ୍ର ଦେଶରେ ଗଣେଶ ଚତୁର୍ଥୀ ଧୁମ୍ଧାମରେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ନିୟମ ପାଳନ ଉତ୍ସବ ପାଳିବାକୁ ରାଷ୍ଟ୍ରପତି ଲୋକଙ୍କୁ ନିବେଦନ...
କମିଲା ସଂକ୍ରମଣ
ନୂଆଦିଲ୍ଲୀ,୧୦।୯: ଦେଶରେ କରୋନା ସଂକ୍ରମିତଙ୍କ ସଖ୍ୟର ଦିନେ ବଢିଲେ ଦିନେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୪,୯୭୩ଟି ମାମଲା ସାମ୍ନାକୁ ଆସିଥିବାବେଳେ ୨୬୦ ଜଣଙ୍କର ମୃତ୍ୟୁ ହୋଇଛି।...
ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ମାୟାବତୀ
ଲକ୍ଷ୍ନୌ,୧୦।୯:ବହୁଜନ ସମାଜ ପାର୍ଟି(ବିଏସପି)ସଭାପତି ମାୟାବତୀ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଆଗାମୀ ୟୁପି ବିଧାନସଭା ନିର୍ବାଚନରେ କୌଣସି ମାଫିଆ କିମ୍ବା ବାହୁବଳୀ ନେତା ଟିକେଟ ପାଇବେ ନାହିଁ ବୋଲି ବିଏସପି ନିଶ୍ଚିତ କରିଛି। ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି...
‘କଂଗ୍ରେସର ଅବସ୍ଥା ଜମିଦାରଙ୍କ ପରି’
ନୂଆଦିଲ୍ଲୀ,୧୦।୯: ଦେଶର ଭେଟେରାନ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଏହା ଗ୍ରହଣ କରିବା ଉଚିତ ଯେ, ଏବେକ ପୂର୍ବପରି କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ନାହିଁ। କଂଗ୍ରେସର...
ମୁମ୍ବାଇରେ ଲାଗିଲା ୧୪୪ ଧାରା
ମୁମ୍ବାଇ,୧୦।୯: ଆଜି ଗଣେଶ ଚତୁର୍ଥୀ। ଆଗାମୀ ୧୦ ଦିନ ପାଇଁ ଗଣେଶ ପୂଜା ମହାରାଷ୍ଟ୍ର ସହିତ ସମଗ୍ର ଦେଶରେ ପାଳନ କରାଯିବ। କିନ୍ତୁ କରୋନା ସଂକ୍ରମଣ ବଢୁଥିବା ହେତୁ ଏଥର ଉତ୍ସବ ଫିକା ପଡିବାକୁ ଯାଉଛି। କରୋନା ପରିସ୍ଥିତିକୁ ଦୃଷ୍ଟିରେ...
ଭାରତୀୟ ଶିକ୍ଷାନୁଷ୍ଠାନରେ ଚାଇନାର ଅନୁପ୍ରବେଶ
ନୂଆଦିଲ୍ଲୀ, ୧୦।୯(ଆଇଏଏନ୍ଏସ୍): ଚାଇନା ଗତ କିଛିବର୍ଷ ମଧ୍ୟରେ ଅନେକ ଭାରତୀୟ ସେକ୍ଟରରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଛି। କେବଳ ଆମୋଦପ୍ରମୋଦ କ୍ଷେତ୍ର ନୁହେଁ, ଶିକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି ଭାରତୀୟ ଥିଙ୍କ୍ ଟ୍ୟାଙ୍କ ଏବଂ ସିଭିଲ୍ ସୋସାଇଟିକୁ ନିୟନ୍ତ୍ରଣ...
Archives


