ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଏମ୍ସର ଅଧିକାରୀ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିବାରେ ଲାଗିଛି। ୮୯ବର୍ଷୀୟ କଂଗ୍ରେସ ନେତା ବୁଧବାର ଏସ୍ସରେ ଭର୍ତ୍ତି ହୋଇଥିଲେ। ଜ୍ୱର ଓ ଦୁର୍ବଳତା...
ମୁଁ ହିଁ ଦଳର ସ୍ଥାୟୀ ଅଧ୍ୟକ୍ଷ: ଅସନ୍ତୁଷ୍ଟଙ୍କୁ ସୋନିଆଙ୍କ ଉତ୍ତର
ନୂଆଦିଲ୍ଲୀ,୧୬ ।୧୦: କଂଗ୍ରେସ ଦଳରେ ସ୍ଥାୟୀ ଅଧ୍ୟକ୍ଷ ପଦକୁ ନେଇ ଚାଲିଥିବା ଆଲୋଚନା ସମାଲୋଚନା ଉପରେ ଫୁଲଷ୍ଟପ ଲଗାଇଛନ୍ତି ବର୍ତ୍ତମାନର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଶବିବାର କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲୁସି)ର ବୈଠକରେ ସୋନିଆ ସ୍ପଷ୍ଟ କରିଛନ୍ତି କି...
ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ନଷ୍ଟ ହେଉଛି ୪୦ ପ୍ରତିଶତ ଖାଦ୍ୟ, ପ୍ରତିଦିନ ଭୋକରେ ଶୋଉଛନ୍ତି ୨୦ କୋଟି
ନୂଆଦିଲ୍ଲୀ,୧୬ ।୧୦: ଅକ୍ଟୋବର ୧୬ ହେଉଛି ବିଶ୍ୱ ଖାଦ୍ୟ ଦିବସ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ ଦେଶ ତାଲିକାରେ ଭାରତ ୯୧ ସ୍ଥାନରୁ ୧୦୧ତମ ସ୍ଥାନକୁ ଖସି ଆସିଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଙ୍ଗଠନ(ଏଫ୍ଏଓ)ର ରିପୋର୍ଟ...
ହଠାତ୍ ଅଜନାଲା ଗସ୍ତ କଲେ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ଼,୧୬ ।୧୦: ପଞ୍ଜାବର ଉପ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର ରାତିରେ ପାକିସ୍ତାନ ସୀମାକୁ ଲାଗି ରହିଥିବା ଅମୃତସରର ଅଜନାଲା ଅଞ୍ଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ପରେ ସେ କହିଛନ୍ତି ବିଏସ୍ଏଫ୍କୁ ସୀମାରେ...
୧୮ ଦିନ ପରେ ସିଦ୍ଧୁ ଫେରାଇ ନେଲେ ଇସ୍ତଫା, କହିଲେ ସବୁ ଠିକ୍ ହୋଇଗଲା
ନୂଆଦିଲ୍ଲୀ,୧୬ ।୧୦: ପଞ୍ଜାବ କଂଗ୍ରେସରେ ଲାଗି ରହିଥିବା କଳହରେ କିଛିଟା ଶାନ୍ତି ପଡି ଯାଇଥିବା ଲକ୍ଷ୍ୟ କରାଯାଉଛି । ଦଳର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ୧୮ ଦିନ ପରେ ତାଙ୍କ ଇସ୍ତଫା ଫେରାଇ ନେଇଛନ୍ତି । ଶୁକ୍ରବାର...
ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବରିଷ୍ଠ କଂଗ୍ରେସ ନେତା
ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇନ୍ଡେକ୍ସ ର଼୍ୟାଙ୍କିଙ୍ଗ୍ରେ ଭାରତର ମାନ୍ୟତାରେ ଅବନତି ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଚ୍ଛଲ୍ୟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ। ୨୦୨୦ ବର୍ଷ ହଙ୍ଗର ଇନ୍ଡେକ୍ସରେ ଭାରତ ୯୪ ତମ ସ୍ଥାନରେ ଥିଲା।...
୨୦ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା କାର
ନୂଆଦିଲ୍ଲୀ,୧୫।୧୦: ଦଶହରାରେ ଛତିଶଗଡ଼ର ଜାଶପୁର ଜିଲାରୁ ଆସିଛି ଦୁଃଖଦ ଖବର। ମା’ ଦୁର୍ଗାଙ୍କ ଦର୍ଶନ ଲାଗି ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଏକ କାର ମାଡ଼ି ଯାଇଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।...
ଲଖିମପୁର ଖେରି ଘଟଣାରୁ ନଜର ହଟାଇବା ପାଇଁ ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାକୁ କରାଯାଉଛି ହାଇଲାଇଟ୍: ସିବଲ
ନୂଆଦିଲ୍ଲୀ,୧୫ ।୧୦: ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ସେ ଏକ ଟୁଇଟ୍ କରି କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିଛନ୍ତି । ସବିଲ କହିଛନ୍ତି ଲଖିମପୁର ଖେରି ଘଟଣାରୁ ନଜର ହଟାଇବା...
ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍
ନୂଆଦିଲ୍ଲୀ,୧୫।୧୦: ପ୍ରଥମ ଥର ପାଇଁ ବିନା ଡ୍ରାଇଭରରେ ଚାଲିବ ଟ୍ରେନ୍। ଏମିତି ଟ୍ରେନକୁ ଜର୍ମାନୀର ହାମବର୍ଗରେ ତିଆରି କରାଯାଇଛି। ଦୁଇ ଜର୍ମାନୀ କମ୍ପାନୀ ଡଏଚ୍ ବାହାନ ଓ ହାଇଟେକ୍ ପାର୍ଟନର ସିମେନ୍ସ ଏହି ପ୍ରୋଜେକ୍ଟକୁ ମିଳିତ ଭାବରେ କରିଛନ୍ତି। ୭୦ମିଲିୟନର...
ସିନ୍ଧୁ ସୀମାରେ ହତ୍ୟା: ସଂଯୁକ୍ତ କୃଷକ ମୋର୍ଚ୍ଚା କହିଲା ଘଟଣା ସହ କୌଣସି ସମ୍ପର୍କ ନାହିଁ
ନୂଆଦିଲ୍ଲୀ,୧୫ ।୧୦: ହରିୟାଣା-ଦିଲ୍ଲୀ ସିନ୍ଧୁ ସୀମାରେ ଶୁକ୍ରବାର ସକାଳେ ଜଣେ ବ୍ୟକ୍ତିଙ୍କ କଟା ଯାଇଥିବା ହାତର ମୃତଦେହ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା । ତେବେ ଅର୍ଦ୍ଧ ନଗ୍ନ...
୭ ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କଲେ ମୋଦି, ତିଆରି ହେବ ଫାଇଟର ପ୍ଲେନଠାରୁ ପିସ୍ତଲ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୫ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୭ଟି ନୂଆ ପ୍ରତିରକ୍ଷା କମ୍ପାନୀର ଶୁଭାରମ୍ଭ କରିଛନ୍ତି । ଦେଶକୁ ସଶକ୍ତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ମୋଦି କହିଛନ୍ତି । ମୋଦି କହିଛନ୍ତି ସମୟ ସହିତ ପ୍ରତିରକ୍ଷା...
ଭୋକିଲା ତାଲିକାରେ ପୁଣି ତଳକୁ ଖସିଲା ଭାରତ
ନୂଆଦିଲ୍ଲୀ,୧୫।୧୦: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ (ଜିଏଚ୍ଆଇ)୨୦୨୧ ରିପୋର୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ରିପୋର୍ଟ ଅନୁସାରେ ଭାରତ ୯୪ସ୍ଥାନରୁ ୧୦୧ ସ୍ଥାନକୁ ଖସି ଆସିଛି। ୨୦୨୦ରେ ୧୦୭ଟି ଦେଶକୁ ନେଇ ପ୍ରକାଶିତ ରିପୋର୍ଟରେ ଭାରତ ୯୪ସ୍ଥାନରେ ରହିଥିଲା। ଏଥର ୧୧୬ଟି...
Archives


