ସ୍ତ୍ରୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଶିଶୁର ଡିଏନଏ ପରୀକ୍ଷା କରି ପିତୃତ୍ୱ ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ: ହାଇକୋର୍ଟ
ମୁମ୍ବାଇ,୯।୭: ବମ୍ବେ ହାଇକୋର୍ଟର ନାଗପୁର ଖଣ୍ଡପୀଠ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ, କେବଳ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଉପରେ ପରକୀୟା ପ୍ରୀତି ସନ୍ଦେହ କରୁଛନ୍ତି ବୋଲି ତାଙ୍କ ନାବାଳକ ସନ୍ତାନକୁ ଡିଏନଏ ପରୀକ୍ଷା କରାଇ ପିତୃତ୍ୱ ନିର୍ଦ୍ଧାରଣ କରିବାର…
ଭୂସ୍ଖଳନରୁ ୬୭ ଜଣଙ୍କୁ ବଞ୍ଚାଇଲା କୁକୁର
ମଣ୍ଡି,୯ା୭: ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ଜୁନ୍ ୩୦ ଏବଂ ଜୁଲାଇ ୧ରେ ଲଗାତର ୩୦ ଘଣ୍ଚା ଧରି ବର୍ଷା ହୋଇଥିଲା, ଯାହାଫଳରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଏବଂ ବନ୍ୟାସ୍ଥିତି ଦେଖାଦେଇଥିଲା। ତେବେ ମଣ୍ଡି ଜିଲା ଧର୍ମପୁର ବ୍ଲକ୍ର ସିୟାଠୀ…
ଓଡ଼ିଶା ସରକାରଙ୍କୁ ଧମକାଇଲେ ବେଙ୍ଗଲି ଏମପି ମହୁଆ ମୈତ୍ରା, ଜାଣନ୍ତୁ ପୁରା ଖବର
ଭୁବନେଶ୍ୱର,୯।୭: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ମହୁଆ ମୈତ୍ରା ଝାରସୁଗୁଡ଼ାରେ ୪୨୧ ଜଣ ବେଙ୍ଗଲି ଶ୍ରମିକଙ୍କୁ ଅଟକ ରଖାଯାଇଥିବା ଅଭିଯୋଗ କରି ଓଡ଼ିଶା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତା ଜରିଆରେ ସେ କହିଛନ୍ତି ଯେ, ଏହି ଶ୍ରମିକମାନଙ୍କ…
ଆସିବ କି ୫୦ ଟଙ୍କିଆ କଏନ୍? ଜାଣନ୍ତୁ କ’ଣ ସ୍ପଷ୍ଟ କଲେ କୋର୍ଟ
ନୂଆଦିଲ୍ଲୀ,୯ା୭: ଦିଲ୍ଲୀ ହାଇକୋର୍ଟରେ ଜଣେ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଜନହିତକର ଆବେଦନର ଶୁଣାଣିର ରାୟ ସାମ୍ନାକୁ ଆସିଛି। ଆବେଦନରେ ଦୃଷ୍ଟିହୀନ ନାଗରିକଙ୍କ ପାଇଁ ୫୦ ଟଙ୍କିଆ ଏବଂ ତା’ଠାରୁ କମ ମୂଲ୍ୟର ନୋଟ୍ ଏବଂ ମୁଦ୍ରାକୁ ଅଧିକ ଚିହ୍ନଟ…
ପୁଣି ଏକ ବଡ଼ଧରଣର ପ୍ଲେନ୍ କ୍ରାଶ୍: ଘଟଣାସ୍ଥଳ ଧୂଆଁମୟ
ଜୟପୁର,୯।୭: ରାଜସ୍ଥାନର ଚୁରୁ ଜିଲାର ରତନଗଡ଼ ସହର ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାନୁଦା ଗାଁ ନିକଟରେ ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଭାରତୀୟ ବାୟୁସେନା (IAF)ର…
ମହିସାଗର ପୋଲ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୋଦି, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ସହାୟତା ରାଶି
ଭଦୋଦରା,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭଦୋଦରା ଜିଲାରେ ପୋଲ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ୯ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।…
ଯାନବାହାନ ଚଳାଚଳ ଅବସ୍ଥାରେ ଭାଙ୍ଗି ପଡିଲା ପୋଲ, ପାଣିରେ ପଡ଼ିଗଲା ବଡ଼ ବଡ଼ ଗାଡି
ଭଦୋଦରା,୯।୭: ଗୁଜୁରାଟର ଭଦୋଦରା ଜିଲାରୁ ଏକ ଚିନ୍ତାଜନକ ଏବଂ ଦୁଃଖଦ ଖବର ଆସିଛି। ବୁଧବାର ସକାଳେ ଭଦୋଦରା ଏବଂ ଆନନ୍ଦ ଜିଲାକୁ ସଂଯୋଗ କରୁଥିବା ଗମ୍ଭୀରା ସେତୁ ହଠାତ ନଦୀରେ ଭୁଶୁଡ଼ି ପଡ଼ିଲା। ଏହି ସେତୁ ମହିସାଗର ନଦୀ ଉପରେ ନିର୍ମିତ…
ପୁଣି ବଡ଼ ଦୁର୍ଘଟଣା! ବିମାନରେ ପିଟିହେଲା…
ନୂଆଦିଲ୍ଲୀ,୯।୭: ପାଟନାରୁ ଦିଲ୍ଲୀ ଆସୁଥିବା ଏକ ଇଣ୍ଡିଗୋ ବିମାନକୁ ପକ୍ଷୀ ଧକ୍କା ଦେବାରୁ ପାଟନା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଅବତରଣ ପରେ, ଏହି ବିମାନକୁ ବାତିଲ କରାଯାଇଛି। ଇଣ୍ଡିଗୋ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନ ବ୍ୟବସ୍ଥା କରୁଛି।…
ତୁରନ୍ତୁ ଭରନ୍ତୁ ପେଟ୍ରୋଲ, ନଚେତ୍ ଭାରତ ବନ୍ଦରେ…
ଭୁବନେଶ୍ୱର, ୯।୭: କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦ ଯୋଗୁଁ ଆଜି ଓ ରାଜଧାନୀ ଭୁବନେଶ୍ୱରରେ ବସ ସେବା ସମେତ ଅନେକ ସେବା ପ୍ରଭାବିତ ହୋଇଥିବା ବେଳେ ପେଟ୍ରୋଲ ପମ୍ପଗୁଡିକ ଖୋଲା ରହିଛି। ଉତ୍କଳ…
ଆଜି ଭାରତ ବନ୍ଦ: ସ୍କୁଲ କଲେଜ ଓ ଅଫିସ ବି ରହିବ ବନ୍ଦ! ଆସିଲା ବଡ଼ ଅପଡେଟ୍
ନୂଆଦିଲ୍ଲୀ, ୯।୭: ଆଜି ଦେଶବ୍ୟାପୀ ଏକ ହଡ଼ତାଳ ବା ‘ଭାରତ ବନ୍ଦ’ ଡାକରା ହୋଇଛ। ଯାହାକୁ ବିଭିନ୍ନ ଟ୍ରେଡ଼ ୟୁନିଅନ ଏବଂ କୃଷକ ସଂଗଠନମାନେ ସମର୍ଥନ କରୁଛନ୍ତି। ଏହି ହଡ଼ତାଳ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୁଦ୍ଧରେ…
ଭାରତ ବନ୍ଦ ଡାକରା: ପ୍ରଭାବିତ ହେବ ଏସବୁ ସେବା
ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ଏବଂ କର୍ପୋରେଟ୍ ସପକ୍ଷବାଦୀ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଏହାର ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ବୁଧବାର ଭାରତ ବନ୍ଦ ପାଇଁ ଡାକରା…
ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡଯନ୍ତ୍ର: ଏହି ଦେଶ ସହ ମିଶି କରୁଛି ବଡ଼ ପ୍ଲାନ୍
ଇସଲାମାବାଦ୍,୯।୭: ପାକିସ୍ତାନ ବର୍ଷ ବର୍ଷ ଧରି ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି ଏବଂ ଏଥିରେ ଚାଇନା ମଧ୍ୟ ଭୂମିକା ଗ୍ରହଣ କରିଛି। ପାକିସ୍ତାନ ଏବଂ ଚାଇନା ପରସ୍ପରକୁ ଭେଟିବା ଭାରତର ସୁରକ୍ଷା ପାଇଁ ବିପଦ ହୋଇପାରେ। ସେନା ମୁଖ୍ୟ ସିଡିଏସ ଅନିଲ…
Archives


